ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଜେକେପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର:ଦାଣ୍ଡିଆଠାରୁ ରାବଣ ପୋଡ଼ି ଯାଏଁ ରହିଛି ଭରପୂର ଆକର୍ଷଣ – ସମୀକ୍ଷା ଖବର

ଜେକେପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର:ଦାଣ୍ଡିଆଠାରୁ ରାବଣ ପୋଡ଼ି ଯାଏଁ ରହିଛି ଭରପୂର ଆକର୍ଷଣ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ ଜିଲ୍ଲା ସଦର ବ୍ଲକ ଜେକେପୁରରେ ଚଳିତବର୍ଷ ଦୁର୍ଗାପୂଜାକୁ ଆକର୍ଷଣୀୟ ଓ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଜେକେ କାଗଜକଳ ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ପୂଜା ସହିତ ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ କୋଲକାତାର ପ୍ରସିଦ୍ଧ ଦକ୍ଷିଣେଶ୍ୱର…

Read More
ଗୁତିଘାଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ:ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଗୁତିଘାଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ:ସୁରଭି-୨୦୨୬ ଅନୁଷ୍ଠିତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ୧୪/୧୦/୨୬ ମୁରିବାହାଲ ବ୍ଲକ ଗୁତିଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୁତିଘାଟ ସିଆରସିସି ଲକ୍ଷ୍ମୀକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବେ ଗୁତିଘାଟ ସରପଞ୍ଚ ରଶ୍ମିତା ବାଗ ଯୋଗଦେଇ ପୂଜାର୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ୱାର୍ଡ ଏସଏମସି ସଭାପତି ଉଗ୍ରସେନ ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁତିଘାଟ ପ୍ରଧାନ ଶିକ୍ଷକ…

Read More
30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର – ସମୀକ୍ଷା ଖବର

30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ନୟାଗଡ଼. 13.10.2026: ଆରକ୍ଷୀଅଧୀକ୍ଷକଙ୍କନିର୍ଦ୍ଦେଶକ୍ରମେଏବଂସାଇବରଥାନାରତତ୍ତ୍ୱାବଧାନରେ ,ନୟାଗଡ଼ ପୋଲିସ ଦ୍ଵାରା 30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର, ମୋବାଇଲ ମେଳାରେ ବଣ୍ଟନଆଜି ଜିଲ୍ଲା ପୋଲିସମୁଖ୍ୟାଳୟପରିସରରେ, ପୋଲିସ ପକ୍ଷରୁ ଏକ ବିଶାଳ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ 105 ଗୋଟି ହଜି ଯାଇଥିବା ଦାମୀ ମୋବାଇଲ ଫୋନ୍ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରସ୍ତକରାଯାଇଛି।ଏହିମୋବାଇଲ୍ଫୋନ୍‌ଗୁଡ଼ିକବିଭିନ୍ନଜିଲ୍ଲା (ଖୋର୍ଦ୍ଧା, କଟକ,…

Read More
ସୋହେଲା ଦୁର୍ଗାପୂଜା ରାମଲୀଲା ମହୋତ୍ସବ: ମୁକ୍ତାକାଶ ମଞ୍ଚରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ରୁଷି ବିଶ୍ଵାମିତ୍ରଙ୍କ ଗଙ୍ଗାରେ ନୌକା ଯାତ୍ରା ଏବଂ ଭରତ ମିଳନ ଉପାଖ୍ୟାନ ମଞ୍ଚସ୍ଥ – ସମୀକ୍ଷା ଖବର

ସୋହେଲା ଦୁର୍ଗାପୂଜା ରାମଲୀଲା ମହୋତ୍ସବ: ମୁକ୍ତାକାଶ ମଞ୍ଚରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ରୁଷି ବିଶ୍ଵାମିତ୍ରଙ୍କ ଗଙ୍ଗାରେ ନୌକା ଯାତ୍ରା ଏବଂ ଭରତ ମିଳନ ଉପାଖ୍ୟାନ ମଞ୍ଚସ୍ଥ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ସୋହେଲା,୧୩/୧୦ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ସାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ସ୍ଥାନୀୟ ଚେତନା ମଣ୍ଡପରେ ଅନୁଷ୍ଠିତ ହେଉଥିବା ରାମଲୀଳା ମହୋତ୍ସବରେ ତୃତୀୟ ସନ୍ଧ୍ୟାରେ ମନ୍ଥରାର କୁମନ୍ତ୍ରଣା ଶ୍ରୀରାମ ଲକ୍ଷ୍ଣଣ ଓ ସୀତାଙ୍କ ବନବାସ ଗମନ ଶ୍ରୀରାମ ଗୁହକ ଶବର ଭେଟ ଓ ଭରତ ମିଳନ ପ୍ରଭୃତି ଉପାଖ୍ୟାନ ଗୁଡିକ ମଞ୍ଚସ୍ଥ ହୋଇଥିଲା। ସେଇପରି ମୁକ୍ତାକାଶ ମଞ୍ଚରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ…

Read More
ଦଶହରା କପ ଫୁଟବଲ: ଲଚିଦାକୁ ୫-୩ ଗୋଲରେ ହରାଇ ଗର୍ଭଣା ବିଜୟୀ – ସମୀକ୍ଷା ଖବର

ଦଶହରା କପ ଫୁଟବଲ: ଲଚିଦାକୁ ୫-୩ ଗୋଲରେ ହରାଇ ଗର୍ଭଣା ବିଜୟୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ସୋହେଲା,୧୩/୧୦ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହେଉଥିବା ଶାରଦୀୟ କ୍ରୀଡା ପ୍ରତିଯୋଗିତାରେ ଆଜି ଦଶରା କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି। ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ରେ ଆଜି ଗର୍ଭଣା ଏବଂ ଲଚିଦା ଏବଂ ଗର୍ଭଣା ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଗର୍ଭଣା ଦଳ ଲଚିଦା କୁ ୫-୩ ଗୋଲ ଟାଇବ୍ରେକର…

Read More
ସଂଯୁକ୍ତ କୃଷକ ସଙ୍ଗଠନର ଗାଁ ଚାଲ ଅଭିଯାନ – ସମୀକ୍ଷା ଖବର

ସଂଯୁକ୍ତ କୃଷକ ସଙ୍ଗଠନର ଗାଁ ଚାଲ ଅଭିଯାନ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ,୧୩। ୧୦ ପାଇକମାଲ ବ୍ଲକର ଭୁବନେଶ୍ୱରପୁର, ପାଇକମାଲ ଏବଂ ଝାରବନ୍ଧ ବ୍ଲକର ଜଗଦେଲପୁର ପଞ୍ଚାୟତ ସ୍ଥରୀୟ ରାଜବୋଡାସମ୍ବର କୃଷକ ସଂଗଠନର ବୈଠକ ବସିଥିଲା। ଏହି ବୈଠକରେ ରାଜବୋଡାସମ୍ବର କୃଷକ ସଂଗଠନର ସଂଯୋଜକ ଅଶୋକ ସାହୁ, ସଭାପତି ସୁବାସ ସାମନ୍ତରାୟ, କୈଳାସ ବାରିକ, ରମେଶ ମହାପାତ୍ର, ଲିଙ୍ଗରାଜ ପଧାନ, ଦହିତ ସାହୁ, ଆରକ୍ଷିତ ପଧାନ, ସେସଦେବ ନାୟକ,ଯୋଗଦେଇ କୃଷକମାନଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା…

Read More
ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ:ଜାନୁଆରୀ ୧୨ ରୁ ୨୨ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା – ସମୀକ୍ଷା ଖବର

ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ:ଜାନୁଆରୀ ୧୨ ରୁ ୨୨ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼:୧୩.୧୦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଏବଂ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୭୮ତମ ବର୍ଷ ଆୟୋଜନ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ବର୍ଷର ଆୟ-ବ୍ୟୟ ହିସାବ ସମୀକ୍ଷା କରାଯିବା ସହ ଆଗାମୀ ୨୦୨୬-୨୭ ବର୍ଷର ଧନୁଯାତ୍ରା ମହୋତ୍ସବ ସୁଚାରୁ ରୂପେ ପରିଚାଳନା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି।…

Read More
ଭୋଇପଡ଼ା କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ :ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ଭୋଇପଡ଼ା କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ :ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦|୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡ଼ା କ୍ଲଷ୍ଟର ଅନ୍ତର୍ଗତ ଗୁରୁଣ୍ଡା ଉପ୍ରା ବିଦ୍ୟାଳୟଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଭୋଇପଡ଼ା କ୍ଲଷ୍ଟର ସିଆରସିସି ସଞ୍ଜୟ କୁମାର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଗୋଇମୁଣ୍ଡା ସରପଞ୍ଚ କାଳିଆ ସରାଫ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗୁରୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମନ୍ୟୁ ବାଗ, ହାଇସ୍କୁଲ…

Read More

ମୁରିବାହାଲ: ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ୧୪/୧୦/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ -ଟିଟିଲାଗଡ଼ ରେଳ ଷ୍ଟେସନର ପୂର୍ବରେ ଥିବା ଡଙ୍ଗରପଡ଼ା ଗାଁ ସାଗର ନିକଟରେ ରେଳ ଧାରଣା କଡ଼ରୁ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରାକ୍ ଉପରେ ଶରୀରର ଗଣ୍ଡି ଓ ବାହାରେ ମୁଣ୍ଡର ଖପୁରୀ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହାଫ ପ୍ୟାଣ୍ଟ ଓ ଲାଲ ଟି-ସର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ…

Read More
ମୁରିବାହାଲ ରେଞ୍ଜରେ ପୁଣି ଅଘଟଣ : ଚାଷ କୂଅରୁ ମାଈ ହାତୀ ସୁରକ୍ଷିତ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ଗାର୍ଡ – ସମୀକ୍ଷା ଖବର

ମୁରିବାହାଲ ରେଞ୍ଜରେ ପୁଣି ଅଘଟଣ : ଚାଷ କୂଅରୁ ମାଈ ହାତୀ ସୁରକ୍ଷିତ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ଗାର୍ଡ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜରେ ପୁଣି ଏକ ମାଈ ହାତୀ ଚାଷ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଥିବା ବେଳେ କୂଅରେ ପଡ଼ିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ଚାଷ, ଗୃହପାଳିତ ପଶୁ, ଘରଦ୍ୱାର…

Read More