ଅପହଞ୍ଚ ଇଲାକାର କରୁଣ କାହାଣୀ:ଗର୍ଭବତୀ ୬ କିଲୋମିଟର ବୁହାହେଲେ
ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ : ମୋହନା ବ୍ଲକ, ମୋହନାଗୁଡ଼ାର ଜନନୀ ଯନ୍ତ୍ରଣା, ଗଜପତି ଜିଲ୍ଲା ମୋହନା ବ୍ଲକ ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ମୋହନା ଗୁଡାରେ ଜନନୀ ଯନ୍ତ୍ରଣା ବାଉଁଶ ନଳାରେ ନିଜ ଲୁଗାରେ ଦୁଳା କରି ଭାରରେ ବୁହା ହୋଇଥିବl ଦୃଶ୍ୟ ଦେଖିବାକୁ ମିଳିଛି I ରାସ୍ତା ନ ଥିବାରୁ ଯାଇପାରିଲା ନାହିଁ ମୋହନାଗୁଡା ଗାଁକୁ ଆମ୍ବୁଲାନ୍ସ ଫଳରେ ସେହି ଗାଁର ଜେନିସ ମାଝିଙ୍କ ସ୍ତ୍ରୀ ମାଳତୀ ମାଝୀ ନାମକ ଜଣେ…