ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ – ସମୀକ୍ଷା ଖବର

ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:୧୨/୧୦/୨୬ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରର୍ସ ଆସୋସିଏସନର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିକୁ ନେଇ ଦାବି ପତ୍ର ପ୍ରଦାନ କରାଯାଇଛି ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା…

Read More
ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ – ସମୀକ୍ଷା ଖବର

ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ବୈଶ୍ୟ ସମାଜର ଏକତା, ବିକାଶ ଓ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ: ଜେକେପୁର ଅଲ୍ ଓଡ଼ିଶା ବୈଶ୍ୟ ମହାସଂଘ ଆନୁକୂଲ୍ୟରେ ଆଜି ଜେକେପୁରଠାରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଭାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୈଶ୍ୟ ସଂଘର ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ବୈଶ୍ୟ ସମାଜର ବିଭିନ୍ନ ସମସ୍ୟା, ସାମାଜିକ…

Read More
ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ – ସମୀକ୍ଷା ଖବର

ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୨/୧୦/୨୬ – ପାର୍ବଣ ଋତୁ ଏବଂ ସହରର ଚଳଚଞ୍ଚଳ, ଗହଳିକୁ ଓ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ, ଲୁଟେରା, ଡକାୟତ ମାନେ ସୀମାନ୍ତ ଚତୁଃପାର୍ଶ୍ବ ବାମନଘାଟୀ ଉପଖଣ୍ଡରେ ସକ୍ରିୟ ହୋଇ ଉଠିଛନ୍ତି, ଯୋଜନା ମୁତାବକ ଲୁଟତରାଜ ଚଳାଇଛନ୍ତି ‌। ଧନ ଓ ଜୀବନ ସହ ଜନସାଧାରଣଙ୍କ ସୁରକ୍ଷା ନେଇ ରାଇରଙ୍ଗପୁର ଜିଲ୍ଲା ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ସହ ଅସାମାଜିକଙ୍କ ଗତିବିଧି ଉପରେ କଡା ନଜର…

Read More
ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ – ସମୀକ୍ଷା ଖବର

ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦୁଝର : ପାଟଣା:୧୨/୧୦,ପାଟଣା କ୍ରିକେଟ କ୍ଳବ ପକ୍ଷରୁ ପାଟଣା ଷ୍ଟାଡିୟମ ରେ ଆଜି ଦଶହରା କ୍ରିକେଟ କ୍ଳବ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏଥିରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି।ଆସନ୍ତା ୨୦ ତାରିଖ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହେବ।ଆଜି ଏହି ପ୍ରତିଯୋଗୀତାକୁ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଉଦଘାଟନ କରିଥିଲେ।ପାଟଣା ପ୍ରେସ କ୍ଳବର ସମ୍ପାଦକ ବିଜୟ…

Read More
ଟାଙ୍କେlଳ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଅଭିଯୋଗ – ସମୀକ୍ଷା ଖବର

ଟାଙ୍କେlଳ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଅଭିଯୋଗ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ:୧୨/୧୦/୨୬ ପ୍ରଶାସନର ନିଷ୍କ୍ରିୟତା ନେଇ ଗ୍ରାମବାସୀଙ୍କ ଅସନ୍ତୋଷ,ଏସ୍‌ଡିପିଓ ଓ ଏସ୍‌ପିଙ୍କ ଦ୍ବାରସ୍ଥ :ଖୋରଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କେଳ ଗ୍ରାମ ନିକଟରେ ୨ ବେଆଇନ ମାଙ୍କଡ଼ା ପଥର ଖଣି ଖନନକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଗ୍ରାମର ସାହାଡ଼ାଘାଇ ଓ ଟାଙ୍କୋ ଳ ମୌଜାରେ କେତେକ ବ୍ୟକ୍ତି ବେଆଇନ ଭାବେ ପଥର ଖନନ କରି ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଖନନ ଯୋଗୁଁ ଅଞ୍ଚଳରେ ବଡ଼ ବଡ଼…

Read More
ଗୁଣପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର:୫୮ଟି ଅଭିଯୋଗ ପଞ୍ଜୀକୃତ, ଦୁଇ ଜଣଙ୍କୁ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା – ସମୀକ୍ଷା ଖବର

ଗୁଣପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର:୫୮ଟି ଅଭିଯୋଗ ପଞ୍ଜୀକୃତ, ଦୁଇ ଜଣଙ୍କୁ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା

ଜିତେନ୍ଦ୍ର କୁମାର ଶତପଥି /ସ୍ବତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ : ରାୟଗଡ଼ା – ଗୁଣପୁର, ୧୨/୧୦: ରାୟଗଡ଼ ଜିଲ୍ଲାର ଗୁଣପୁରସ୍ଥିତ ଉପଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆଜି ଅର୍ଥାତ୍ ସୋମବାର ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣାଯିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିବିରରେ ମୋଟ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୀତାକାନ୍ତ ଶତପଥୀ / କଟକ /ସମୀକ୍ଷା ନ୍ୟୁଜ : କଟକ, ତା୧୨.୧୦.୨୦୨୬ ରିଖ – ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୬୨ ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ତନ୍ମଧ୍ୟରେ ୫୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୪ ଟି ସାମୁହିକ ଅଭିଯୋଗ ରହିଥିଲା ।…

Read More
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ କୁଜଙ୍ଗ ମେଡିକାଲରେ ଜନସଚେତନତା କାର୍ଯ୍ୟକ୍ରମ :ରୋଗୀଙ୍କୁ ଖାଦ୍ୟ ଓ ଫଳ ବଣ୍ଟନ କଲା ତାଲୁକ ଆଇନ ସେବା କମିଟି – ସମୀକ୍ଷା ଖବର

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ କୁଜଙ୍ଗ ମେଡିକାଲରେ ଜନସଚେତନତା କାର୍ଯ୍ୟକ୍ରମ :ରୋଗୀଙ୍କୁ ଖାଦ୍ୟ ଓ ଫଳ ବଣ୍ଟନ କଲା ତାଲୁକ ଆଇନ ସେବା କମିଟି

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ମେଡିକାଲ ପରିସରରେ ତାଲୁକ ଆଇନ ସେବା କମିଟି, କୁଜଙ୍ଗ ପକ୍ଷରୁ ଏକ ଜନସଚେତନତା ଓ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାନସିକ ସ୍ୱାସ୍ଥ୍ୟ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ସହ ରୋଗୀଙ୍କ ପ୍ରତି ସହାନୁଭୂତି, ସହଯୋଗ ଓ ମାନବିକତାର ଭାବନା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ତାଲୁକ ଆଇନ…

Read More
ରାଇରଙ୍ଗପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି – ସମୀକ୍ଷା ଖବର

ରାଇରଙ୍ଗପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୨/୧୦/୨୬ ସୋମବାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ଯକ୍ଷତାରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଥିବା ସୂଚନା ମିଳିଛି । ଅନ୍ୟାନ୍ୟଙ୍କ ମଧ୍ୟରେ ଏହି ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆନନ୍ଦ କୁମାର ଡୁଙ୍ଗ ଡୁଙ୍ଗ…

Read More
ଯୌତୁକ ନିର୍ଯାତନାର ଚିତ୍ର ଏବେ ବି ଚିନ୍ତାଜନକ – ସମୀକ୍ଷା ଖବର

ଯୌତୁକ ନିର୍ଯାତନାର ଚିତ୍ର ଏବେ ବି ଚିନ୍ତାଜନକ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆଧୁନିକ ସମାଜରେ ନାରୀ ଶିକ୍ଷା, ମହିଳା ସଶକ୍ତୀକରଣ ଓ ନାରୀଙ୍କ ଅଧିକାରକୁ ନେଇ ଅନେକ ସଚେତନତା ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ବି ସମାଜରୁ ସମ୍ପୂର୍ଣ୍ଣ ଭାବେ ଦୂର ହୋଇପାରିନାହିଁ ଯୌତୁକ ପ୍ରଥା। ବିବାହ ପରେ ଅଧିକ ଟଙ୍କା, ସୁନା, ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଦାବି କରି ଅନେକ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। କେତେକ ଘଟଣାରେ ଏହି ନିର୍ଯାତନା ମହିଳାଙ୍କ ମୃତ୍ୟୁର କାରଣ ହେଉଥିବା…

Read More