କଟକ:ଜିଲ୍ଲାରେ ରପ୍ତାନୀ ସଚେତନତା ଓ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ
ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ:କଟକ, ତା ୧୯.୦୯.୨୦୨୬ ରିଖ – କଟକ ପ୍ରସିଦ୍ଧ ରୂପା ତାରକସୀ ଓ ମାଣିଆବନ୍ଧ ହସ୍ତତନ୍ତକୁ ଗୁରୁତ୍ୱ ଦେଇ “ଜିଲ୍ଲାକୁ ରପ୍ତାନୀ କେନ୍ଦ୍ର ଭାବେ ବିକଶିତ କରିବା: ଦକ୍ଷତା ବିକାଶ ଓ ରପ୍ତାନୀ ସଚେତନତା କାର୍ଯ୍ୟକ୍ରମ” ଶୀର୍ଷକ ଏକ କାର୍ଯ୍ୟକ୍ରମ ଶୁକ୍ରବାର ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(MSME) ବିଭାଗ ଅଧୀନସ୍ଥ…