ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ – ସମୀକ୍ଷା ଖବର

ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ

ଅଜୟ କୁମାର ଦାଶ/ବଡ଼ଚଣା ପ୍ରତିନିଧି / ସମୀକ୍ଷା ନିୟୁଜ/ଯାଜପୁର:ବାଲିଚନ୍ଦ୍ରପୁର,୧୪/୧୦: ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ପଂଚାୟତ ଚାରିନଙ୍ଗଳ ଗ୍ରାମର ଆଜାଦନଗର ଓ ଧାଉଡ଼ିଆପଦା ଗ୍ରାମର ଜଣେ ଯୁବକଙ୍କର ଅକାଳ ବିୟୋଗ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଆଜାଦନଗରର ସ୍ୱର୍ଗତ ମନୱାରଙ୍କ ପୁଅ ସେକ୍ ଅବୁତାର (୨୮) ଗତ ଶନିବାର ଦିନ ଚଣ୍ଡିଖୋଲରୁ ଏକ ସ୍କୁଟିଯୋଗେ ନିଜ ଘର ଆଜାଦନଗର ଆସୁଥିବା ସମୟରେ ଏନ.ଏଚ ୫୩ର କୁନ୍ଦଳ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ…

Read More
ନୂଆ ଶାସନ ପଞ୍ଚାୟତ ର ୮ ଗୋଟି ପ୍ରକଳ୍ପର ଲୋକାର୍ପଣ କଲେ ସାଂସଦ ଓ ବିଧାୟକ – ସମୀକ୍ଷା ଖବର

ନୂଆ ଶାସନ ପଞ୍ଚାୟତ ର ୮ ଗୋଟି ପ୍ରକଳ୍ପର ଲୋକାର୍ପଣ କଲେ ସାଂସଦ ଓ ବିଧାୟକ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:ପିପିଲି, ତା୧୪।୧୦ ପିପିଲି ବ୍ଲକ ଅନ୍ତର୍ଗତ ନୂଆଶାସନ ପଞ୍ଚାୟତ ରେ ବୁଧବାର ୮ଗୋଟି ବିଭିନ୍ନ ପ୍ରକଳ୍ପ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କ ଦ୍ୱାରା ଲୋକାର୍ପଣ ହୋଇଛି।ରାସ୍ତାଘାଟ ଓ ଗମନାଗମନ ର ବିକାଶ ପାଇଁ ୩୧୬ ନମ୍ବର ଜାତୀୟ ରାଜପଥ ଠାରୁ ନୂଆଶାସନ ପର୍ଯ୍ୟନ୍ତ ପ୍ରଶସ୍ତିକରଣ ପ୍ରକଳ୍ପ ର ଶିଳାନ୍ୟାସ, ଶ୍ରୀକଣ୍ଠପୁର ରୁ ବନ୍ଧମୂଳ ସେତୁ ଏବଂ…

Read More
ଦୁର୍ଘଟଣାରେ ପାରାଦୀପ ଲକ ଥାନା ଡ୍ରାଇଭରଙ୍କ ମୃତ୍ୟୁ : ଜଣେ ଗୁରୁତର – ସମୀକ୍ଷା ଖବର

ଦୁର୍ଘଟଣାରେ ପାରାଦୀପ ଲକ ଥାନା ଡ୍ରାଇଭରଙ୍କ ମୃତ୍ୟୁ : ଜଣେ ଗୁରୁତର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ,୧୩/୧୦ – ପାରାଦୀପ ଲକ ଥାନା ପିସିଆର ଗାଡି ଡ୍ରାଇଭର ବିକ୍ରମ ମଲ୍ଲିକ (୨୭) ଡାକ ନାମ ସଚୀନ ଙ୍କ ଗତ ସୋମବାର ରାତିରେ ଅଜଣା ଗାଡି ଧକାରେ ମୃତ୍ୟୁ ହୋଇଯାଇଛି l ଘଟଣାରୁ ପ୍ରକାଶ ଯେ ସଚୀନ ସୋମବାର ରାତିରେ ଡ୍ୟୁଟି ସାରି ନିଜ ବାଇକ ଯୋଗେ ଥାନାର ରାଇଟର ଙ୍କୁ ନେଇ ନିଜ ଗ୍ରାମ ମଙ୍ଗରାଜପୁର ଯାଉଥିବା ବେଳେ ବରେଇ ଛକ ନିକଟରେ ପଛପଟୁ ଏକ…

Read More
ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ – ସମୀକ୍ଷା ଖବର

ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନ୍ୟୁଜ: ବରଗଡ଼, ୧୪ ଅକ୍ଟୋବର ୨୦୨୬: ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଅଗ୍ରଗତି ପାଇଁ ଆଜି ବରଗଡ଼ ଯଦୁମଣି ପ୍ରଧାନ ଅଡିଟୋରିୟମ୍‌ଠାରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଏକ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ…

Read More
ଟିଟିଲାଗଡ: ୩୦୦ ମିଟର ରାସ୍ତା, ୧୦ ଲକ୍ଷ ଟଙ୍କା ବ୍ୟୟ ଖର୍ଚ୍ଚକୁ ନେଇ ପ୍ରଶ୍ନ ଅଧିକାରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା – ସମୀକ୍ଷା ଖବର

ଟିଟିଲାଗଡ: ୩୦୦ ମିଟର ରାସ୍ତା, ୧୦ ଲକ୍ଷ ଟଙ୍କା ବ୍ୟୟ ଖର୍ଚ୍ଚକୁ ନେଇ ପ୍ରଶ୍ନ ଅଧିକାରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା

ଜନାବ ଖାନ/ସ୍ୱତନ୍ତ୍ର ପ୍ରତିନିଧି/ବଲାଙ୍ଗୀର/ସମୀକ୍ଷା ନ୍ୟୁଜ: ଟିଟିଲାଗଡ/ବଲାଙ୍ଗୀର : ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ରାସ୍ତା କାମରେ କେତେ ଟଙ୍କା ବ୍ୟୟ ହେଲା ଏବଂ କାମର ମାନ କିପରି ରହିଛି, ତାହା ଜାଣିବା ଜନସାଧାରଣଙ୍କ ଅଧିକାର। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକର ଦେସିଲ ଗାଁର ଅନ୍ୱେଷା ହଷ୍ଟେଲଠାରୁ କୃଷି ଫାର୍ମ ରୋଡ୍‌ ପର୍ଯ୍ୟନ୍ତ ପ୍ରାୟ ୩୦୦ ମିଟର ରାସ୍ତା କାମରେ ୧୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଅଭିଯୋଗକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି…

Read More
ଗୁରୁଣ୍ଡା ହାଇସ୍କୁଲ କିରାଣୀ ଲକ୍ଷ୍ମୀକାନ୍ତ ସରାଫଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ – ସମୀକ୍ଷା ଖବର

ଗୁରୁଣ୍ଡା ହାଇସ୍କୁଲ କିରାଣୀ ଲକ୍ଷ୍ମୀକାନ୍ତ ସରାଫଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ହାଇସ୍କୁଲର କିରାଣୀ ଲକ୍ଷ୍ମୀକାନ୍ତ ସରାଫଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ପରିସରରେ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ, ଶ୍ରୀ ସରାଫ ୧୯୯୫ ମସିହାରେ ବିଦ୍ୟାଳୟରେ ଯୋଗଦେଇ ଦୀର୍ଘ ୩୧ ବର୍ଷ ଧରି ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସୁଥିଲେ। ଚଳିତ ବର୍ଷ ୨୦୨୬ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।…

Read More
ଜିଲ୍ଲା ମଙ୍ଗଳ ବିଭାଗ ପ୍ରାଥମିକ ଶିକ୍ଷକଙ୍କ ସାଧାରଣ ସଭା ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲା ମଙ୍ଗଳ ବିଭାଗ ପ୍ରାଥମିକ ଶିକ୍ଷକଙ୍କ ସାଧାରଣ ସଭା ଅନୁଷ୍ଠିତ

ସନାତନ ପ୍ରଧାନ /ବୌଦ୍ଧ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧିନସ୍ଥ ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସୟାକୁ ନନଇ ଅଲ ଓଡିଶା ଏଲିନମଣ୍ଟରୀ ଶିକ୍ଷକ ଆନସାସିଏସନ(AOETA ),ନବୌଦ୍ଧ ଶାଖାର ଏକ ସାଧାରଣ ସଭା ଆଜି ତା-୧୧.୧୦.୨୦୨୬ ରିଖ (ରବିବାର) ଦିନ ୧୦ ଘଟିକା ସମୟନର କମମଚାରୀ ଭବନ,ନବୌଦ୍ଧ ଠାନର ଅନୁଷ୍ି ିତ ନ ାଇଯାଇଛି । ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀନିବାସ କ ଁ ର…

Read More
ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି – ସମୀକ୍ଷା ଖବର

ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ୧୪/୧୦ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକଶିକ୍ଷା ମଣ୍ଡଳରେ ବିଭିନ୍ନ କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଭୀମପଡା କ୍ଲଷ୍ଟର ରେ ସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ମୁସ୍ତାକ ଅଲ୍ଲୀ ଙ୍କ ଆବାହକତ୍ୱରେ ୧୨ଟି ବିଦ୍ୟାଳୟ ର ପ୍ରାୟ ୧୭୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ. ବକ୍ତୃତା, ଚିତ୍ରାଙ୍କନ ସୃଜନ ଲିଖନ ସଂଗୀତ ଓ ନୃତ୍ୟ ଆଦି ୧୨ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା. ସରପଞ୍ଚ ଶ୍ରୀମତୀ…

Read More
ପାର୍ବଣ ସମୟରେ ଭାରି ପଡୁଛି ଟ୍ୱିନସିଟିର ଟ୍ରାଫିକ କଷ୍ଟ – ସମୀକ୍ଷା ଖବର

ପାର୍ବଣ ସମୟରେ ଭାରି ପଡୁଛି ଟ୍ୱିନସିଟିର ଟ୍ରାଫିକ କଷ୍ଟ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ (ଟ୍ୱିନସିଟି)ରେ ଚଳିତ ଦୁର୍ଗାପୂଜା ଓ ପାର୍ବଣ ଋତୁରେ ଟ୍ରାଫିକ ଜାମ୍ ସମସ୍ୟା ଅତି ଗମ୍ଭୀର ରୂପ ଧାରଣ କରିଛି. ଚଳିତ ଅକ୍ଟୋବର ୨୦୨୬ ପାର୍ବଣ ସମୟରେ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଭିଡ଼ ଏବଂ ଅନିୟନ୍ତ୍ରିତ ଗାଡ଼ି ଚାଳନା ଯୋଗୁଁ ସାଧାରଣ ଜନତାଙ୍କୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିବାକୁ ପଡ଼ୁଛି । ସପିଂ ମଲ୍, ବଜାର ଏବଂ ପୂଜା ତୋରଣ ନିକଟରେ ଏହି ସ୍ଥିତି…

Read More
କେବେ ଅଟକିବ ରାଜଧାନୀରେ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା – ସମୀକ୍ଷା ଖବର

କେବେ ଅଟକିବ ରାଜଧାନୀରେ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଗାଡ଼ି ଚାଳନା ଏବଂ କ୍ରମାଗତ ଦୁର୍ଘଟଣା ଏବେ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି | ବିଶେଷ କରି ଅକ୍ଟୋବର ୨୦୨୬ର ଚଳିତ ସପ୍ତାହରେ ଘଟିଥିବା କେତେକ ଭୟଙ୍କର ହିଟ୍-ଆଣ୍ଡ-ରନ୍ ଓ ମଦ୍ୟପାନ ଜନିତ ଦୁର୍ଘଟଣା ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି | ନଜର ପକାନ୍ତୁ କିଛି ଦୁର୍ଘଟଣା ଉପରେ : ସାମ୍ପ୍ରତିକ ପ୍ରମୁଖ ଦୁର୍ଘଟଣା (ଅକ୍ଟୋବର ୨୦୨୬) ଦୁର୍ଘଟଣା…

Read More