ପ୍ରଶାସନ ନଶୁଣିବାରୁ ଚାନ୍ଦା କରି କାଦୁଅ ରାସ୍ତା ସଜାଇଲେ ଯୁବକସଂଘ
ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ପାଇକମାଲ, ୧୩/୦୯: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଧୀନ ଜାମସେଠ ଗ୍ରାମପଞ୍ଚାୟତର ଚେରଙ୍ଗାଝାଞ୍ଜ ଗ୍ରାମରେ ଦେଖିବାକୁ ମିଳିଛି ଯୁବକମାନଙ୍କ ଏକ ନିଆରା ସାମାଜିକ ପ୍ରୟାସ। ପ୍ରଶାସନର ପଦକ୍ଷେପକୁ ଅପେକ୍ଷା ନକରି ନିଜ ଉଦ୍ୟମରେ ଗ୍ରାମର ଦୁର୍ଦ୍ଦଶାଗ୍ରସ୍ତ ରାସ୍ତା ମରାମତି କରିଛନ୍ତି ଜୟ ବୁଢ଼ାଦେଓ ଯୁବକ ସଂଘର ସଦସ୍ୟମାନେ। ନିଜେ ଚାନ୍ଦା ସଂଗ୍ରହ କରି ରାସ୍ତାରେ ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ପକାଇ ଯୁବକମାନେ ରାସ୍ତାଟିକୁ ଯାତାୟାତ…