ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ – ସମୀକ୍ଷା ଖବର

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଆନୁମାନିକ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଚୋରା ଚାଲାଣ କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି…

Read More
ବରଗଡ଼:ଶୂନ୍ୟ ସହନଶୀଳତା ନୀତିରେ ନିଶା ମାଫିଆଙ୍କ ନିଦ ହଜାଇଛନ୍ତି ଏସପି ରବୀନ୍ଦ୍ର ନାଥ ଶତପଥୀ – ସମୀକ୍ଷା ଖବର

ବରଗଡ଼:ଶୂନ୍ୟ ସହନଶୀଳତା ନୀତିରେ ନିଶା ମାଫିଆଙ୍କ ନିଦ ହଜାଇଛନ୍ତି ଏସପି ରବୀନ୍ଦ୍ର ନାଥ ଶତପଥୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଯେଉଁ ଦିନଠାରୁ ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏସପି) ଭାବେ ରବୀନ୍ଦ୍ର ନାଥ ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେହି ଦିନଠାରୁ ଜିଲ୍ଲାରେ ଅପରାଧ ଓ ନିଶା କାରବାର ବିରୋଧରେ ଏକ ବ୍ୟାପକ ଏବଂ ନିରନ୍ତର ଅଭିଯାନ ଆରମ୍ଭ ହୋଇଛି। ଦାୟିତ୍ୱ ନେବା ମାତ୍ରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଅପରାଧୀ ଏବଂ ନିଶା କାରବାରୀଙ୍କ ପାଇଁ ବରଗଡ଼ ଜିଲ୍ଲାରେ କୌଣସି ସ୍ଥାନ ନାହିଁ। ତାଙ୍କର…

Read More
ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ – ସମୀକ୍ଷା ଖବର

ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ:ପରଜଙ୍ଗ ୧୩/୦୯ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୂରାକାଟେଣି ଗ୍ରାମରେ ପୋଖରୀ ରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଜୟପୂରାକାଟେଣୀ ଗ୍ରାମର ବୃଦ୍ଧା ନିରାଶ ପରିଡା (୮୧) ଆଜି ସକାଳ ସମୟରେ ଗାଧୋଇବାକୁ ଯାଇ ଗ୍ରାମର ଚେକା ପୋଖରୀ ରେ ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିବା ଜଣା ପଡିଛି।ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରି ଖବରପାଇ ଜାଣିବାକୁ ପାଇଲେ। ସଙ୍ଗେ ସଙ୍ଗେ…

Read More
ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଣେଶ ପୂଜା ସହ ପୂର୍ବ ଛାତ୍ର ସମ୍ମିଳନୀ – ସମୀକ୍ଷା ଖବର

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଣେଶ ପୂଜା ସହ ପୂର୍ବ ଛାତ୍ର ସମ୍ମିଳନୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ବରଗଡ଼ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଗଣେଶ ପୂଜା ଅବସରରେ ବ୍ୟାସ ଭାବେ ଲଳିତ କୁମାର ପଣ୍ଡା ଏବଂ କର୍ତ୍ତା ଭାବେ ଦଶମ ଶ୍ରେଣୀର ଛାତ୍ରୀ ଜ୍ୟୋତିଶିଖା ପୁରୋହିତ ଦାୟିତ୍ୱ ତୁଲାଇଥିଲେ।କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୂର୍ବତନ…

Read More
ଶ୍ରୀସାଇ ଇନଷ୍ଟିଚୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ଗଣେଶ ପୂଜା ପାଳିତ – ସମୀକ୍ଷା ଖବର

ଶ୍ରୀସାଇ ଇନଷ୍ଟିଚୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ଗଣେଶ ପୂଜା ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା :୧୪/୯,ପାଟଣା ବ୍ଲକ ମୁଖ୍ୟାଳୟରେ ସ୍ଥାପିତ ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ସୋମବାର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀଙ୍କ ଦ୍ଵାରା ମନ ଉଲ୍ଲାସ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି। ସଭାପତି ପ୍ରକାଶ କୁମାର ସେଠୀ, ସମ୍ପାଦକ ଅନିଲ କୁମାର ରଣା, ଭାରପ୍ରାପ୍ତ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତ, ଅନୁଷ୍ଠାନର ଅଧ୍ୟାପକ ନିଖିଲ କୁମାର ପତି, ଅଧ୍ୟାପିକା ତେଜସ୍ବିନୀ ମହାନ୍ତ, ବିନ୍ଦୁଶ୍ରୀ ନାୟକ, ପ୍ରଗତି ମହାପାତ୍ର,…

Read More
ତୁରୁମୁଙ୍ଗା ଶ୍ରୀ ବିଦ୍ୟା ବାଟିକାରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା ପାଳିତ – ସମୀକ୍ଷା ଖବର

ତୁରୁମୁଙ୍ଗା ଶ୍ରୀ ବିଦ୍ୟା ବାଟିକାରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର କେନ୍ଦୁଝର/ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାସ୍ଥିତ ଶ୍ରୀ ବିଦ୍ୟା ବାଟିକା ପରିସରରେ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ଗଣେଶ ପୂଜା ଉତ୍ସାହର ସହ ପାଳିତ ହୋଇଛି। ଜ୍ଞାନ, ଶିକ୍ଷାରେ ସଫଳତା ଏବଂ ସମସ୍ତଙ୍କ ମଙ୍ଗଳ କାମନା କରି ଏହି ପୂଜା ଆୟୋଜନ କରାଯାଇଥିଲା।ବିଦ୍ୟାଳୟର ଏକ ସୁସଜ୍ଜିତ ଶ୍ରେଣୀଗୃହରେ ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇ ପୂଜାର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ…

Read More
ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା – ସମୀକ୍ଷା ଖବର

ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍:ବରଗଡ ଜିଲ୍ଲା ବରଡୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବରଗଡ ବର ଡୋଲ ରେ ଥିବା ଘରୋଇ କଲେଜ ର ପ୍ରିନ୍ସିପାଲ୍ ଦେବଦତ୍ତ ପ୍ରଧାନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ଏହି ଘଟଣା କୁ ନେଇ ବରଗଡ ଟାଉନ ଥାନା ପୋଲିସ ଗିରଫ କରିଛି ପୀଡ଼ିତ ଛାତ୍ରୀ ବାପା ଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଙ୍କୁ କୋର୍ଟ…

Read More
ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢୁଛି ବିପଦ – ସମୀକ୍ଷା ଖବର

ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢୁଛି ବିପଦ

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : କେନ୍ଦୁଝର/ଯୋଡ଼ା, ୧୪/୯/୨୦୨୬:* ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ଯୋଡ଼ା ପୌରପରିଷଦ ଅଞ୍ଚଳରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ପୌରପରିଷଦ ପକ୍ଷରୁ ୧୪ଟି ୱାର୍ଡରେ ନିୟମିତ ସଫେଇ ଓ ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ, ଯୋଡ଼ା ୭ ନମ୍ବର ୱାର୍ଡର ଦୈନିକ ପରିବା ବଜାରରୁ ସଂଗୃହୀତ ଆବର୍ଜନା ଫ୍ଲାଇଓଭର ତଳେ ଅସୁରକ୍ଷିତ ଭାବେ ପକାଯାଉଥିବା ଅଭିଯୋଗ ହୋଇଛି। ଆବର୍ଜନା ମଧ୍ୟରେ ପଲିଥିନ୍ ଓ…

Read More
ମା ଇନ୍ଦ୍ରାଦେଇ ପୀଠ ଦେଓଧରାରେ ମା ଙ୍କ ସେବାକାରୀମାନେ ଚତୁର୍ଥୀ ରେ ମାନିଲେ ନୁଆଁଖାଇ ପର୍ବ – ସମୀକ୍ଷା ଖବର

ମା ଇନ୍ଦ୍ରାଦେଇ ପୀଠ ଦେଓଧରାରେ ମା ଙ୍କ ସେବାକାରୀମାନେ ଚତୁର୍ଥୀ ରେ ମାନିଲେ ନୁଆଁଖାଇ ପର୍ବ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ: କୋମନା/ତାରିଖ-14-09-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ଦେଓଧରା ଗ୍ରାମପଞ୍ଚାୟତ ର ସ୍ଥାନୀୟ ମା ଇନ୍ଦ୍ରାଦେଇ ପୀଠରେ ଭାଦ୍ରଵ ମାସ ଚତୁର୍ଥୀ ଦିନ ନୁଆଁଖାଇ ପର୍ବ ପାଳନ କରିଛନ୍ତି। ମାଁ ଇନ୍ଦ୍ରଦେଇ ଙ୍କ ପୂଜକ ଶ୍ରୀ ଧବଲେଶ୍ୱର ପୁଜାରୀ ମାଁ ଙ୍କ ଛତରିଆ ରାମେଶ୍ୱର ଛତ୍ରିଆ ଜୟସିଂ ଛତରିଆ ମଦନ କଟା ସନୁ ମାଝୀ ଉଦେଶ୍ୱର୍ ଚିନ୍ଦା ନରେନ୍ଦ୍ର ପୁଜାରୀ ଟୁନା ପୁଜାରୀ ପିଣ୍ଟୁ ପୁଜାରୀ ବିହାରୀ ପୁଜାରୀ…

Read More
ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ , ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ, ଜିଲ୍ଲା ପ୍ରେସ କ୍ଳବରେ ଧୁମଧାମରେ ପାଳିତ ହେଲା ପୂଜା – ସମୀକ୍ଷା ଖବର

ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ , ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ, ଜିଲ୍ଲା ପ୍ରେସ କ୍ଳବରେ ଧୁମଧାମରେ ପାଳିତ ହେଲା ପୂଜା

ଖୋରଧା ରୁ ପ୍ରଭାତ ପାଇକରାୟ, ସମୀକ୍ଷା ନିଉଜ୍ ଖୋରଧା, ସେପ୍ଟେମ୍ବର ୧୪: ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ…

Read More