ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା – ସମୀକ୍ଷା ଖବର

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ:ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନାରେ ଜଣେ ପୋଲିସ ଅଧିକାରୀଙ୍କ ସାମ୍ବାଦିକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଓ ନିନ୍ଦା ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜର ଏକ ସମସ୍ୟା ସମ୍ପର୍କରେ ଅଭିଯୋଗ ଜଣାଇବା ପାଇଁ ଧୂଷୁରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଦୁଇ ଦିନ ଧରି ଥାନାକୁ ଦୌଡ଼ିବା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ ହୋଇଛି। ଏଥିରେ ନିରାଶ ହୋଇ…

Read More
ଧାମନଗରରେ ଅଘଟଣ: ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲେ ୯ ବର୍ଷର ଶିଶୁ, ଖୋଜାଖୋଜି ଜାରି – ସମୀକ୍ଷା ଖବର

ଧାମନଗରରେ ଅଘଟଣ: ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲେ ୯ ବର୍ଷର ଶିଶୁ, ଖୋଜାଖୋଜି ଜାରି

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ: ଧାମନଗର ବ୍ଲକ କଟସାହି ପଞ୍ଚାୟତ ଜଗନ୍ନାଥପୁର ମହାଦେବ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରଖର ସୁଅରେ ଭାସିଯାଇ ଜଣେ ୯ ବର୍ଷର ଶିଶୁ ନିଖୋଜ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ମହାଦେବ ସାହି ପୋଲ ନିକଟରେ ବନ୍ୟା ଜଳର ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମର ଶୁଭ୍ରାଂଶୁ ପଣ୍ଡା (୯) ନାମକ ଜଣେ ଛାତ୍ରଙ୍କ ଗୋଡ଼ ଅକସ୍ମାତ୍ ଖସିଯିବାରୁ ସେ…

Read More
ଅଙ୍ଗନବାଡିର ଆଙ୍ଗନ୍ କା ଉତ୍ସବ – ସମୀକ୍ଷା ଖବର

ଅଙ୍ଗନବାଡିର ଆଙ୍ଗନ୍ କା ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ରବିବାର ଠାରୁ ସରକାରଙ୍କ ତରଫରୁ ୩ଦିନ ଧରି ପାଳିତ ହେଉଥିବା “ଆଙ୍ଗନ୍ କା ଉତ୍ସବ” ମଙ୍ଗଳବାର ଦିନ ଶେଷ ହେଉଥିବା ଜଣାପଡ଼ିଛି । ପ୍ରତ୍ୟେକ ଅଙ୍ଗନବାଡିରେ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମୟରେ ବିଭିନ୍ନ ପ୍ରକ୍ରିୟା ଓ କାର୍ଯ୍ୟକ୍ରମ ତଥା ପ୍ରଶିକ୍ଷଣ ମାଧ୍ୟମରେ ଛୋଟପିଲା ଓ ଅବିଭାବକଙ୍କୁ ଆକୃଷ୍ଟ କରି ଶିଶୁର ସର୍ବାଙ୍ଗ ବିକାଶ ଦିଗରେ ଏକ ଉଦ୍ୟମ ।ଖବରକ୍ରମେ…

Read More
ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା /ସମୀକ୍ଷା ନ୍ୟୁଜ: ୧୧୧ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ଦୁଇ ଜଣଙ୍କୁ ଆର୍ଥିକ ସହାୟତାନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସିନାପାଲି ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କ ଅଭିଯୋଗ ଶୁଣାଣି କରାଯାଇଥିଲା।ଉକ୍ତ ଶିବିରରେ ମୋଟ ୧୧୧ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଏଥିରେ ୮୬ଟି ବ୍ୟକ୍ତିଗତ ଓ ୨୫ଟି ଗୋଷ୍ଠୀଗତ ଅଭିଯୋଗ…

Read More

ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ପ୍ରସିଦ୍ଧ ଧାର୍ମିକ ପୀଠ ହରିଶଙ୍କର ମନ୍ଦିରକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏଠାରେ ପିଇବା ପାଣିର ସମସ୍ୟା ନେଇ ଅଭିଯୋଗ ଉଠିଛି। ମନ୍ଦିର ପରିସରରେ ପର୍ଯ୍ୟାପ୍ତ ଓ ସୁବ୍ୟବସ୍ଥିତ ପାନୀୟଜଳ ବ୍ୟବସ୍ଥା ନଥିବା ନେଇ ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିଶଙ୍କର ହେଉଛି ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣ। ଧାର୍ମିକ…

Read More

ସମୀକ୍ଷା ପରିବାର ତରଫରୁ ଆପଣଙ୍କୁ କୃତଜ୍ଞତା

ଡ଼ ମହେଶ୍ୱର/ ସମ୍ପାଦକ/ ସମୀକ୍ଷା ନ୍ୟୁଜ: ଭୁବନେଶ୍ୱର, ତା ୨୯. ୦୯. ୨୦୨୬ ମାତ୍ର ଦୁଇ ମାସ ଭିତରେ samikshanews.com ଆରମ୍ଭ ହୋଇ ଆଜି ୧୦, ୦୦୦ visitors କ୍ଲବରେ ସାମିଲ ହୋଇଛି। ଏହି ସବୁର ଶ୍ରେୟ ଆପଣମାନେ। ଏଣୁ ଆପଣଙ୍କୁ ସମୀକ୍ଷା ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ। ସମୀକ୍ଷାର ଯେଉଁ ସାମ୍ବାଦିକମାନେ ଲଗାତାର ନ୍ୟୁଜ ଦେବା ଏବଂ ଶେୟାର କରିବାରେ ଲାଗିଛନ୍ତି ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ବର୍ତ୍ତମାନର ଦୁନିଆ ରିଲସ ଏବଂ ସଟ…

Read More
ଜେ.ଇ.ଏଲ୍. ସି ଉଚ୍ଚ ବିଦ୍ୟାଳୟଠାରେ ବ୍ଳକ୍ ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଜେ.ଇ.ଏଲ୍. ସି ଉଚ୍ଚ ବିଦ୍ୟାଳୟଠାରେ ବ୍ଳକ୍ ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର: ଅଦ୍ୟ ତା.୨୮.୯.୨୦୨୬ରିଖ ସୋମବାର ଦିନ ସ୍ଥାନୀୟ ଜେ.ଇ.ଏଲ୍. ସି ଉଚ୍ଚ ବିଦ୍ୟାଳୟଠାରେ ବ୍ଳକ୍ ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ, କନିଷ୍ଠ ଓ ଉପ-କନିଷ୍ଠବର୍ଗର ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାଏବଂ ସମାପନ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରୀତା ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ସୌରାଓ ଶ୍ରୀମତୀ ନମିତା…

Read More
ମହିଳା କନଷ୍ଟେବଳ ଙ୍କ ସ୍ଵାମୀ କୁ ଗୁଳିକରି ହତ୍ୟା – ସମୀକ୍ଷା ଖବର

ମହିଳା କନଷ୍ଟେବଳ ଙ୍କ ସ୍ଵାମୀ କୁ ଗୁଳିକରି ହତ୍ୟା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି /କେନ୍ଦୁଝର /ସମୀକ୍ଷା ନିୟୁଜ୍: ପାଟଣା:୨୯/୯,କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ଥାନା ରେ କାର୍ଯରତ ମହିଳ କନେଷ୍ଟବଳ ତୁଳସୀ ମହାନ୍ତ ଙ୍କ ସ୍ଵାମୀ ତ୍ରିଲୋଚନ ମହାନ୍ତ କୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଗୁଳିକରି ହତ୍ୟା କରିଛନ୍ତି l ଏହିପରି ଲୋମହର୍ଷଣକାରୀ ଘଟଣା ଗତକାଲି ରାତି ୧୦ ଟା ଘଟିଯାଇଛି l ତାଙ୍କ ସ୍ଵାମୀ ପାଟଣl ଥାନା କେନ୍ଦେଇପସି ଛକରେ ମୋବାଇଲ ଦୋକାନ ଦେଇଥିଲେ l ଗତକାଲି ସେ ଦୁଇଲକ୍ଷ ରୁ ଉର୍ଦ୍ଧ ଟଙ୍କା ସମେତ…

Read More
ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି – ସମୀକ୍ଷା ଖବର

ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ: ହୀରାକୁଦ ଜଳଭଣ୍ଡାରର ୨୮ଟି ସ୍ଲୁଇସ୍ ଗେଟ୍ ଖୋଲାଯିବା ଫଳରେ ସୃଷ୍ଟି ହୋଇଥିବା ପଛୁଆ ଜଳ (ବ୍ୟାକ୍ ୱାଟର୍) ପ୍ରଭାବରେ ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ଘୁଗୁରାପାଲି ଓ ବେନିଆପାଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପଦପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ, ପଞ୍ଚାୟତ ସମିତି, ଅଗ୍ନିଶମ ବାହିନୀ ଏବଂ ପୋଲିସ ପ୍ରଶାସନର ଏକ ମିଳିତ ଟିମ୍‌ ଦ୍ୱାରା ତୁରନ୍ତ ବ୍ୟାପକ…

Read More