ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କୁ ଭେଟିଲେ ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡା – ସମୀକ୍ଷା ଖବର

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କୁ ଭେଟିଲେ ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ସାକ୍ଷାତ କରିଛନ୍ତି। ୨୦୨୬ ଅକ୍ଟୋବର ୧୨ ତାରିଖରେ ଚେନ୍ନାଇରେ ହୋଇଥିବା ଏହି ସାକ୍ଷାତକାରକୁ ନେଇ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ଅଭିନେତା ଏହି ସାକ୍ଷାତର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିବା ପରେ ଏହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଚଳଚ୍ଚିତ୍ର ‘ରଣବାଲି’ର…

Read More
ଏସୀୟ କ୍ରୀଡ଼ା ୨୦୨୬: ପ୍ରତିରକ୍ଷା ବାହିନୀର ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ – ସମୀକ୍ଷା ଖବର

ଏସୀୟ କ୍ରୀଡ଼ା ୨୦୨୬: ପ୍ରତିରକ୍ଷା ବାହିନୀର ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଏସୀୟ କ୍ରୀଡ଼ା-୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପ୍ରତିରକ୍ଷା ବାହିନୀର ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୨୦୨୬ ଅକ୍ଟୋବର ୧୨ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ସେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ତିନି ପ୍ରତିରକ୍ଷା ସେବା—ସ୍ଥଳସେନା, ନୌସେନା ଓ ବାୟୁସେନାର ଖେଳାଳିମାନଙ୍କୁ ଭେଟି ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଖେଳାଳିମାନଙ୍କ ଶୃଙ୍ଖଳା, ପରିଶ୍ରମ,…

Read More
ଜାତୀୟ ସ୍ତରରେ ବଢ଼ୁଛି ସମ୍ବଲପୁରୀ ଶାଢ଼ୀର ଚାହିଦା: ଉଜ୍ଜ୍ୱଳ ହେଉଛି ବୁଣାକାରଙ୍କ ଭବିଷ୍ୟତ – ସମୀକ୍ଷା ଖବର

ଜାତୀୟ ସ୍ତରରେ ବଢ଼ୁଛି ସମ୍ବଲପୁରୀ ଶାଢ଼ୀର ଚାହିଦା: ଉଜ୍ଜ୍ୱଳ ହେଉଛି ବୁଣାକାରଙ୍କ ଭବିଷ୍ୟତ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର ହସ୍ତତନ୍ତ ଓ ବୟନଶିଳ୍ପର ଏକ ଅନନ୍ୟ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ। ନିଜର ଆକର୍ଷଣୀୟ ରଙ୍ଗ, ସୁନ୍ଦର ଡିଜାଇନ୍‌, ପାରମ୍ପରିକ ବାନ୍ଧକଳା ଏବଂ ଅନନ୍ୟ ବୁଣାଶୈଳୀ ପାଇଁ ଏହି ଶାଢ଼ୀ କେବଳ ଓଡ଼ିଶାରେ ସୀମିତ ନ ରହି ଦେଶର ବିଭିନ୍ନ ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ପାରମ୍ପରିକତା ସହ ଆଧୁନିକ ଫ୍ୟାଶନ୍‌ର ସମନ୍ୱୟ ଯୋଗୁଁ ସମ୍ବଲପୁରୀ ଶାଢ଼ୀ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ୁଥିବା ଦେଖାଯାଉଛି। ବାନ୍ଧକଳାର…

Read More
ନିର୍ବାଚନକୁ ଅପେକ୍ଷା କଲେଣି ମୟୂରଭଞ୍ଜ ବାସୀ – ସମୀକ୍ଷା ଖବର

ନିର୍ବାଚନକୁ ଅପେକ୍ଷା କଲେଣି ମୟୂରଭଞ୍ଜ ବାସୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୩/୧୦/୨୬ – ଏଣୁ ସେବା ନାଁ ନେଇ ବିଭିନ୍ନ ଉପାୟ ବା ଆଳରେ ହେଉଥିବା ବ୍ୟକ୍ତିଗତ ଆର୍ଥିକ ସଞ୍ଚୟ ବା ପ୍ରଗତିକୁ ରୋକାଯିବା ସହ ସେବା କ୍ଷେତ୍ରରେ କୌଣସି ପ୍ରାପ୍ୟ ନମିଳିଲେ ବା ଦାବି ନକଲେ ଦେଶର ଋଣଭାର କମିଯାଆନ୍ତା ବୋଲି ବୁଦ୍ଧିଜୀବୀଙ୍କ ଆଲୋଚନାରୁ ସ୍ପଷ୍ଟ ଜଣାପଡିଛି । ସେବା ନାମିତ ପ୍ରସ୍ତାବ ପାଇଁ ଏକ ସ୍ୱତନ୍ତ୍ର ନିୟମ ଓ କଟକଣା ଆସିବା ଉଚିତ ।…

Read More
ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର: ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ – ସମୀକ୍ଷା ଖବର

ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର: ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ

ରତିକାନ୍ତ ନାୟକ /ଧାମନଗର/ସମୀକ୍ଷା ନ୍ୟୁଜ : ଧାମନଗର, ୧୨/୧୦/୨୦୨୬ (ସମୀକ୍ଷାନିୟୁଜ): ସଡ଼କ ଦୁର୍ଘଟଣା ରୋକିବା ଓ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଧାମନଗର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପରିବହନ ବିଭାଗ ପକ୍ଷରୁ ମହିଳା ସ୍କୁଟି ଚାଳକମାନଙ୍କୁ ମାଗଣାରେ ହେଲମେଟ ବଣ୍ଟନ କରାଯାଇଥିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଶୁଭେନ୍ଦୁ…

Read More
ଚିତ୍ରକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି: ୫୧ଟି ଅଭିଯୋଗ ମଧ୍ୟରୁ ୩ଟିର ସଦ୍ୟ ସମାଧାନ – ସମୀକ୍ଷା ଖବର

ଚିତ୍ରକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି: ୫୧ଟି ଅଭିଯୋଗ ମଧ୍ୟରୁ ୩ଟିର ସଦ୍ୟ ସମାଧାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ /ମାଲକାନଗିରି: ୧୩/୧୦/୨୬ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିଥିଲେ। ଏହି…

Read More
କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା ଖବର

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ : ୧୨/୧୦/୨୦୨୬ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁଲିଆଡୁଙ୍ଗରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ୧୩ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ ସମାରୋହରେ ସି. ଆର. ସି. ସି. ଜଗଦୀଶ ତାଣ୍ଡି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସହ ଶିକ୍ଷା ଗୋଷ୍ଠି…

Read More
ଖଡ଼ିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୪ଟି ଅଭିଯୋଗ ପଞ୍ଜୀକୃତ – ସମୀକ୍ଷା ଖବର

ଖଡ଼ିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୪ଟି ଅଭିଯୋଗ ପଞ୍ଜୀକୃତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ :୧୨/୧୦: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୬୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୫୭ଟି ବ୍ୟକ୍ତିଗତ ଓ ୭ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର…

Read More
ଜଗତସିଂହପୁର : ଚର୍ଚ୍ଚିକା ବଜାର ପୂଜା ମଣ୍ଡପରେ ଶିବ ପରିବାର – ସମୀକ୍ଷା ଖବର

ଜଗତସିଂହପୁର : ଚର୍ଚ୍ଚିକା ବଜାର ପୂଜା ମଣ୍ଡପରେ ଶିବ ପରିବାର

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ : ଜଗତସିଂହପୁର, 13/10/2026(ନି. ପ୍ର ):ଜଗତସିଂହପୁର ଜିଲା ଚର୍ଚ୍ଚିକା ବଜାର ସ୍ଥିତ ପୂଜା ମଣ୍ଡପରେ ଶିବ ପରିବାରଙ୍କର ମୂର୍ତ୍ତି ଗଢ଼ା ଚାଲିଥିବାର ଦେଖା ଦେଇଛି |ମୂର୍ତ୍ତିକାର ମୋହନ କୁମାର ଭୋଇ ଓ ତାଙ୍କ ସାଙ୍ଗରେ ଆଉ ଚାରି ଜଣ ସହାୟକ ମୂର୍ତ୍ତିକାର ଏଗାର ଦିନ ହେଲା ଗଠନ କାର୍ଯ୍ୟ କରି ଚାଲିଛନ୍ତି |ସେମାନଙ୍କ ମତରେ ଷଷ୍ଠୀ ଦିନ ସଖାଳୁ ସମସ୍ତ ଗଠନ ପୁରାହୋଇ ଭକ୍ତ ମନେ ପୂଜା…

Read More