ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୨ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧୭ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୨୧ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୪୪ ମିନିଟ ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ମାଲକାନଗିରି ବରଗଡ଼ କେନ୍ଦୁଝର

ଗମ୍ଭାରୀମୁଣ୍ଡା ଅଞ୍ଚଳରେ ବେଆଇନ ଭାବେ ନାଲି ମରମ ଓ ମୁରୁଜ ମାଟି ଲୁଟି ନେଉଛନ୍ତି ମାଟି ମାଫିଆ

ଗମ୍ଭାରୀମୁଣ୍ଡା ଅଞ୍ଚଳରେ ବେଆଇନ ଭାବେ ନାଲି ମରମ ଓ ମୁରୁଜ ମାଟି ଲୁଟି ନେଉଛନ୍ତି ମାଟି ମାଫିଆ – ସମୀକ୍ଷା ଖବର

ବାଣପୁର / ସମୀକ୍ଷା ନ୍ୟୁଜ:
ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଅଞ୍ଚଳ ରେ ଅନେକ ଲଘୁ ଖଣିଜ ସମ୍ପଦ ମାନ ରହିଛି l କିଛି ଅସାମାଜିକ ମୁଷ୍ଟିମେୟ ବ୍ୟକ୍ତି  ମାନେ ବେଆଇନ ଭାବେ କେଉଁଠୁ ପାହାଡ଼ ମାନ କାଟି ଲୁଟି ନେଉଛନ୍ତି ମୁରୁଜ ମାଟି ତ ଆଉ କୋଉଁଠୁ ପାହାଡିଆ ନାଲି ମରମ ମାଟି ଲୁଟି ନେଉଛନ୍ତି ଏଥିରେ ସରକାର ଙ୍କର କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି l ସ୍ଥାନୀୟ ପ୍ରଶାସନକୁ ଖୁଲମ ଖୁଲା ଚାଲେଞ୍ଚ କରି ଦିନ ଦିହିପ୍ରହରେ ଓ ରାତିରେ ଜେସିବି ଲଗାଇ ପାହାଡକୁ ଖୋଳି ମୁରୁଜ ମାଟି ସାଙ୍ଗକୁ ନାଲି ମରମ ମାଟି ଓ ପାହାଡ଼ ର ପଥର ମାନ ଭାଙ୍ଗି ଟ୍ରାକ୍ଟର, ଟ୍ରକ ଓ ଟ୍ରିପର ରେ ବୋହି ନେଉଛନ୍ତି ମାଟି ମାଫିଆ ମାନେ l ପାହାଡକୁ ସୁରକ୍ଷା ଦେବା ନିମନ୍ତେ ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେବି କାହିଁକି ଶୁଣୁନାହାନ୍ତି ପ୍ରଶାସନ ଅଧିକାରୀ ମାନେ l ଯାହା ଫଳରେ ସରକାରଙ୍କର ରାଜସ୍ବ ହାନି ହେବାସହ ପରିବେଶ ବିଗିଡ଼ିବାରେ ଲାଗୁଛି l ଦିନ ରାତି ବିଭିନ୍ନ ଗାଡି ମଟର ରେ ବେଆଇନ ଭାବେ ମୁରୁଜ ମାଟି ଓ ନାଲି ମରମ ମାଟି ବୁହା ଚାଲୁଥିବା ବେଳେ l ଏହାର ସିଧା ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ପଡୁଛି l ଏଭଳିଦୃଶ୍ୟ ଦେଖିବାକୁ ମିଳିଛି କୁଲେଇ ପଞ୍ଚାୟତ ମାନସିଂହ ପୁର ନିକଟସ୍ଥ ହରିଚନ୍ଦନ ପୁର ମୌଜାରେ ଥିବା ଡେଙ୍ଗେଇ ପାହାଡ଼ ଠାରେ l ଏବଂ ଅନ୍ୟ ଟି ହେଉଛି କୁଲେଇ ପଞ୍ଚାୟତ କାଲୁରିବାରୀ ମୌଜାରେ ଥିବା ମତ ପୋଖରା ନିକଟସ୍ଥ କିଛି ସ୍ଥାନରୁ ଦିନ ରାତି ବେଧଡ଼କ ଭାବରେ ଖୁଲମ ଖୁଲା ମୁରୁଜ ମାଟି ସାଙ୍ଗକୁ ନାଲି ମରମ ମାଟି ଚୋରା ଚାଲାଣ ଚାଲିଛି l ଏପରି ସ୍ଥଳେ କିଛି ଅସାମାଜିକ ବ୍ୟକ୍ତି ଦୀର୍ଘ ଧରି ହରିଚନ୍ଦନ ପୁର ମୌଜା ପଶ୍ୱରେ ଥିବା ପାହାଡକୁ ଦିନରାତି ଯେଶିବି ରେ ଖୋଳି ମୁରୁଜ ମାଟି ସାଙ୍ଗକୁ ପଥର ଭାଙ୍ଗି ନେବାରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି l  ପାହାଡ଼ ଖୋଳାକୁ ରୋକିବା ନିମନ୍ତେ ସ୍ଥାନୀୟ ପ୍ରଶାସକୁ ମୌଖିକ ଭାବେ ଅନେକ ଲୋକ ଜଣାଇ ଥିଲେବି l ସ୍ଥାନୀୟ ପ୍ରଶାସନ କାହିଁକି ନିରବ ସାଜିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି l ତେବେ ବାକିରହିଲା ସରକାର ଙ୍କ ର କେବେ ଏହା ଉପରେ ଦୃଷ୍ଟି ପଡିବ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ l

ଗମ୍ଭାରୀମୁଣ୍ଡା ଅଞ୍ଚଳରେ ବେଆଇନ ଭାବେ ନାଲି ମରମ ଓ ମୁରୁଜ ମାଟି ଲୁଟି ନେଉଛନ୍ତି ମାଟି ମାଫିଆ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନବରଙ୍ଗପୁରରେ ‘ଆମ କଳାକାର (CTMS 2.0)’ ଅଡିସନ୍ ଆରମ୍ଭ: ୪୧୭ଟି ସାଂସ୍କୃତିକ ଦଳ ଅଡିସନ୍ ପାଇଁ ଯୋଗ୍ୟ ବିବେଚିତ