ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମଳଦାରେ ରାଜ୍ୟସ୍ତରୀୟ ବିଞ୍ଝାଲ ସମାଜ ସମ୍ମିଳନୀ – ସମୀକ୍ଷା ଖବର

ମଳଦାରେ ରାଜ୍ୟସ୍ତରୀୟ ବିଞ୍ଝାଲ ସମାଜ ସମ୍ମିଳନୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପାଇକମାଳ, ୧୧।୧୦ ବିଞ୍ଝାଲ ଜନଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଏହାର ସର୍ବାଙ୍ଗୀଣ ବିକାଶ ଲକ୍ଷ୍ୟରେ ରାଜ୍ୟସ୍ତରୀୟ ବିଞ୍ଝାଲ ଭାଷା, ସାହିତ୍ୟ ଓ ବିକାଶ ପରିଷଦ, ଓଡ଼ିଶା ପକ୍ଷରୁ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ମଳଦା ଗ୍ରାମରେ ରବିବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମସ୍ଥିତ ବାରଭାଇ ବେଣ୍ଠକାରଙ୍କ ଆଶ୍ରୟସ୍ଥଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ…

Read More
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶାରେ ତିନି ପ୍ରମୁଖ ଦଳର ପ୍ରସ୍ତୁତି ଆରମ୍ଭ – ସମୀକ୍ଷା ଖବର

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶାରେ ତିନି ପ୍ରମୁଖ ଦଳର ପ୍ରସ୍ତୁତି ଆରମ୍ଭ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ—ବିଜେପି, ବିଜେଡି ଓ କଂଗ୍ରେସ—ନିଜ ନିଜ ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ନିଜର ରାଜନୈତିକ ଆଧାରକୁ ମଜବୁତ କରିବା, ଲୋକଙ୍କ ସହ ସମ୍ପର୍କ ବଢ଼ାଇବା ଏବଂ ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଉପରେ ଦଳଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ କେବଳ ଗ୍ରାମାଞ୍ଚଳର ଲୋକପ୍ରତିନିଧି ବାଛିବାର ନିର୍ବାଚନ ନୁହେଁ;…

Read More
ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ ଦେଲା ବାଲିଗୁଡା ବନ ବିଭାଗ : ଚିତାବାଘ ନଖ, ଦାନ୍ତ ଓ ହରିଣ ଖପୁରୀ ଜବତ ସହ ତିନି ଶିକାରୀ ଗିରଫ – ସମୀକ୍ଷା ଖବର

ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ ଦେଲା ବାଲିଗୁଡା ବନ ବିଭାଗ : ଚିତାବାଘ ନଖ, ଦାନ୍ତ ଓ ହରିଣ ଖପୁରୀ ଜବତ ସହ ତିନି ଶିକାରୀ ଗିରଫ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବାଲିଗୁଡା: ତା 11/10 /26 କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବନ୍ୟପ୍ରାଣୀ ଶିକାର ଓ ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟ ଘଟଣାରେ ବାଲିଗୁଡ଼ା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା ।ବନ ବିଭାଗ ପକ୍ଷରୁ ଚିତାବାଘ ଚମଡ଼ା ଚୋରାଚାଲାଣ ଓ ବେଆଇନ ଶିକାର ଅଭିଯୋଗରେ ତିନି ଜଣ ଗିରଫ କରାଯାଇଛି l ଏଥିସହ ବିଭିନ୍ନ ବନ୍ୟପ୍ରାଣୀଙ୍କ ଶରୀର ଅଂଶ ଜବତ କରାଯାଇଛି । ବନ ବିଭାଗର ସୂଚନା ଅନୁସାରେ,…

Read More
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ଟଣାଓଟରା – ସମୀକ୍ଷା ଖବର

ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ଟଣାଓଟରା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଫେରୁଥିବାରୁ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। ଆସନ୍ତା ୧୫ ଅକ୍ଟୋବର ୨୦୨୬ରେ ନିର୍ବାଚନ ହେବାକୁ ଥିବାବେଳେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସହ ବିଭିନ୍ନ କଲେଜରେ ନାମାଙ୍କନକୁ ନେଇ ବିବାଦ ଦେଖାଦେଇଛି। ଦୀର୍ଘ ବ୍ୟବଧାନ ପରେ ଫେରିଲା ଛାତ୍ର ରାଜନୀତି,ଓଡ଼ିଶାରେ…

Read More
ମହାସିଙ୍ଗରେ କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ମହାସିଙ୍ଗରେ କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ମହେଶ୍ୱର ଦିଗାଳ/ସବଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:ମହାସିଙ୍ଗ: 09/10/26 ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ସୀମିତି ନୁହେଁ, ଛାତ୍ରଛାତ୍ରୀଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା, ସୃଜନଶୀଳତା, ତର୍କ ବିତର୍କ ଶକ୍ତି ଓ ଆତ୍ମ ବିଶ୍ୱାସର ବିକାଶ ହିଁ ପ୍ରକୃତ ଶିକ୍ଷାର ମୂଳ ଲକ୍ଷ୍ୟ, ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ନେଇ କନ୍ଧମାଳ ଜିଲ୍ଲାର କ-ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ ସ୍ଥିତ ନୋଡ଼ାଲ ୟୁ.ପି.ସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୬ ଉତ୍ସାହ ଓ ଉଦ୍ଦିପନାର ସହ ଅନୁଷ୍ଠିତ ହୋଇଯାଇଛି…

Read More
ଦିଲ୍ଲୀରୁ ଚେନ୍ନାଇଗାମୀ ଇଣ୍ଡିଗୋ ବିମାନରେ ପାୱାର ବ୍ୟାଙ୍କରେ ନିଆଁ, ମଝି ଆକାଶରେ ଆତଙ୍କ – ସମୀକ୍ଷା ଖବର

ଦିଲ୍ଲୀରୁ ଚେନ୍ନାଇଗାମୀ ଇଣ୍ଡିଗୋ ବିମାନରେ ପାୱାର ବ୍ୟାଙ୍କରେ ନିଆଁ, ମଝି ଆକାଶରେ ଆତଙ୍କ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯିବା ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ବିମାନଟି ମଝି ଆକାଶରେ ଥିବା ସମୟରେ ଏହି ଘଟଣା ଘଟିଥିବାରୁ କିଛି ସମୟ ପାଇଁ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ବିମାନର କ୍ରୁ ସଦସ୍ୟମାନେ ତୁରନ୍ତ ପଦକ୍ଷେପ ନେଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ।…

Read More
କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ – ସମୀକ୍ଷା ଖବର

କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ

ସମ୍ବଲପୁର / ସମୀକ୍ଷା  ବ୍ୟୁରୋ ନ୍ୟୁଜ: କୁଚିଣ୍ଡା, ୧୧ା୧୦: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅଧୀନ ଘୋଷା ଅଞ୍ଚଳରେ ଚର୍ଚ୍ଚିତ ଦନ୍ତାହାତୀ ‘ରାଜୁ’ର ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅନୁଗୋଳ ଓ ଦେବଗଡ଼ ଜିଲ୍ଲା ଦେଇ ଆସିଥିବା ଏହି ଦନ୍ତାହାତୀ ଏବେ କୁଚିଣ୍ଡା ଅଞ୍ଚଳରେ ଡେରା ପକାଇଛି। ଗତ କିଛି ଦିନ ଧରି ରାଜୁ ବାରମ୍ବାର ନିଜର ଗତିପଥ ପରିବର୍ତ୍ତନ କରି ରେଙ୍ଗାଲବେଡ଼ା, ଭୋଜପୁର ଓ ଲାଡ଼ ଅଞ୍ଚଳ ଦେଇ ଘୋଷା ଗ୍ରାମ ନିକଟରେ…

Read More
ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ – ସମୀକ୍ଷା ଖବର

ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର ସାମ୍ବାଦିକ / ସମୀକ୍ଷା ନ୍ୟୁଜ : କଲ୍ୟାଣ ସିଂହପୁର, ୧୧/୧୦/୨୦୨୬:ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ପୂଜାରିଗୁଡ଼ା ପଞ୍ଚାୟତ ବଡ଼ ନାୟକ ଗୁଡା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ, ନିଲୁ କାଡ୍ରାକା ବୟସୋ ୧୨, କାମୀ ତିଆକା ବୟସ ( ୧୨ ) ଶାନ୍ତି ନଗର୍ ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଗୃହ କୁଯାଇ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧବ ହିକକା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ…

Read More
ଶେରଗଡ: ଗାହାଣ କଳାକାରଙ୍କ ସାଧାରଣ ଅଧିବେଶନରେ ଯୋଗ ଦେଲେ ପରିବହନ ମନ୍ତ୍ରୀ – ସମୀକ୍ଷା ଖବର

ଶେରଗଡ: ଗାହାଣ କଳାକାରଙ୍କ ସାଧାରଣ ଅଧିବେଶନରେ ଯୋଗ ଦେଲେ ପରିବହନ ମନ୍ତ୍ରୀ

ଅଜିତ କୁମାର ପଣ୍ଡା/ ଶେରଗଡ ସାମ୍ବାଦିକ / ସମୀକ୍ଷା ନ୍ୟୁଜ : ଶେରଗଡ ୧୧/୧୦ —- ଗଞ୍ଜାମ ଜିଲ୍ଲା ମା ମଙ୍ଗଳା କୋଠିଶାଳ ଗାହାଣ କଳାକାର ସଂଘର ୧୮ତମ ସାଧାରଣ ଅଧିବେଶନ ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତ ସୁନାନ୍ତର ଗ୍ରାମର ନାଥେଶ୍ବର ମନ୍ଦିର ପ୍ରାଙ୍ଗଣରେ ମଙ୍ଗୁଳୁ ଚରଣ ସ୍ବାଈଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ୧୮ତମ ସାଧାରଣ ଅଧିବେଶନରେ ରାଜ୍ୟ ସରକାରଙ୍କ ଖଣିଜ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୂଖ୍ୟ ଅତିଥି…

Read More
ମହାସିଙ୍ଗ:କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ମହାସିଙ୍ଗ:କ୍ଲଷ୍ଟର ସ୍ତରୀୟ ସୁରଭି:୨୦୨୬,୧୫ଟି ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ମହେଶ୍ୱର ଦିଗାଳ/ସବଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ମହାସିଙ୍ଗ:9/10/10 ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ସୀମିତି ନୁହେଁ, ଛାତ୍ରଛାତ୍ରୀଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା, ସୃଜନଶୀଳତା, ତର୍କ ବିତର୍କ ଶକ୍ତି ଓ ଆତ୍ମ ବିଶ୍ୱାସର ବିକାଶ ହିଁ ପ୍ରକୃତ ଶିକ୍ଷାର ମୂଳ ଲକ୍ଷ୍ୟ, ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ନେଇ କନ୍ଧମାଳ ଜିଲ୍ଲାର କ-ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ ସ୍ଥିତ ନୋଡ଼ାଲ ୟୁ.ପି.ସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୬ ଉତ୍ସାହ ଓ ଉଦ୍ଦିପନାର ସହ ଅନୁଷ୍ଠିତ ହୋଇଯାଇଛି…

Read More