ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ରାଜଧାନୀ ଭୁବନେଶ୍ୱରରେ ଏଥର ଶାରଦୀୟ ଦୁର୍ଗାପୂଜା:ଜାଣନ୍ତୁ କେଉଁଠି କେଉଁ ତୋରଣ – ସମୀକ୍ଷା ଖବର

ରାଜଧାନୀ ଭୁବନେଶ୍ୱରରେ ଏଥର ଶାରଦୀୟ ଦୁର୍ଗାପୂଜା:ଜାଣନ୍ତୁ କେଉଁଠି କେଉଁ ତୋରଣ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାରେ ଦୁର୍ଗାପୂଜା ପାଇଁ ମଣ୍ଡପଗୁଡ଼ିକରେ ଜୋରଦାର ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ସହରରେ ୧୯୫ଟି ପୂଜା ମେଢ଼ ନିର୍ମାଣ କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ୨୦୨୬ ଭୁବନେଶ୍ୱର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ଏବଂ ଖବରଗୁଡ଼ିକ ନିମ୍ନରେ ଦିଆଗଲା: ପ୍ରମୁଖ ମଣ୍ଡପର ଆକର୍ଷଣୀୟ ତୋରଣ :

Read More
ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ – ସମୀକ୍ଷା ଖବର

ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର /ସମୀକ୍ଷା ନ୍ୟୁଜ: ସୋନପୁର :-ପୁଷ୍ପଲତା ଗ୍ୟାସ ଏଜେନ୍ସୀ ରେ ମିଳୁନି ଗ୍ୟାସ।ସୁବର୍ଣ୍ଣପୁର ସହର ରେ ଗ୍ୟାସ ସଙ୍କଟ ଦେଖାଦେଇଛି। ସକାଳୁ ସକାଳୁ ଜଣେ ସାମ୍ବାଦିକ ଗ୍ୟାସ ଅଭାବରୁ ରୋଷେଇ ହୋଇ ପାରୁ ନ ଥିବାରୁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଇଛାମୃତ୍ୟୁ ଫ୍ଲା କାର୍ଟ ଧରି ଧାରଣା ରେ ବସିଥିଲେ। ଚାରି ଦିନ ଧରି ଗ୍ୟାସ ପାଇଁ ନ୍ୟାୟନ୍ତ ହୋଇ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଯାଇ ମଧ୍ୟ ସୁଫଳ…

Read More
ଖମତରାଇ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର – ସମୀକ୍ଷା ଖବର

ଖମତରାଇ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା: ୧୩-୧୦-୨୬ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରାଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଦୁହେଁ ହେଲେ ସଙ୍କୀର୍ତ୍ତନ ଗହୀର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ପୋଢ଼। ସୂଚନା ଅନୁସାରେ, ଆଜି ସକାଳେ ଘରର କବାଟ ନ ଖୋଲିବାରୁ ପରିବାର ଲୋକେ ଝରକା ପଟେ ଦେଖିଥିଲେ। ପରେ କବାଟ ଖୋଲି ଦେଖିବା ବେଳେ ସଙ୍କୀର୍ତ୍ତନଙ୍କ…

Read More
ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ – ସମୀକ୍ଷା ଖବର

ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ

ବିଜ୍ଞାନ କୁମାର ବିଶ୍ୱାଳ/ ସମୀକ୍ଷା ନ୍ୟୁଜ/ କଟକ: ୧୩.୧୦.୨୦୨୬ ପତ୍ର ଖଲି ବ୍ୟବହାର ଓ ଗ୍ରାମୀଣ ଜୀବିକାର ପ୍ରୋତ୍ସାହନ ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ଓରମାସ୍, ମୟୂରଭଞ୍ଜ ମଧ୍ୟରେ ବୁଝାମଣାପତ୍ର (MoU) ସ୍ଵାକ୍ଷରିତ କଦଳୀ ପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ବ୍ୟବହାର କରିବାକୁ ଆହ୍ଵାନ । କଟକ ଐତିହାସିକ ବାଲିଯାତ୍ରା କଟକ୨୦୨୬କୁ ପରିବେଶ ଅନୁକୂଳ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ବାଲିଯାତ୍ରାରେ ପରିବେଶ ସୁରକ୍ଷା,…

Read More
ସ୍ଵିପ୍ଟ ଗାଡ଼ିରୁ 120 କିଲୋ ଗଞ୍ଜେଇ ଜବତ – ସମୀକ୍ଷା ଖବର

ସ୍ଵିପ୍ଟ ଗାଡ଼ିରୁ 120 କିଲୋ ଗଞ୍ଜେଇ ଜବତ

ବିଜ୍ଞାନ କୁମାର ବିଶ୍ୱାଳ/ ସମୀକ୍ଷା ନ୍ୟୁଜ/ କଟକ:କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧୀକ୍ଷକ ଶ୍ରୀ C H Tirupathi ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୨ ଗୋଟି ଟିମ୍ ଗଠନ କରାଯାଇ ତିଗିରିଆ ଥାନା ଅନ୍ତର୍ଗତ ନୁଆସଡକ ଛକରେ ଆଠଗଡ ଅବକାରୀ ଥାନା ଏବଂ ବାଙ୍କୀ ଅବକାରୀ ଥାନା ସହିତ ଏକ…

Read More
ଜିଲ୍ଲାପାଳଙ୍କ ଜନଶୁଣାଶି ଶିବିର – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଜନଶୁଣାଶି ଶିବିର

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ବୋଲଗଡ଼ :୧୨।୧୦ ବ୍ଳକ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଅମ୍ରିତ ପ୍ରିତ ଋତୁ ଋତୁରାଜ, ବିଧାୟକ ପ୍ରଦୀପ କୁମାର ସାହୁ ଏବଂ ଏସ୍‌ପି ପରମାରସ୍କୃତି ପୁରୋଷୋତ୍ତମ ଦାସ ପ୍ରମୁଖ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ସମାଧାନର ବାଟ ଫିଟାଇଥିଲେ।ଏହି ଶିବିରରେ ମୋଟ ୬୮ଟି ସହ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୫୨ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୂହିକ ଅଭିଯୋଗ ଥିଲା। ୭ଟି…

Read More
୩୦୦ ମିଟର ମାଟି ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ:ରାସ୍ତା ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ – ସମୀକ୍ଷା ଖବର

୩୦୦ ମିଟର ମାଟି ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ:ରାସ୍ତା ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ

ଜନାବ ଖାନ/ସ୍ୱତନ୍ତ୍ର ପ୍ରତିନିଧି/ବଲାଙ୍ଗୀର/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର: ଜିଲ୍ଲା ଟିଟିଲାଗଡ଼ ବ୍ଲକ ବାନ୍ଦୁପଲା ଗ୍ରାମ ପଞ୍ଚାୟତର ଦେସିଲ ଗାଁରେ ରାସ୍ତା ଉନ୍ନତିକରଣ କାମକୁ ନେଇ ସରକାରୀ ଅର୍ଥ ବିନିଯୋଗ ଉପରେ ପ୍ରଶ୍ନ ଉଠିଛି। ଅନ୍ବେଷା ହଷ୍ଟେଲଠାରୁ ଫାର୍ମ ପର୍ଯ୍ୟନ୍ତ ମାତ୍ର ୩୦୦ ମିଟର ମାଟି ରାସ୍ତା କାମରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି। ଏତେ କମ୍ ଦୂରତାର ରାସ୍ତା ପାଇଁ ଏତେ ପରିମାଣର ଅର୍ଥ ବ୍ୟୟକୁ ନେଇ ସ୍ଥାନୀୟ ମହଲରେ ସନ୍ଦେହ ପ୍ରକାଶ ପାଇଛି।…

Read More
ରାଜ୍ୟରେ ସୁଧୁରୁନି ଦାଦନ ଶ୍ରମିକ ସମସ୍ୟା: ଜୀବିକା ଚିନ୍ତାରେ ହଜାର ହଜାର ପରିବାର – ସମୀକ୍ଷା ଖବର

ରାଜ୍ୟରେ ସୁଧୁରୁନି ଦାଦନ ଶ୍ରମିକ ସମସ୍ୟା: ଜୀବିକା ଚିନ୍ତାରେ ହଜାର ହଜାର ପରିବାର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ଦାଦନ ଶ୍ରମିକ ସମସ୍ୟା ଦୀର୍ଘଦିନ ଧରି ଏକ ଗୁରୁତର ସାମାଜିକ ଓ ଆର୍ଥିକ ପ୍ରସଙ୍ଗ ଭାବେ ରହିଆସିଛି। ନିଜ ଗାଁରେ ପର୍ଯ୍ୟାପ୍ତ ରୋଜଗାରର ସୁଯୋଗ ନମିଳିବା, କୃଷିକାର୍ଯ୍ୟରେ ଅନିଶ୍ଚିତତା, କମ୍ ମଜୁରି ଏବଂ ପରିବାରର ଆର୍ଥିକ ଚାପ ଯୋଗୁଁ ଅନେକ ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ହେଲେ ସେଠାରେ ସମସ୍ତଙ୍କୁ ସୁରକ୍ଷିତ କାମ, ଉଚିତ୍ ମଜୁରି ଓ ଉପଯୁକ୍ତ ରହିବା ବ୍ୟବସ୍ଥା ମିଳୁନାହିଁ। ଦାଦନ ଖଟିବାକୁ…

Read More
ନିମାପଡ଼ାରେ ବଢ଼ୁଛି ସମୀର ଦାସଙ୍କ କ୍ରେଜ୍, ରାଜନୈତିକ ମହଲରେ ବଢ଼ୁଛି ଚର୍ଚ୍ଚା – ସମୀକ୍ଷା ଖବର

ନିମାପଡ଼ାରେ ବଢ଼ୁଛି ସମୀର ଦାସଙ୍କ କ୍ରେଜ୍, ରାଜନୈତିକ ମହଲରେ ବଢ଼ୁଛି ଚର୍ଚ୍ଚା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ନିମାପଡ଼ା ରାଜନୀତିରେ ସମୀର ଦାସଙ୍କୁ ନେଇ ଚର୍ଚ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତାଙ୍କର ରାଜନୈତିକ ପରିଚୟ, ପୂର୍ବ ନିର୍ବାଚନୀ ଅଭିଜ୍ଞତା ଏବଂ ଅଞ୍ଚଳରେ ତାଙ୍କ ପ୍ରତି ସମର୍ଥନକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ତେବେ ନିମାପଡ଼ାରେ ତାଙ୍କର ଲୋକପ୍ରିୟତା ବାସ୍ତବରେ କେତେ ବଢ଼ିଛି, ତାହା ଜାଣିବା ପାଇଁ ସ୍ଥାନୀୟ ଜନମତ, ରାଜନୈତିକ କାର୍ଯ୍ୟକ୍ରମ ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ବିଚାର କରିବା ଆବଶ୍ୟକ। ସମୀର ଦାସଙ୍କ ରାଜନୈତିକ ଲୋକପ୍ରିୟତାର…

Read More
ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ – ସମୀକ୍ଷା ଖବର

ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ପଦକୁ ନେଇ ଆସିଛି ଏକ ବଡ଼ ଖବର। ୨୦୨୬ ଅକ୍ଟୋବର ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷଣା ହୋଇଥିବା ଏହି ନିଯୁକ୍ତି ଛଅଟି ରାଜ୍ୟର ରାଜ୍ୟପାଳ ପଦରେ ପରିବର୍ତ୍ତନର ଅଂଶ। ତେବେ ସେ ନୂଆ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। କିଏ ଏହି…

Read More