ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ନକ୍ସଲମୁକ୍ତ ଓଡ଼ିଶା ଗଠନ ଦିଗରେ ପରିବର୍ତ୍ତନରପ୍ରେରଣାଦାୟୀ ଯାତ୍ରା : ଶାନ୍ତି, ସୁରକ୍ଷା ଓ ବିକାଶର ନୂଆ ଆଶା – ସମୀକ୍ଷା ଖବର

ନକ୍ସଲମୁକ୍ତ ଓଡ଼ିଶା ଗଠନ ଦିଗରେ ପରିବର୍ତ୍ତନରପ୍ରେରଣାଦାୟୀ ଯାତ୍ରା : ଶାନ୍ତି, ସୁରକ୍ଷା ଓ ବିକାଶର ନୂଆ ଆଶା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଦିଗରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆଦିବାସୀ ଅଞ୍ଚଳରେ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜୀବିକାର ସୁଯୋଗ ବୃଦ୍ଧି କରିବା ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ଦୀର୍ଘ ବର୍ଷ ଧରି ମାଓବାଦୀ କାର୍ଯ୍ୟକଳାପର ପ୍ରଭାବରେ ରହିଥିବା ଓଡ଼ିଶାର କିଛି ଅଞ୍ଚଳରେ ଶାନ୍ତି ଓ ସ୍ୱାଭାବିକ ଜୀବନ ଫେରାଇ ଆଣିବା ପାଇଁ ସରକାର, ସୁରକ୍ଷା ବାହିନୀ ଓ ସ୍ଥାନୀୟ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ମାଲକାନଗିରି,…

Read More
ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର – ସମୀକ୍ଷା ଖବର

ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/କେନ୍ଦୁଝର /ସମୀକ୍ଷା ନ୍ୟୁଜ: ପାଟଣା :୧୧/୧୦ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରୋଚକ ମୋଡ଼ ନେଇଛି।ଉପସଭାପତି ପ୍ରାର୍ଥୀ ବିଶ୍ୱପ୍ରକାଶ ନାୟକ ଏକ ବିଷୟରେ ବ୍ୟାକ ଲାଗିଥିବା ସୂଚନା ଗୁପ୍ତ ରଖି ନାମାଙ୍କନ ଦାଖଲ କରିଥିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଫଳରେ ତାଙ୍କ ପ୍ରତିଦ୍ୱନ୍ଦୀ ଥିବା ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ତ୍ରିଦେଵ ମହାନ୍ତ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି।ସେହିପରି ସହ କ୍ରୀଡ଼ା ସମ୍ପାଦକ ପଦବୀରେ ଏକମାତ୍ର…

Read More
ବାନର ସେନା ସାମାଜିକ ଅନୁଷ୍ଠାନ ଓ ମଦର ଟେରେସା ସେବା ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ବାନର ସେନା ସାମାଜିକ ଅନୁଷ୍ଠାନ ଓ ମଦର ଟେରେସା ସେବା ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ: କୋମନା :ତାରିଖ -10-10-2026 ମାନବ ସେବା ହିଁ ମାଧବ ସେବା। ସେବା ହିଁ ପରମ ଧର୍ମ। ସମାଜର ବ୍ୟକ୍ତି ବିଶେଷଙ୍କ ଯୋଗଦାନ ହିଁ ସଂଗଠନ। ଏହି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧି କୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପଥର ଗ୍ରାମ ସ୍ଥିତ ସ୍ଥାନୀୟ ବାନର ସେନା ସାମାଜିକ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବାନର ସେନା ସାମାଜିକ ଅନୁଷ୍ଠାନ…

Read More
ପବିତ୍ର ବିଜୟା ରଥଯାତ୍ରା: ମା ବିରଜାଙ୍କ ଆରାଧନାରେ ଭକ୍ତିମୟ ଯାଜପୁର – ସମୀକ୍ଷା ଖବର

ପବିତ୍ର ବିଜୟା ରଥଯାତ୍ରା: ମା ବିରଜାଙ୍କ ଆରାଧନାରେ ଭକ୍ତିମୟ ଯାଜପୁର

ସମୀକ୍ଷା ବ୍ୟୁରୋ ନ୍ୟୁଜ /ଯାଜପୁର ଯାଜପୁର, ସମୀକ୍ଷା ନିୟୁଜ :ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମା’ ବିରଜାଙ୍କ ପବିତ୍ର ବିଜୟା ରଥଯାତ୍ରା ଶକ୍ତି ଉପାସନା, ଆସ୍ଥା ଓ ପାରମ୍ପରିକ ରୀତିନୀତିର ଏକ ଅନନ୍ୟ ପ୍ରତୀକ। ଏହି ପବିତ୍ର ଅବସରରେ ମା’ଙ୍କ ଦର୍ଶନ କରିବା ସହ ତାଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ଭକ୍ତମାନଙ୍କ ମନରେ ଗଭୀର ଶ୍ରଦ୍ଧା ଓ ଭକ୍ତିଭାବ ଦେଖିବାକୁ ମିଳେ।…

Read More
ଧବଲମୁଖୀ ବେଶକୁ ନେଇ ଭକ୍ତଙ୍କ ଭିଡ – ସମୀକ୍ଷା ଖବର

ଧବଲମୁଖୀ ବେଶକୁ ନେଇ ଭକ୍ତଙ୍କ ଭିଡ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ : :ବରଗଡ଼ରେ ମହାଳୟା ଅବସରରେ ମାଁ ସମଲେଇଙ୍କ ଆକର୍ଷଣୀୟ ‘ଧବଳମୁଖୀ ବେଶ’. ବରଗଡ଼ ସହରର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଇଙ୍କ ପୀଠରେ ପବିତ୍ର ମହାଳୟା ତିଥି ଅବସରରେ ଏହି ବାର୍ଷିକ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଯାଇଛି. ବର୍ଷସାରା ଦେବୀଙ୍କୁ ସିନ୍ଦୂରବର୍ଣ୍ଣା ରକ୍ତମୁଖୀ ରୂପରେ ପୂଜା କରାଯାଉଥିବା ବେଳେ ବର୍ଷକରେ ମାତ୍ର ଥରେ ମାଆଙ୍କୁ ଏହି ଅଲୌକିକ ଶ୍ୱେତ ରୂପରେ ସଜ୍ଜିତ କରାଯାଏ। ଏହି ଦୁର୍ଲଭ ଧବଳମୁଖୀ ବେଶକୁ ସ୍ଥାନୀୟ ଅଞ୍ଚଳରେ…

Read More

ଝାରସୁଗୁଡା : ଏଲ୍‌ଏନ୍‌ କଲେଜରେ ସଭାପତି ପଦବୀରେ ଜଣେ ପ୍ରାର୍ଥୀ ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦ ପାଇଁ ଲଢ଼େଇ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା, ୧୧ା୧୦ : ଛାତ୍ର ସଂସଦ ନିର୍ବାଚନକୁ ନେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି l ଶନିବାର ନାମାଙ୍କନ ପ୍ରତ୍ୟାହାର ଅବଧି ଶେଷ ହେବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି l ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ (ଏଲ୍‌ଏନ୍‌ କଲେଜ)ରେ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ରହିଥିବା ବେଳେ ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦବୀ ପାଇଁ ଦ୍ୱିମୁଖୀ…

Read More
ଆଜିଠାରୁ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହେଲା ଶାରଦୀୟ ନବରାତ୍ର ମା ଦୁର୍ଗାଙ୍କ ଆରାଧନାରେ ମୁଖରିତ ହେବ ଦେଶ – ସମୀକ୍ଷା ଖବର

ଆଜିଠାରୁ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହେଲା ଶାରଦୀୟ ନବରାତ୍ର ମା ଦୁର୍ଗାଙ୍କ ଆରାଧନାରେ ମୁଖରିତ ହେବ ଦେଶ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶାରଦୀୟ ନବରାତ୍ର। ଭକ୍ତି, ଶ୍ରଦ୍ଧା, ଆସ୍ଥା ଓ ଆଧ୍ୟାତ୍ମିକତାର ଏହି ପବିତ୍ର ପର୍ବକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ ଦୁର୍ଗାଙ୍କ ନଅଟି ସ୍ୱରୂପର ଆରାଧନା ପାଇଁ ଘରଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁଠି ପୂଜାପାଠ ଓ ବିଶେଷ ଆୟୋଜନ କରାଯାଉଛି। ୨୦୨୬ ମସିହାରେ ଶାରଦୀୟ ନବରାତ୍ର ଅକ୍ଟୋବର ୧୧ରୁ ଆରମ୍ଭ ହୋଇ ଅକ୍ଟୋବର ୨୦ରେ ବିଜୟାଦଶମୀ ସହ…

Read More
ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ – ସମୀକ୍ଷା ଖବର

ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ସୋହେଲା,୧୦।୧୦ ସୋହେଲା ଥାନା ଅନ୍ତର୍ଗତ ରାଜ୍ୟ ସୀମାନ୍ତରେ ସ୍ଥିତ ପଣ୍ଡକିପାଲି ଗ୍ରାମରେ ଗତ ମାସ ଆଠ ତାରିଖ ଦିନ ଅମୃତ ବର୍ଗେ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ମୃତକ ଅମୃତ ବର୍ଗେଙ୍କ ପରିବାର ଲୋକେ ସୋହେଲା ଥାନାକୁ ଆସି ଅମୃତଙ୍କୁ ହତ୍ୟା କରା ଯାଇଥିବା ନେଇ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ କ୍ରମେ ସୋହେଲା ପୋଲିସ ଏକ ହତ୍ୟା ମାମଲା…

Read More
ବିଲରୁ ବାହାରିଲା ଶବ – ସମୀକ୍ଷା ଖବର

ବିଲରୁ ବାହାରିଲା ଶବ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ:ବରଗଡ ଜିଲ୍ଲା ସୋହେଲା ବ୍ଲକ୍‌ ଅନ୍ତର୍ଗତ ପଣ୍ଡକିପାଲି ଗାଁରେ ଏକ ସନ୍ଦେହଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମୃତ୍ୟୁର ପ୍ରାୟ ଏକ ମାସ ପରେ ଜଣେ ବ୍ୟକ୍ତିଙ୍କ କଙ୍କାଳ ମାଟିତଳୁ ଖୋଳି ବାହାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଣ୍ଡକିପାଲି ଗ୍ରାମର ଅମୃତ ବାରିକ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ରୁ ଜଣାପଡିଛି ଯେଘଟଣାଟି ୨୦୨୬ ସେପ୍ଟେମ୍ବର ୮ ତାରିଖର। ସେଦିନ ରଜନୀ ସାହୁ ନାମକ ଜଣେ ସ୍ଥାନୀୟ ମହିଳା ଅମୃତଙ୍କୁ…

Read More
ବଡ଼ସାହି: ନିର୍ବାଚନ -ବଡ଼ସାହି କଲେଜ, ପ୍ରେସିଡେଣ୍ଟ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଅପ୍ରତିଦ୍ୱନ୍ଦୀ – ସମୀକ୍ଷା ଖବର

ବଡ଼ସାହି: ନିର୍ବାଚନ -ବଡ଼ସାହି କଲେଜ, ପ୍ରେସିଡେଣ୍ଟ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଅପ୍ରତିଦ୍ୱନ୍ଦୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୦/୧୦/୨୬ – ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ ନେଇ ଏବେ କଲେଜ ଓ ବିଭିନ୍ନ ରାଜନୈତିକ ଦଳ ସମୂହଙ୍କୁ ନେଇ ଏବେ ବଜାର ସରଗରମ । ସେଇ କ୍ରମରେ ବଡସାହି କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଭିନ୍ନ ସ୍ଥାନରେ ପିଲାଙ୍କ ଉତ୍ସାହ ଓ ଗହଳି ଦେଖିବାକୁ ମିଳିଥିଲା । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ପରେ ଶନିବାର…

Read More