ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ
ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପିଏସ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନ-୨୦୨୬ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧବାର କଲେଜ ପରିସରରେ ‘ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି’ ଶୀର୍ଷକ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଲେଜ ଅଧ୍ୟକ୍ଷ ତଥା ଛାତ୍ର ସଂସଦ ନିର୍ବାଚନ ଅଧିକାରୀ ସରୋଜ କୁମାର ନାୟକ ଯୋଗଦେଇ…