ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ତୁମୁଡ଼ିବନ୍ଧ: ରୋଜଗାର ଆଶାରେ ଗୁଜରାଟ ଯାଇଥିଲେ, ଶବ ହୋଇ ରହିଲେ ବିଜୟ ନାୟକ – ସମୀକ୍ଷା ଖବର

ତୁମୁଡ଼ିବନ୍ଧ: ରୋଜଗାର ଆଶାରେ ଗୁଜରାଟ ଯାଇଥିଲେ, ଶବ ହୋଇ ରହିଲେ ବିଜୟ ନାୟକ

ମହେଶ୍ୱର ଦିଗଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :ବାଲିଗୁଡା ତା 9/10: କନ୍ଧମାଳ ତୁମୁଡ଼ିବନ୍ଧ, ବ୍ଲକ ପରିବାରର ମୁହଁରେ ହସ ଫୁଟାଇବା ଓ ପରିବାର ପ୍ରତିପୋଷଣ କରିବା ଆଶାରେ ନିଜ ଜନ୍ମମାଟି ଛାଡ଼ି ଦାଦନ ଖଟିବାକୁ ଯାଇଥିବା ଆଉ ଜଣେ ଶ୍ରମିକଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି। ଗୁଜରାଟ ରାଜ୍ୟରେ କାର୍ଯ୍ୟରତ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ୬୧ ବର୍ଷୀୟ ବିଜୟ ହଜାର ନାୟକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏପଟେ ଅତ୍ୟନ୍ତ ଗରିବ ପରିବାର ପାଇଁ ମୃତଦେହକୁ ନିଜ…

Read More
କଂଗ୍ରେସର ବନ୍ଦ ଡାକରାରେ ବାଲିଗୁଡ଼ା ରାସ୍ତାଘାଟ ଜନଶୂନ୍ୟ; ଯାତାୟାତ ଠପ୍‌ – ସମୀକ୍ଷା ଖବର

କଂଗ୍ରେସର ବନ୍ଦ ଡାକରାରେ ବାଲିଗୁଡ଼ା ରାସ୍ତାଘାଟ ଜନଶୂନ୍ୟ; ଯାତାୟାତ ଠପ୍‌

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡ଼ା, ତା, ୦୮/୧୦: ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି। ସହରର ପ୍ରମୁଖ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଥିବାବେଳେ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ଉଲ୍ଲେଖନୀୟ ଭାବେ କମିଯାଇଥିଲା। ଏହାର ସିଧାସଳଖ ପ୍ରଭାବ ସହରର ଦୈନନ୍ଦିନ ଜୀବନଯାତ୍ରା ଉପରେ ପଡ଼ିଛି। ବନ୍ଦକୁ କେବଳ ଦୋକାନବଜାର ବନ୍ଦରେ ସୀମିତ ନରଖି ବାଲିଗୁଡ଼ାରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।…

Read More
ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ଫୁଲବାଣୀ ଅଚଳ – ସମୀକ୍ଷା ଖବର

ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ଫୁଲବାଣୀ ଅଚଳ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ଫୁଲବାଣୀ, ୮/୧୦(ବିପ୍ର): ଇଣ୍ଡିଆ ମେଣ୍ଟର ଆହ୍ୱାନ କ୍ରମେ ଗୁରୁବାର କନ୍ଧମାଳ ଜିଲ୍ଲା ସମେତ ଫୁଲବାଣୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ସହରର ଜନଜୀବନ ଅଚଳ ହୋଇପଡ଼ିଥିବା ବେଳେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ରହିବାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା। ସକାଳୁ ଫୁଲବାଣୀ ସହରର ମାଡ଼ିକୁନ୍ଦା…

Read More
ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ – ସମୀକ୍ଷା ଖବର

ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ଫୁଲବାଣୀ ସହରସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ‘ନମୋ ସେବା ଗାଥା’ ଶୀର୍ଷକ ଏକ ସଚେତନତାଧର୍ମୀ ନାଟକ ମଞ୍ଚସ୍ଥ ହୋଇଛି। ଭୁବନେଶ୍ୱରର ସୁନାମଧନ୍ୟ ‘ହରି ଭାଇ କମେଡି ଗ୍ରୁପ୍’ର କଳାକାରମାନେ ନାଟକଟିକୁ ହାସ୍ୟ, ମନୋରଞ୍ଜନ ଓ ସାମାଜିକ ବାର୍ତ୍ତାର ସମନ୍ୱୟରେ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଅଧ୍ୟକ୍ଷ…

Read More
ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/ କନ୍ଧମାଳ/ସମୀକ୍ଷା ନ୍ୟୁଜ: ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଚକାପାଦ ବ୍ଲକ କାମ୍ବ୍ରିକିଆ କ୍ଲଷ୍ଟର ଅନ୍ତର୍ଗତ ଗୁଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚକାପାଦ ଏବିଓ ଶ୍ରୀ ଶେଷଦେବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏଭଳି ମଞ୍ଚର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ…

Read More
କନ୍ଧମାଳ- ଘରେ ପଶି ସୁନା ଅଳଙ୍କାର କଳାକନା ବୁଲାଇ ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତ: ୩ ଗିରଫ – ସମୀକ୍ଷା ଖବର

କନ୍ଧମାଳ- ଘରେ ପଶି ସୁନା ଅଳଙ୍କାର କଳାକନା ବୁଲାଇ ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତ: ୩ ଗିରଫ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :କୋଟଗଡ଼, ୦୬/୧୦:କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଞ୍ଚଳରେ ଘରେ ପଶି ସୁନା ଅଳଙ୍କାର ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଚୋରି ସୁନା, ନଗଦ ଟଙ୍କା ଏବଂ ଏକ ଟ୍ରାକ୍ଟର ଜବତ କରାଯାଇଛି।କୋଟଗଡ଼ ଥାନା କେସ୍‌ ନଂ-୧୮୪, ତା. ୦୪/୧୦/୨୦୨୬, ଧାରା ୩୩୧(୪)/୩୦୫(ଏ) ବିଏନ୍‌ଏସ୍‌ ଅନୁଯାୟୀ ଏହି ମାମଲା ରୁଜୁ ହୋଇଥିଲା। ପୁଲିସର ସୂଚନା ଅନୁସାରେ, ଗତ ୩୦/୦୯/୨୦୨୬ ରାତିରେ ଅଭିଯୋଗକାରୀ…

Read More
ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର – ସମୀକ୍ଷା ଖବର

ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର

.ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ: ନୂଆଗାଁ – କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସୁରଭି କାର୍ଯ୍ୟକ୍ରମକୁ ସିଆରସିସି ସୁଶାନ୍ତ କୁମାର ସାହୁ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ…

Read More
ବାଲିଗୁଡ଼ା: ବାରଖମାରେ କବାଡିର ମହାସମର, ବିଜୟ ମୁକୁଟ ପିନ୍ଧିଲା ବାରଖମା ସ୍ପୋର୍ଟ୍ସ କ୍ଳବ – ସମୀକ୍ଷା ଖବର

ବାଲିଗୁଡ଼ା: ବାରଖମାରେ କବାଡିର ମହାସମର, ବିଜୟ ମୁକୁଟ ପିନ୍ଧିଲା ବାରଖମା ସ୍ପୋର୍ଟ୍ସ କ୍ଳବ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡା :ତା5/10/26 : କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ି ଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ରବିବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ୧୨ଟି କବାଡି ଦଳ ଉତ୍ସାହର ସହ…

Read More
ବସୁଧା ଟାଙ୍କି ଅଛି, ହେଲେ ପାଣି ନାହିଁ, ତିନି ମାସ ହେଲା ପିଇବା ଲୋକେ ହନ୍ତସନ୍ତ – ସମୀକ୍ଷା ଖବର

ବସୁଧା ଟାଙ୍କି ଅଛି, ହେଲେ ପାଣି ନାହିଁ, ତିନି ମାସ ହେଲା ପିଇବା ଲୋକେ ହନ୍ତସନ୍ତ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ: କ. ନୂଆଗାଁ :ତା 5/10/26: ବସୁଧା ସାଧାରଣ ଟାଙ୍କି ଅଛି, ବିଦ୍ୟୁତ ଯୋଗାଣ ନ ଥିବାରୁ ଦୀର୍ଘ ତିନି ମାସ ହେଲା ଲୋକଙ୍କୁ ମିଳୁପାରୁନି ପାଣି.ଲୋକଙ୍କ ପାଇଁ ପାନୀୟଜଳର ସୁବ୍ୟବସ୍ଥା ପାଈଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଯେଉଁ ବସୁଧା ଯୋଜନାରେ କାମ ହେଉଛି ତାହା ସଠିକ୍ ଭାବରେ କାମ ହେଉନଥିବାରୁ ଜନ ସାଧାରଣ ପାଣି ଟାଙ୍କି ଥିଲେ ସୁଦ୍ଧା ପାଣି ପାଈ…

Read More
କନ୍ଧମାଳ – ଭୋଟର ତାଲିକାରେ ନାମ ସାମିଲ ପାଇଁ ଆଉ ହେଲା ସରଳ ବ୍ୟବସ୍ଥା – ସମୀକ୍ଷା ଖବର

କନ୍ଧମାଳ – ଭୋଟର ତାଲିକାରେ ନାମ ସାମିଲ ପାଇଁ ଆଉ ହେଲା ସରଳ ବ୍ୟବସ୍ଥା

ମହେଶ୍ୱର ଡିଗାଲ /ସବଡ଼ିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : କନ୍ଧମାଳ ,ତା, ୦୪/୧୦: :ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଅତିରିକ୍ତ ଘୋଷଣା ଜାରି କରାଯାଇଛି.କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ ନିର୍ବାଚନ ଆୟୋଗ। ଏଣିକି ଫର୍ମ-୬ ଦାଖଲ ସମୟରେ ୨୦୦୨ ମସିହାର ଭୋଟର ତାଲିକା…

Read More