ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କେନ୍ଦୁଝର:ମୃତ ଗୋ ମାତା ଙ୍କୁ ଉଚିତ ସମ୍ମାନ ଦେଇ କଲେ ଶବ ସତ୍କାର ।

କେନ୍ଦୁଝର:ମୃତ ଗୋ ମାତା ଙ୍କୁ ଉଚିତ ସମ୍ମାନ ଦେଇ କଲେ ଶବ ସତ୍କାର । – ସମୀକ୍ଷା ଖବର


ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:

କେନ୍ଦୁଝର- 07/09-କେନ୍ଦୁଝର ଜିଲ୍ଲା ବଡ଼ବିଲ ସେରେଣ୍ଡା ତାରିଣୀ ମନ୍ଦିର ନିକଟରେ ଗତ କାଲି ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଗାଈ ଟି ମରି ପଡିଥିବା ବେଳେ ଆଜି
ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ଗାଈ ଟି କୁ ଦେଖି ବଡ଼ବିଲ ପରିବହନ ବିଭାଗ ରେ କାମ କରୁଥିବା ନିଜ ଟିମ କୁ ଡାକି ଘଟଣା ସ୍ଥଳରେ ପଡି ରହିଥିବା ମୃତ ଗାଈ କୁ ନିଜ ହାତରେ ଉଠାଇ ଉପଯୁକ୍ତ ସ୍ଥାନରେ ଉଚିତ ସମ୍ମାନ ଦେଇ ଗାଈର ଶବ ସତ୍କାର କରିଥିଲେ, ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଓ ତାଙ୍କ ଟିମ ର ସଦସ୍ୟଙ୍କ ଏପରି କାର୍ଯ୍ୟ କୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ପ୍ରଶଂସା କରିଛନ୍ତି । ଏଥିରେ କନେଷ୍ଟେବଳ ଶ୍ରୀ ନିବାସ ନାୟକ, ସମୀର ଭୋଳ, ଆସିଷ୍ଟାଣ୍ଡ ଟ୍ରାଫିକ ସବ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

କେନ୍ଦୁଝର:ମୃତ ଗୋ ମାତା ଙ୍କୁ ଉଚିତ ସମ୍ମାନ ଦେଇ କଲେ ଶବ ସତ୍କାର । – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧଉଳି:ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଲିଲେ ଚାରୁକଳା ମହାବିଦ୍ୟାଳୟ