ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକମାନଙ୍କ ଦ୍ବାରା ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଶାନ୍ତିପୂର୍ଣ୍ଣ ଗଣଧାରଣା – ସମୀକ୍ଷା ଖବର

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକମାନଙ୍କ ଦ୍ବାରା ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଶାନ୍ତିପୂର୍ଣ୍ଣ ଗଣଧାରଣା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୨/୧୦/୨୬ – ସାମ୍ବାଦିକମାନଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ସୋମବାର ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନରେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକରୁ ସହସ୍ରାଧିକ ସାମ୍ବାଦିକ ଯୋଗଦେଇ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଘଟଣାକ୍ରମେ ମୟୂରଭଞ୍ଜ…

Read More
ଗୁଣପୁରରେ ଜିଲ୍ଲାପାଳ ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଗୁଣପୁରରେ ଜିଲ୍ଲାପାଳ ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ:- ତା.୧୨-୧୦-୨୦୨୬ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ଼ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଅତିରିକ୍ତ…

Read More
ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ – ସମୀକ୍ଷା ଖବର

ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ନୂଆଦିଲ୍ଲୀ ତା ୧୨. ୧୦.ରିଖ ; ନୂଆଦିଲ୍ଲୀ ଠାରେ ନିକଟରେ ପିତୃ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହାଉଜ଼ଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାକାଂକ୍ଷା ୱେଲ୍‌ଫେୟାର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ଦେଖା ଯାଇଥିଲା। ପିତୃପୁରୁଷଙ୍କର ସଦ୍‌ଗତି, ସ୍ୱର୍ଗପ୍ରାପ୍ତି ଓ ମୋକ୍ଷ କାମନା କରି ‌ଫାଉଣ୍ଡେସନର ପ୍ରତିଷ୍ଠାତା ଦମ୍ପତି ପୁଷ୍ପାଞ୍ଜଳି…

Read More
ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସ୍ ଇନ୍‌ଷ୍ଟାଗ୍ରାମ୍ ରେ ପରିଚୟ ଆପଣେଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ, ଦୁଷ୍କର୍ମ ଓ ଟଙ୍କା ନେଇ ଫେରାଇ ନଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭ୍ରମରପୁର ପଲ୍ଲୀ ଗ୍ରାମର ମୁରଲୀ ମହାନ୍ତିଙ୍କ ପୁଅ କହ୍ନେଇ ମହାନ୍ତି (୨୬)। ଏ ସଂକ୍ରାନ୍ତରେ କେ. ନୂଆଗାଁ ଥାନାରେ କେସ୍‌ ନଂ…

Read More
ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ :୩୮ଟି ଅଭିଯୋଗ ଗ୍ରହଣ, ଗୋଟିଏ ଅଭିଯୋଗର ସ୍ଥଳରେ ତତ୍କାଳ ସମାଧାନ – ସମୀକ୍ଷା ଖବର

ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ :୩୮ଟି ଅଭିଯୋଗ ଗ୍ରହଣ, ଗୋଟିଏ ଅଭିଯୋଗର ସ୍ଥଳରେ ତତ୍କାଳ ସମାଧାନ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର: ନବରଙ୍ଗପୁର :୧୨.୧୦.୨୦୨୬ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ, ସ୍ୱଚ୍ଛ ଏବଂ ସମୟବଦ୍ଧ ନିରାକରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏହି ଶିବିର…

Read More
ତମାଖୁ ଉତ୍ପାଦର ବିଜ୍ଞାପନକୁ ନେଇ ବଢ଼ିଲା ବିବାଦ: ଶାହରୁଖ ଖାନ୍‌, ଅଜୟ ଦେବଗନ୍‌ ଓ ଟାଇଗର ଶ୍ରଫ୍‌ଙ୍କୁ FDAର ନୋଟିସ୍‌ – ସମୀକ୍ଷା ଖବର

ତମାଖୁ ଉତ୍ପାଦର ବିଜ୍ଞାପନକୁ ନେଇ ବଢ଼ିଲା ବିବାଦ: ଶାହରୁଖ ଖାନ୍‌, ଅଜୟ ଦେବଗନ୍‌ ଓ ଟାଇଗର ଶ୍ରଫ୍‌ଙ୍କୁ FDAର ନୋଟିସ୍‌

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ବଲିଉଡ୍‌ର ତିନି ଚର୍ଚ୍ଚିତ ଅଭିନେତା ଶାହରୁଖ ଖାନ୍, ଅଜୟ ଦେବଗନ୍ ଓ ଟାଇଗର ଶ୍ରଫ୍ଙ୍କୁ ନେଇ ଏବେ ବିଜ୍ଞାପନ ଜଗତରେ ଚର୍ଚ୍ଚା ଜୋର୍‌ ଧରିଛି। ତମାଖୁ ସମ୍ବନ୍ଧୀୟ ଉତ୍ପାଦର ପରୋକ୍ଷ ପ୍ରଚାର ଅଭିଯୋଗରେ ମହାରାଷ୍ଟ୍ରର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ୨୦୨୬ ଅଗଷ୍ଟରେ ଜାରି ହୋଇଥିବା ଏହି ନୋଟିସ୍‌କୁ ନେଇ ଅକ୍ଟୋବରରେ ମଧ୍ୟ ଚର୍ଚ୍ଚା ଜାରି ରହିଛି।…

Read More
ଉପକୂଳ ଓଡ଼ିଶାରେ କୂଳ ଲଂଘୁଛି ସମୁଦ୍ର, ବଢ଼ୁଛି ଉପକୂଳବାସୀଙ୍କ ଚିନ୍ତା – ସମୀକ୍ଷା ଖବର

ଉପକୂଳ ଓଡ଼ିଶାରେ କୂଳ ଲଂଘୁଛି ସମୁଦ୍ର, ବଢ଼ୁଛି ଉପକୂଳବାସୀଙ୍କ ଚିନ୍ତା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳରେ ସମୁଦ୍ରର ଜଳସ୍ତର ବୃଦ୍ଧି, ଉପକୂଳ କ୍ଷୟ ଏବଂ ବଡ଼ ବଡ଼ ଜୁଆରର ପ୍ରଭାବକୁ ନେଇ ଚିନ୍ତା ବଢ଼ୁଛି। ସମୁଦ୍ର ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବା ଫଳରେ କେତେକ ଅଞ୍ଚଳରେ ବେଳାଭୂମି ସଙ୍କୁଚିତ ହେଉଛି ଏବଂ ଉପକୂଳବର୍ତ୍ତୀ ଗାଁ, ଚାଷଜମି, ରାସ୍ତା ଓ ଜୀବିକା ଉପରେ ବିପଦ ସୃଷ୍ଟି ହେଉଛି। ଏହା କେବଳ ପରିବେଶଗତ ସମସ୍ୟା ନୁହେଁ, ବରଂ ଉପକୂଳବାସୀଙ୍କ ସାମାଜିକ ଓ ଆର୍ଥିକ…

Read More
ରାଜ୍ୟରେ ବଢ଼ୁଛି ହକି ଖେଳାଳିଙ୍କ ସଂଖ୍ୟା – ସମୀକ୍ଷା ଖବର

ରାଜ୍ୟରେ ବଢ଼ୁଛି ହକି ଖେଳାଳିଙ୍କ ସଂଖ୍ୟା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ହକି ଖେଳ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ିବା ସହ ରାଜ୍ୟରୁ ଜାତୀୟ ସ୍ତରର ଖେଳାଳି ସୃଷ୍ଟି ହେବାର ଧାରା ମଧ୍ୟ ଉତ୍ସାହଜନକ ହୋଇଛି। ବିଶେଷକରି ସୁନ୍ଦରଗଡ଼ ଓ ଏହାର ଆଖପାଖ ଆଦିବାସୀ ଅଞ୍ଚଳରେ ହକିର ଦୀର୍ଘଦିନର ପରମ୍ପରା ରହିଛି। ଏବେ ପ୍ରଶିକ୍ଷଣ, ଖେଳ ଭିତ୍ତିଭୂମି, ଆଧୁନିକ ଷ୍ଟାଡିୟମ୍‌ ଓ ବିଭିନ୍ନ ପ୍ରତିଯୋଗିତା ଯୋଗୁଁ ଏହି ପ୍ରତିଭାକୁ ଉପଯୁକ୍ତ ସୁଯୋଗ ମିଳୁଛି। ହକି ପ୍ରତି ବଢ଼ୁଛି ଯୁବପିଢ଼ିଙ୍କ ଆଗ୍ରହ, ଓଡ଼ିଶାର…

Read More
ଝାରସୁଗୁଡ଼ାରେ ରାସ୍ତା ଓ ଡ୍ରେନ୍ ନିର୍ମାଣକୁ ଗୁରୁତ୍ୱ – ସମୀକ୍ଷା ଖବର

ଝାରସୁଗୁଡ଼ାରେ ରାସ୍ତା ଓ ଡ୍ରେନ୍ ନିର୍ମାଣକୁ ଗୁରୁତ୍ୱ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:୧୨/୧୦ ଝାରସୁଗୁଡ଼ା ପୌରାଞ୍ଚଳର ଭିତ୍ତିଭୂମି ବିକାଶକୁ ଆଗେଇ ନେବା ଲକ୍ଷ୍ୟରେ ସହରର ବିଭିନ୍ନ ୱାର୍ଡରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି l ୩୦ ଲକ୍ଷ ଟଙ୍କାରେ ଦୁଇ ପ୍ରକଳ୍ପର ଶୁଭାରମ୍ଭ ,୨୦ ଲକ୍ଷରେ ନିର୍ମିତ ରାସ୍ତା ଉଦ୍‌ଘାଟିତ ଏହି କ୍ରମରେ ସୋମବାର ୱାର୍ଡ ନମ୍ବର ୧୫ର ବାବୁପଡ଼ା ଏବଂ ୱାର୍ଡ ନମ୍ବର ୧୬ର ଗାୟତ୍ରୀ ବିହାର ଅଞ୍ଚଳରେ ମୋଟ ୩୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା…

Read More
ଟ୍ରାନ୍ସଫରମର ପୋଡି ଯିବାରୁ ୨0 ଦିନ ଅନ୍ଧାରରେ ଗ୍ରାମବାସୀ – ସମୀକ୍ଷା ଖବର

ଟ୍ରାନ୍ସଫରମର ପୋଡି ଯିବାରୁ ୨0 ଦିନ ଅନ୍ଧାରରେ ଗ୍ରାମବାସୀ

ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ଦିନେ ନୁହଁ ୨ ଦିନ ନୁହଁ ପ୍ରାୟ ୧୫ ରୁ ୨0 ଦିନ ହେଲା ଗ୍ରାମରେ ନାହିଁ କରେଣ୍ଟ ଅନ୍ଧାରରେ ଅଛନ୍ତି ଗ୍ରାମବାସି ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରି ପଂଚାୟତ ର ପିକଡ଼ବେଡା ଗ୍ରାମରେ ଟ୍ରାନ୍ସଫରମର ପୋଡି ଯିବାରୁ ଅନ୍ଧାରରେ ୨0 ଦିନ ହେଲା ଜୀବନ ବିତାଉଛନ୍ତି ଗ୍ରାମବାସି ଫଳରେ ଛୋଟ ଛୁଆ ରୁ ବଡ଼ ଲୋକେ ଅନ୍ଧାରରେ ରହୁଥିବାର ଅଭିଯୋଗ କରିଛନ୍ତି ମୋବାଇଲ ଚାର୍ଜ ସହ…

Read More