ରାଜ୍ୟରେ ବଢ଼ୁଛି ଲଭ୍, ସେକ୍ସ ଓ ଧୋକା: ପ୍ରେମ ସମ୍ପର୍କରେ ପ୍ରତାରଣାକୁ ନେଇ ବଢ଼ୁଛି ଚିନ୍ତା
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ପ୍ରେମ ନାଁରେ ପ୍ରତାରଣା, ମିଥ୍ୟା ପ୍ରତିଶ୍ରୁତି ଓ ବ୍ଲାକମେଲିଂକୁ ନେଇ ସଚେତନତା ଜରୁରୀ, ପ୍ରେମ ହେଉଛି ବିଶ୍ୱାସ, ଭଲପାଇବା ଓ ପରସ୍ପର ସମ୍ମାନର ଏକ ପବିତ୍ର ସମ୍ପର୍କ। କିନ୍ତୁ ଯେତେବେଳେ ଏହି ସମ୍ପର୍କରେ ସ୍ୱାର୍ଥ, ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା ପ୍ରବେଶ କରେ, ସେତେବେଳେ ଅନେକ ଲୋକଙ୍କ ଜୀବନରେ ଦେଖାଦିଏ ମାନସିକ ଚାପ ଓ ସାମାଜିକ ସମସ୍ୟା। ପ୍ରେମ ସମ୍ପର୍କକୁ ଆଧାର କରି ଯୌନ ଶୋଷଣ, ଅର୍ଥ ଠକେଇ, ବ୍ୟକ୍ତିଗତ…