ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ପୁଣି ସଫଳତା, ସୁପାରି କିଲିଂ ପାଇଁ ବନ୍ଧୁକ କିଣାବିକା କରୁଥିବା ସମୟରେ ଦୁଇ ଅପରାଧୀଙ୍କୁ ଗିରଫ କରିଛି ରାଇରଙ୍ଗପୁର ଜିଲ୍ଲା ପୋଲିସ – ସମୀକ୍ଷା ଖବର

ପୁଣି ସଫଳତା, ସୁପାରି କିଲିଂ ପାଇଁ ବନ୍ଧୁକ କିଣାବିକା କରୁଥିବା ସମୟରେ ଦୁଇ ଅପରାଧୀଙ୍କୁ ଗିରଫ କରିଛି ରାଇରଙ୍ଗପୁର ଜିଲ୍ଲା ପୋଲିସ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୩/୧୦/୨୬ – ରାଇରଙ୍ଗପୁର ଜିଲ୍ଲା ପୋଲିସ ତରଫରୁ ଅଳ୍ପଦିନ ଆଗରୁ ୯ଜଣ ଦୁର୍ଦ୍ଦାନ୍ତ ଅପରାଧୀ ସହ ମାରଣାସ୍ତ୍ର ଜବତ ପରେ ପୁଣି ଵହଳଦା ଥାନା ଅଞ୍ଚଳର ଦୁନ୍ଦୁଘାଟରୁ ସୋମବାର ରାତି ୧୧ ଟା ୩୦ ସମୟରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ । ସୂଚନା ଅନୁସାରେ ସୁପାରି କିଲିଂ ମାମଲାରେ ବନ୍ଧୁକ କିଣାବିକା ଉଦ୍ୟମ କରୁଥିବା ସମୟରେ କୌଣସି ସୂତ୍ରରୁ…

Read More
ଏମଭି-୬୮ ସ୍କୁଲରେ ମକ୍ ପାର୍ଲାମେଣ୍ଟ ଅନୁଷ୍ଠିତ – ସମୀକ୍ଷା ଖବର

ଏମଭି-୬୮ ସ୍କୁଲରେ ମକ୍ ପାର୍ଲାମେଣ୍ଟ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି:୧୪/୧୦/୨୬ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମଭି-୬୮ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମକ୍ ପାର୍ଲାମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ସଂସଦୀୟ ପ୍ରଣାଳୀ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ ସଦନର ଛାତ୍ରଛାତ୍ରୀ ସଂସଦର ବାସ୍ତବ ରୂପାୟନ କରିଥିଲେ ।ଛାତ୍ରଛାତ୍ରୀମାନେ ଶାସକ ଦଳ, ବିରୋଧୀ ଦଳ, ବାଚସ୍ପତି ଓ ସାଂସଦ ଭୂମିକା ଗ୍ରହଣ କରିଥିଲେ…

Read More
ପୋଷଣ ସଚେତନତା ହିଁ ସୁସ୍ଥ ଭବିଷ୍ୟତର ମୂଳଦୁଆ:ମାଲକାନଗିରିରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳିତ – ସମୀକ୍ଷା ଖବର

ପୋଷଣ ସଚେତନତା ହିଁ ସୁସ୍ଥ ଭବିଷ୍ୟତର ମୂଳଦୁଆ:ମାଲକାନଗିରିରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି: ମାଲକାନଗିରି ,୧୩/୧୦/୨୬ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ନବମ ପୋଷଣ ମାସ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା, ଅତିରିକ୍ତ ଜିଲ୍ଲା ସମାଜ…

Read More
ବୁଦ୍ଧିକୋମନା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଅନୁଷ୍ଠିତ:ଶିଶୁ ମାନେ ନିଜର ପ୍ରତିଭା ପ୍ରଦର୍ଶନ କଲେ – ସମୀକ୍ଷା ଖବର

ବୁଦ୍ଧିକୋମନା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଅନୁଷ୍ଠିତ:ଶିଶୁ ମାନେ ନିଜର ପ୍ରତିଭା ପ୍ରଦର୍ଶନ କଲେ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡା /କୋମନା -ତାରିଖ 13.10.2026 ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ଓ ପ୍ରତିଭା ର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ରହିଛି। ଏହି ପରିପ୍ରେକ୍ଷୀରେ ରେ ଆଜି ମଙ୍ଗଳବାର ଦିନ 10 ଟା ସମୟରେ ରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି…

Read More
୧୭ ଦାଦନ ଶ୍ରମିକ ଉଦ୍ଧାର କଲା ସିନାପାଲି ପୋଲିସ – ସମୀକ୍ଷା ଖବର

୧୭ ଦାଦନ ଶ୍ରମିକ ଉଦ୍ଧାର କଲା ସିନାପାଲି ପୋଲିସ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡ଼ା ,୧୩ |୧୦ ଜିଲ୍ଲା ସିନାପାଲି ପୋଲିସ ପକ୍ଷରୁ ୧୨ ତାରିଖ ଦିନ ଦୁଇଟି ପୃଥକ୍ ଘଟଣାରେ ଗୋଡ଼ାଲ ଛକ ନିକଟରୁ ମୋଟ ୧୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସିନାପାଲି ଥାନା ପୁଲିସର ଦୁଇଟି ପୃଥକ୍ ପାଟ୍ରୋଲିଂ ଦଳ ଗୋଡ଼ାଲ ଛକ ନିକଟରେ ଦାଦନ ଶ୍ରମିକ ଚାଲାଣ ସମ୍ପର୍କରେ ବିଶ୍ବସନୀୟ ସୂଚନା…

Read More
ନୂଆପଡ଼ାରେ ନବମ ଜାତୀୟ ପୋଷଣ ମାସ ପାଳିତ – ସମୀକ୍ଷା ଖବର

ନୂଆପଡ଼ାରେ ନବମ ଜାତୀୟ ପୋଷଣ ମାସ ପାଳିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ: ନୂଆପଡ଼ା,ତା. ୧୩/୧୦: ସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ନବମ ଜାତୀୟ ପୋଷଣ ମାସ–୨୦୨୬ ପାଳିତ ହୋଇଯାଇଛି। ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ସୁର୍ମୀ ସୋରେନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର…

Read More
କଲେଜ ନିର୍ବାଚନ: ଗଣତାନ୍ତ୍ରିକ ଚେତନାର ମଞ୍ଚ ନା ଯୁବପିଢ଼ିଙ୍କୁ ହିଂସା ଆଡ଼କୁ ଠେଲିଦେବାର ମାଧ୍ୟମ – ସମୀକ୍ଷା ଖବର

କଲେଜ ନିର୍ବାଚନ: ଗଣତାନ୍ତ୍ରିକ ଚେତନାର ମଞ୍ଚ ନା ଯୁବପିଢ଼ିଙ୍କୁ ହିଂସା ଆଡ଼କୁ ଠେଲିଦେବାର ମାଧ୍ୟମ

ଜିତେନ୍ଦ୍ର କୁମାର ଶତପଥି/ସ୍ବତନ୍ତ୍ର ପ୍ରତିନିଧି/ରାୟଗଡା/ସମୀକ୍ଷା ନ୍ୟୁଜ୍: ରାୟଗଡ଼ା : ୧୫/୧୦: ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ସମାଜ, ରାଜ୍ୟ ଓ ଦେଶର ଭବିଷ୍ୟତ। ସେମାନଙ୍କ ହାତରେ ଆସନ୍ତାକାଲିର ନେତୃତ୍ୱ, ପ୍ରଶାସନ, ରାଜନୀତି ଓ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନ୍ୟସ୍ତ। କିନ୍ତୁ ଏହି କୋମଳ ବୟସରେ ଯଦି ଶିକ୍ଷା, ଚରିତ୍ର ଗଠନ ଓ ଜ୍ଞାନ ଆହରଣ ଅପେକ୍ଷା ରାଜନୈତିକ ଗୋଷ୍ଠୀବାଦ, କ୍ଷମତାର ଲୋଭ, ପ୍ରତିପକ୍ଷ ପ୍ରତି ଘୃଣା ଓ ହିଂସାତ୍ମକ ମନୋଭାବ ସେମାନଙ୍କ ମନରେ ଘର କରିବାକୁ ଲାଗେ,…

Read More
ନୂତନ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ଗଣମାଧ୍ୟମକୁ ସୂଚନା ପ୍ରଦାନ – ସମୀକ୍ଷା ଖବର

ନୂତନ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ଗଣମାଧ୍ୟମକୁ ସୂଚନା ପ୍ରଦାନ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର: ଜିଲ୍ଲାର ସାମଗ୍ରିକ ବିକାଶ, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନକୁ ପ୍ରାଥମିକତା :୧୩ ଅକ୍ଟୋବର ୨୦୨୬: ନବରଙ୍ଗପୁର ଜିଲ୍ଲାର ପ୍ରଶାସନିକ ଦାୟିତ୍ୱ ଗ୍ରହଣ କରିବା ପରେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା, ଆଇଏଏସ୍‌, ଜିଲ୍ଲାର ଉନ୍ନୟନମୂଳକ ପ୍ରକଳ୍ପ, ଜନକଲ୍ୟାଣକାରୀ ଯୋଜନା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ସହ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ…

Read More
ବରଗଡ଼: ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବରଗଡ଼: ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନ୍ୟୁଜ : ୧୩.୧୦.୨୬ ଆସନ୍ତା ଧନୁଯାତ୍ରା ଆୟୋଜନ, ବ୍ୟୟ ଅଟକଳ ଏବଂ କଂସ ଚୟନ ପ୍ରକ୍ରିୟା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଧନୁଯାତ୍ରା ୨୦୨୬-୨୭ ପାଇଁ ତାରିଖ ଧାର୍ଯ୍ୟ ,ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଏବଂ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୭୮ତମ ବର୍ଷ ଆୟୋଜନ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ବର୍ଷର ଆୟ-ବ୍ୟୟ…

Read More
କେନ୍ଦୁଝରରେ ଶାଳପତ୍ର ଦେଉଛି ରୋଜଗାର, ଆଦିବାସୀ ପରିବାରଙ୍କ ପାଇଁ ପାଲଟିଛି ଜୀବିକାର ମାଧ୍ୟମ – ସମୀକ୍ଷା ଖବର

କେନ୍ଦୁଝରରେ ଶାଳପତ୍ର ଦେଉଛି ରୋଜଗାର, ଆଦିବାସୀ ପରିବାରଙ୍କ ପାଇଁ ପାଲଟିଛି ଜୀବିକାର ମାଧ୍ୟମ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ସମ୍ପଦ ମଧ୍ୟ ଲୋକଙ୍କ ଜୀବନଜୀବିକା ସହ ଗଭୀର ଭାବେ ଜଡ଼ିତ। ବିଶେଷକରି ଶାଳପତ୍ର ଅନେକ ଗ୍ରାମୀଣ ଓ ଆଦିବାସୀ ପରିବାରଙ୍କ ପାଇଁ ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଜଙ୍ଗଲରୁ ମିଳୁଥିବା ଏହି ପ୍ରାକୃତିକ ସମ୍ପଦକୁ ସଂଗ୍ରହ କରି ତାହାରୁ ଖଲି, ଦନା ଓ ବିଭିନ୍ନ ପ୍ରକାରର ପତ୍ରପାତ୍ର ତିଆରି କରି ଅନେକ ପରିବାର ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଚାଷବାସ ଉପରେ…

Read More