୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ,୨ଟି ଦେଶୀ ବନ୍ଧୁବ ଓ କାର ଜବତ :୪ ଅଭିଯୁକ୍ତ ଜେଲରୁ ଫେରୁ ଫେରୁ ପୁଣି ଅପରାଧରେ ସକ୍ରିୟ
ମହେଶ୍ୱର ଦିଗାଳ/ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ ବାଲିଗୁଡ଼ା ତା-୧୨/୦୯/୨୬ । ବାଲିଗୁଡ଼ା ଥାନା ପୋଲିସ୍ ପକ୍ଷରୁ ବିଶ୍ୱସନୀୟ ସୂଚ଼ନା ଆଧାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ କାର ଜବତ କରାଯାଇଛି । ପୋଲିସର ସୂଚନା ଅନୁସାରେ ୧୦ ସେପ୍ଟେମ୍ବର ୨୦୨୬ ବାଲିଗୁଡ଼ା ଥାନା କେସ ନଂ-୨୩୧/୨୦୨୬ ରୁଜୁ ହୋଇଛି। ଏହି ମାମ୍ଲାରେ NDPS ଧାରା ୨୦(b) ii(c)ଏବଂ ARMS ଧାରା୨୫(୧) ଅନୁସାରେ ରୁଜୁ କରାଯାଇଛି I ପୋଲିସ୍ ଚଢାଉ…