ଧଉଳିରେ ବିଘ୍ନରାଜଙ୍କ ନିଆରା ଇକୋଫ୍ରେଣ୍ଡଲି ମୂର୍ତ୍ତିପୂଜା
ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର ଭୁବନେଶ୍ୱର ,ତା.୧୪/୦୯/୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଅଗ୍ରପୂଜ୍ୟ ଗଜାନନଙ୍କ ନିଆରା ମୂର୍ତ୍ତୀ । ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ମନ୍ଦିର ମୂର୍ତ୍ତି ଶୈଳୀରେ ଗଜାନନଙ୍କ ଏହି ମୃଣ୍ମୟ ମୂର୍ତ୍ତିକୁ ଅଖା , ସୁରୁଲି ଓ ଅନ୍ୟାନ୍ୟ ସାମଗ୍ରୀରେ ଖୁବ୍ ସୁନ୍ଦର ଭାବରେ ତିଆରି କରିଛନ୍ତି ଏହି…