ମାନବିକତାର ପରିଚୟ ଦେଲେ ସୁଶୀଲ
ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ହଜିଯାଇଥିବା ଜଣେ ୬୪ ବର୍ଷର ବୃଦ୍ଧ ଙ୍କୁ ନିଜ ଘର ଠିକଣାରେ ପହଞ୍ଚାଇବା ମାନବିକତା ର ପରିଚୟ ଦେଇଛନ୍ତି ରାଇଘର ଅଞ୍ଚଳର ଜଣେ ଯୁବକ ସୂଚନାଅନୁଯାଇ ରାଇଘର ଅଞ୍ଚଳର ବିଭିନ୍ନ ଗ୍ରାମରେ ଜଣେ ବୃଦ୍ଧ ବ୍ୟାକ୍ତି ବୁଲି ବୁଲି ରହୁଥିବା ବେଳେ ଗ୍ରାମର ଲୋକେ ଠିକଣା ପଚାରିଲେ ଉଦୟପୁର ବୋଲି କହୁଥିଲେ କିନ୍ତୁ ଆଉ କିଛି କହି ପାରୁନଥିଲେ ନିଜ ନାମ ମଧ୍ୟ କହି ପାରୁନଥିଲେ ଗତକାଲି ରାତିରେ ବୃଦ୍ଧ ଜଣକ…