ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ – ସମୀକ୍ଷା ଖବର

ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ

ମହେଶ୍ୱର ଦିଗାଳ /ଡିଭିଜନାଲ ସାମ୍ବାଦିକ ସମୀକ୍ଷା ନିୟୁଜ କନ୍ଧମାଳ/ରାଇକିଆ : ତା-୨୪/୦୯/୨୬ରାଜ୍ୟରେ ବାତ୍ୟା ହେବାର ଆଶଙ୍କା ପ୍ରକାଶ କରି ସାରା ରାଜ୍ୟରେ ପ୍ରଶାସନର ତରଫରୁ ସତର୍କତା ଜାରି କରାଯାଇଛି । ରାଜ୍ୟରେ ଲଗାଣ ବର୍ଷା ସ୍ଥାନେ ସ୍ଥାନେ ଲାଗିରହିଛି । କେତେକ ଅଞ୍ଚଳରେ ଜଳବନ୍ଦୀ, ଗଛଡାଳ ପଡ଼ି ମୁଖ୍ୟ ରାସ୍ତା ଅବୋରଧ ହୋଇ ପଡ଼ିଛି । ଏ ଭଳି ପରିସ୍ଥିତିକୁ ନଜର ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । କନ୍ଧମାଳ ଜିଲ୍ଲାର ସମ୍ଭାବ୍ୟ…

Read More
କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ – ସମୀକ୍ଷା ଖବର

କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ

ମହେଶ୍ୱର ଦିଗାଲ,/ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ: କନ୍ଧମାଳ ଜୀଲ୍ଳା ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ଫୁଲବାଣୀଠାରେ ଏକ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଛି । ଜୀଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ଓ ପ୍ରତିନିଧିମାନେ ପ୍ରାୟ ଶହେ ଜଣଏହି ସମାବେଶରେ ଯୋଗ ଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା, ସୁରକ୍ଷା ସାମ୍ବାଦିକତାର ଭୂମିକା ଜୀଲ୍ଲ।ର ବିକାଶମୂଳକ ଖବର ପ୍ରକାଶନ ସଂପର୍କରେ ଆଲୋଚନ କରାଯାଇଥିଲା. ସମାବେଶରେ ସମ୍ବାଦିକମାନଙ୍କ ଏକତାସମନୟ ଓ ପେଶାଗତ ସୁରକ୍ଷା ଉପରେ ଗୁରୁପ୍ରଦିଆଯାଇଥିଲା.ଏହି ସମ୍ବାଦିକ ସମ୍ମିଳନୀରେ ଜୀଲ୍ଲାର…

Read More
ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ – ସମୀକ୍ଷା ଖବର

ଦାରିଦ୍ର୍ୟକୁ ପଛରେ ପକାଇ NEETରେ ତିନି ଭାଇଭଉଣୀଙ୍କ ସଫଳତାଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସମ୍ମାନିତ; ସିକାବାଡ଼ିରୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଲେ ତିନି ମେଧାବୀ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ଆର୍ଥିକ ଅନଟନ ଆଗରେ ହାର ନମାନି ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଶିକ୍ଷା ପ୍ରତି ନିଷ୍ଠା ବଳରେ ଜାତୀୟ ସ୍ତରର ଡାକ୍ତରୀ ପ୍ରବେଶିକା ପରୀକ୍ଷା NEETରେ ସଫଳତା ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ସିକାବାଡ଼ି ଗ୍ରାମର ତିନି ଛାତ୍ରଛାତ୍ରୀ। ଏକେ ପରିବାରର ଏହି ତିନି ମେଧାବୀଙ୍କ ସଫଳତା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇଛି। ସଫଳତା ହାସଲ କରିଥିବା ଅସାରିଆ ପ୍ରଧାନ, ସୁନାମି ପ୍ରଧାନ ଓ…

Read More
ସେବା ସଂକଳ୍ପରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପ୍ରଦର୍ଶନଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ୭୦ ଛାତ୍ରଛାତ୍ରୀଙ୍କ ଯୋଗଦାନ – ସମୀକ୍ଷା ଖବର

ସେବା ସଂକଳ୍ପରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପ୍ରଦର୍ଶନଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ୭୦ ଛାତ୍ରଛାତ୍ରୀଙ୍କ ଯୋଗଦାନ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଶିବାରାଣୀ ମଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରଥମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୦…

Read More
୨୬ କେଜି ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ – ସମୀକ୍ଷା ଖବର

୨୬ କେଜି ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ପୁଲିସ ପକ୍ଷରୁ ମଙ୍ଗଳବାର ଦିନବେଳା ପାଟ୍ରୋଲିଂ ସମୟରେ ନିଶାଦ୍ରବ୍ୟ ବିରୋଧରେ ଚଢ଼ଉ କରାଯାଇ ୨୬ କେଜି ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଖଜୁରୀପଡ଼ା ଥାନା କେସ୍‌ ନଂ-୧୮୬/୨୦୨୬, ଏନ୍‌ଡିପିଏସ୍‌ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଦିନବେଳା ପାଟ୍ରୋଲିଂ ସମୟରେ ପାଣ୍ଡ୍ରିସୁଗା ଗ୍ରାମ ନିକଟରେ ପୁଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ…

Read More
କନ୍ଧମାଳରେ ‘SAHAY’ ପ୍ରକଳ୍ପର ଶୁଭାରମ୍ଭ,ସୁଦୃଢ଼ ହେବ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ ଓ ଚିକିତ୍ସା ବ୍ୟବସ୍ଥା – ସମୀକ୍ଷା ଖବର

କନ୍ଧମାଳରେ ‘SAHAY’ ପ୍ରକଳ୍ପର ଶୁଭାରମ୍ଭ,ସୁଦୃଢ଼ ହେବ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ ଓ ଚିକିତ୍ସା ବ୍ୟବସ୍ଥା

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ; କନ୍ଧମାଳ ଜିଲ୍ଲାରେ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ, ନିରାକରଣ ଓ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆଇସିଏମଆର୍‌ NHRP-SCD ଅଧୀନସ୍ଥ ‘ସାହାୟ’ (SAHAY) ପ୍ରକଳ୍ପର ଶୁଭାରମ୍ଭ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ‘ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ୍’ (NSCAEM)ର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ବହୁକେନ୍ଦ୍ରକ ଅନୁସନ୍ଧାନମୂଳକ ପ୍ରକଳ୍ପ ଓଡ଼ିଶା ସମେତ ଦେଶର ୬ଟି ପ୍ରମୁଖ ରାଜ୍ୟରେ…

Read More
କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ୫.୩୪ ଲକ୍ଷ ଭୋଟର, ପୁରୁଷଙ୍କୁ ଟପିଲେ ମହିଳା; ବୁଥ୍ ସଂଖ୍ୟା ୮୧୨କୁ ବୃଦ୍ଧି – ସମୀକ୍ଷା ଖବର

କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ୫.୩୪ ଲକ୍ଷ ଭୋଟର, ପୁରୁଷଙ୍କୁ ଟପିଲେ ମହିଳା; ବୁଥ୍ ସଂଖ୍ୟା ୮୧୨କୁ ବୃଦ୍ଧି

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍‌ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ତାଲିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ତାଲିକାର ସିଡି ଓ ହାର୍ଡ କପି ପ୍ରଦାନ କରାଯାଇଥିଲା। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ଭୋଟର…

Read More
ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍ – ସମୀକ୍ଷା ଖବର

ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ଫୁଲବାଣୀ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡିଠାରେ ଅଗ୍ରଣୀ ଯୁବକ ସଂଘ ପକ୍ଷରୁ ଦୁଇଦିନିଆ ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତା ଉତ୍ସାହ ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଶୃଙ୍ଖଳା, କ୍ରୀଡ଼ା ମନୋଭାବ ଓ ଭାଇଚାରାର ବାର୍ତ୍ତା ପ୍ରସାର ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଖଜୁରୀପଡ଼ା ଦଳକୁ ପରାସ୍ତ…

Read More
ବାଲିଗୁଡ଼ାରେ 82-ଏସ. ଟି ବିଧାନସଭା ନିର୍ବାଚନ ମଣ୍ଡଳୀ paiSIR-୨୦୨୬ ଅଧୀନରେ ଚୂଡ଼ାନ୍ତଭୋଟର ତାଲିକା – ସମୀକ୍ଷା ଖବର

ବାଲିଗୁଡ଼ାରେ 82-ଏସ. ଟି ବିଧାନସଭା ନିର୍ବାଚନ ମଣ୍ଡଳୀ paiSIR-୨୦୨୬ ଅଧୀନରେ ଚୂଡ଼ାନ୍ତଭୋଟର ତାଲିକା

ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ: ଆଜି ବାଲିଗୁଡା ଉପଖଣ୍ଡ ସମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରଣିତlଦାସଙ୍କ ନେତୃତ୍ୱରେ SIR ବୈଠକ ଅନିଷ୍ଠିତ ହୋଇଥିଲା.ଗଣତନ୍ତ୍ରର ମୂଳ ଆଧାର ହେଉଛି ମତଦାତା ଓ ତାଙ୍କର ମତାଧିକାର। ଏହି ମତାଧିକାରକୁ ଅଧିକ ସୁସଂଗଠିତ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision–SIR)–୨୦୨୬ ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟ ଆଜି ସମ୍ପନ୍ନ ହୋଇଛି। ଏହା ସହିତ ୮୨-ବାଲିଗୁଡ଼ା (ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର…

Read More
ବାଲିଗୁଡା:ଆଇଚର ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇର ଫର୍ଦ୍ଧପ୍ଲାସ.ଜଣେ ଗିରଫ – ସମୀକ୍ଷା ଖବର

ବାଲିଗୁଡା:ଆଇଚର ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇର ଫର୍ଦ୍ଧପ୍ଲାସ.ଜଣେ ଗିରଫ

ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅଂଚଳର ଗଞ୍ଜେଇ ଚୋରାଚାଲାଣ ବେଳେ ପୁଲିସକୁ ମିଳିଛି ବଡ଼ ସଫଳତା। ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବାଣ୍ଡିକା ଛକ ନିକଟସ୍ଥ ଖମଣପଡ଼ା ଗ୍ରାମ ନିକଟରେ ଚଢ଼ାଉ କରି ପୁଲିସ ଏକ ଆ ଇଚର ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୧୧୪୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା…

Read More