ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଗାଡ଼ି ଲୁଟ ଘଟଣାରେ ୪ ଗିରଫ, ନଗଦ ଟଙ୍କା ଓ ଗାଡ଼ି ଜବତ: ସେପ୍ଟେମ୍ବର ୧୭ର ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ବେଗୁନିଆ ପୁଲିସ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଓ ଲୁଟ୍ ସାମଗ୍ରୀ ଉଦ୍ଧାର ନେଇ ତଦନ୍ତ ଜାରି – ସମୀକ୍ଷା ଖବର

ଗାଡ଼ି ଲୁଟ ଘଟଣାରେ ୪ ଗିରଫ, ନଗଦ ଟଙ୍କା ଓ ଗାଡ଼ି ଜବତ: ସେପ୍ଟେମ୍ବର ୧୭ର ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ବେଗୁନିଆ ପୁଲିସ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଓ ଲୁଟ୍ ସାମଗ୍ରୀ ଉଦ୍ଧାର ନେଇ ତଦନ୍ତ ଜାରି

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୨।୧୦: ଖୋରଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ କୋଦାବରେଣୀ ଛକ ନିକଟରେ ଗତ ସେପ୍ଟେମ୍ବର ୧୭ ତାରିଖରେ ଘଟିଥିବା ଏକ ଟାଟା ଏସି ଗାଡ଼ି ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ବେଗୁନିଆ ପୁଲିସ। ଏହି ଘଟଣାରେ ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ଏକ ଟାଟା ଏସି ଗାଡ଼ି ଜବତ କରିଛି। ଘଟଣାରେ ଅନ୍ୟ କେତେକ ବ୍ୟକ୍ତିଙ୍କ…

Read More
ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ହକ ପାଇଁ ଖୋରଧା ରେ ଗର୍ଜିଲା ସଂଘ ୧୦ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ସରକାରୀ କର୍ମଚାରୀ ମାନ୍ୟତା ସହ ମାନଧନ ବୃଦ୍ଧି ଦାବି, ୧୦୦୦ ଊର୍ଦ୍ଧ୍ୱ କର୍ମୀ ଓ ସହାୟିକାଙ୍କ ସାମିଲ – ସମୀକ୍ଷା ଖବର

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ହକ ପାଇଁ ଖୋରଧା ରେ ଗର୍ଜିଲା ସଂଘ ୧୦ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ସରକାରୀ କର୍ମଚାରୀ ମାନ୍ୟତା ସହ ମାନଧନ ବୃଦ୍ଧି ଦାବି, ୧୦୦୦ ଊର୍ଦ୍ଧ୍ୱ କର୍ମୀ ଓ ସହାୟିକାଙ୍କ ସାମିଲ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୨ା୧୦ – ଶିଶୁଙ୍କ ପୁଷ୍ଟିସାଧନ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ସହ ଗ୍ରାମାଞ୍ଚଳରେ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ସେମାନେ ନିରନ୍ତର ନିୟୋଜିତ ରହୁଥିବା ବେଳେ ନିଜର…

Read More
ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ – ସମୀକ୍ଷା ଖବର

ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର /ସମୀକ୍ଷା ନ୍ୟୁଜ: ସୁବର୍ଣ୍ଣପୁର, ତା. ୧୨/୦୯/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗରିପାଲି ବ୍ଲକସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଏହି ଶିବିରରେ ସର୍ବମୋଟ ୫୯ଟି ଅଭିଯୋଗ ଦରଖାସ୍ତ ଗ୍ରହଣ…

Read More
ଧାରଣାରେ ବସିଲେ ଶତାଧିକ ଆଇରନ ଟ୍ରକ ଡ୍ରାଇଭର: ପାରାଦ୍ୱୀପରେ ତୀବ୍ର ଅସନ୍ତୋଷ – ସମୀକ୍ଷା ଖବର

ଧାରଣାରେ ବସିଲେ ଶତାଧିକ ଆଇରନ ଟ୍ରକ ଡ୍ରାଇଭର: ପାରାଦ୍ୱୀପରେ ତୀବ୍ର ଅସନ୍ତୋଷ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ​ପାରାଦ୍ୱୀପ: ଦୀର୍ଘ ଦିନ ଧରି ଆଇରନ ଟ୍ରକଗୁଡ଼ିକ ବନ୍ଦର ନିଷିଦ୍ଧାଞ୍ଚଳ ଭିତରକୁ ପ୍ରବେଶ କରିପାରି ନାହିଁ। ଏହାର ପ୍ରତିବାଦରେ ଆଜି ପାରାଦ୍ୱୀପ ବନ୍ଦରର ୨ ନମ୍ବର ଗେଟ୍ ସମ୍ମୁଖରେ ଶତାଧିକ ଆଇରନ ଟ୍ରକ ଡ୍ରାଇଭର ଧାରଣାରେ ବସିଛନ୍ତି। ​ମୁଖ୍ୟ ସମସ୍ୟା ଓ କାରଣ: ଟ୍ରକ ଜାମ୍: ପାରାଦ୍ୱୀପ ଠାରୁ ଟିକରପଙ୍ଗା ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ଆଇରନ ଟ୍ରକ ଅଟକି ରହିଛି। ଡ୍ରାଇଭରଙ୍କ ଦୁର୍ଦ୍ଦଶା: ଗାଡ଼ିଗୁଡ଼ିକ ଦୀର୍ଘ ଦିନ…

Read More
ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ – ସମୀକ୍ଷା ଖବର

ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ନୟାଗଡ଼, ତା.୧୨/୧୦/୨୦୨୬- ଆଜି ଗଣିଆ ବ୍ଲକ୍‌ରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ପରେ ମାନନୀୟା ଜିଲ୍ଲାପାଳ, ନୟାଗଡ଼ ଶ୍ରୀମତୀ ମଧୁମିତା ରଥ ଏବଂ ମାନନୀୟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ବଡ଼ସିଲିଙ୍ଗାସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀକକ୍ଷକୁ…

Read More
ସୋହେଲା ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର କର୍ମି ସମ୍ମିଳନି – ସମୀକ୍ଷା ଖବର

ସୋହେଲା ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର କର୍ମି ସମ୍ମିଳନି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଆଦାନି ଆଖିରେ ଗନ୍ଧମାର୍ଦ୍ଧନ : ଗନ୍ଧମାର୍ଦ୍ଧନ ପର୍ବତ ର ସୁରକ୍ଷା ପାଇଁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ର କର୍ମକର୍ତ୍ତାଙ୍କୁ ନେଇ ସୋହେଲା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ,ଏହି ବୈଠକ ସର୍ବ ପ୍ରଥମେ ଦିବଂଗତ ନେତା ସ୍ବର୍ଗତ ସୁଶାନ୍ତ ସିଂ, ଗନ୍ଧମାର୍ଦ୍ଧନ ଆନ୍ଦୋଳନ ର ବରିଷ୍ଠ କର୍ମକର୍ତ୍ତା ସ୍ବର୍ଗତ ଘାସିରାମ ମଲ୍ଲିକ ଓ ସ୍ବର୍ଗତ ରା଼ୟଧର ଲୁହାରଙ୍କ…

Read More
୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା – ସମୀକ୍ଷା ଖବର

୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଫଟାମୁଣ୍ଡା ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ୧୪ତମ ଟିହିଲି ଉତ୍ସବ-୨୦୨୬ ଉପଲକ୍ଷେ ମହିଳା ଓ ଯୁବକମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଦୀର୍ଘ ୧୩ ବର୍ଷ ଧରି ଗାଁରେ ଟିହିଲି ଉତ୍ସବ ପାଳିତ ହୋଇଆସୁଥିବା ବେଳେ ପ୍ରତିବର୍ଷ ଉତ୍ସବ ପୂର୍ବରୁ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି।ଚଳିତ ବର୍ଷ ମହିଳାମାନଙ୍କୁ…

Read More
ସମ୍ବଲପୁର: ଜିଲ୍ଲା କୁଚିଣ୍ଡାର ନବନିର୍ମିତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ ଶଙ୍ଖନାଦ – ସମୀକ୍ଷା ଖବର

ସମ୍ବଲପୁର: ଜିଲ୍ଲା କୁଚିଣ୍ଡାର ନବନିର୍ମିତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ ଶଙ୍ଖନାଦ

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର: କୁଚିଣ୍ଡା, ୧୨ା୧୦: ସୋସିଆଲ ମିଡିଆର କୁପ୍ରଭାବ ଉପରେ ସଚେତନତାର ବାର୍ତ୍ତା, ଜୀବନ୍ତ ଅଭିନୟରେ ଦର୍ଶକଙ୍କ ମନ ଜିଣିଲେ କଳାକାର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ନବନିର୍ମିତ ତଥା ନିକଟରେ ଲୋକାର୍ପିତ ହୋଇଥିବା ଭବ୍ୟ ପ୍ରେକ୍ଷାଳୟରେ ‘ନାଟ୍-ନାଟୁଆ ପରିବାର’ ପକ୍ଷରୁ ସାମାଜିକ ନାଟକ ‘ଶଙ୍ଖନାଦ’ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟ ନିର୍ଦ୍ଦେଶକ ସତ୍ୟନାରାୟଣ ପଟେଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକରେ ସମସାମୟିକ ସାମାଜିକ ସମସ୍ୟା ଓ ଯୁବପିଢ଼ିଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରାଯାଇଥିଲା।…

Read More
କୁଚିଣ୍ଡା ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି – ସମୀକ୍ଷା ଖବର

କୁଚିଣ୍ଡା ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର: ​କୁଚିଣ୍ଡା ୧୨ | ୧୦ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଏବଂ କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସରଓ୍ବନନ୍ ସ. ଯୋଗଦେଇ ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରିଛନ୍ତି।​ଏହି ଶିବିରରେ ମୋଟ…

Read More
ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର: ୩୦ ଅଭିଯୋଗ ଗ୍ରହଣ, ୪ଟିର ତତ୍କାଳ ସମାଧାନ – ସମୀକ୍ଷା ଖବର

ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର: ୩୦ ଅଭିଯୋଗ ଗ୍ରହଣ, ୪ଟିର ତତ୍କାଳ ସମାଧାନ

ସମୀକ୍ଷା ବ୍ୟୁରୋ ନ୍ୟୁଜ /କଳାହାଣ୍ଡି ଭବାନୀପାଟଣା, ୧୨ା୧୦: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ତ୍ୱରିତ ତଥା ଗୁଣାତ୍ମକ ସମାଧାନ ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଓ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେଭରକୋଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପରିଷଦ…

Read More