ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଗୁଣପୁରରେ ବେଆଇନ୍ କ୍ଲିନିକ୍ ଓ ପାଥୋଲାବ୍‌ ଉପରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ – ସମୀକ୍ଷା ଖବର

ଗୁଣପୁରରେ ବେଆଇନ୍ କ୍ଲିନିକ୍ ଓ ପାଥୋଲାବ୍‌ ଉପରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ, ୭/୧୦: ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ବିନା ଆବଶ୍ୟକୀୟ ନଥିପତ୍ର, ଅନୁମତି ଓ ଡାକ୍ତରଙ୍କ ଉପସ୍ଥିତି ବିନା ଚାଲୁଥିବା କେତେକ କ୍ଲିନିକ୍, ପାଥୋଲାବ୍‌ ଓ ଔଷଧ ଦୋକାନ ଉପରେ ଆଜି ପ୍ରଶାସନ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ପରେ ବେଆଇନ୍ ଭାବେ ସ୍ୱାସ୍ଥ୍ୟସେବା ଚଳାଉଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ଛନକା ପଶିଛି।ଅଭିଯୋଗ ପରେ ଅଚାନକ ଯାଞ୍ଚ: ସୂଚନା ଅନୁଯାୟୀ, କିଛି ଲୋକଙ୍କ ଅଭିଯୋଗକୁ ଆଧାର…

Read More
ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ – ସମୀକ୍ଷା ଖବର

ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ଫୁଲବାଣୀ ସହରସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ‘ନମୋ ସେବା ଗାଥା’ ଶୀର୍ଷକ ଏକ ସଚେତନତାଧର୍ମୀ ନାଟକ ମଞ୍ଚସ୍ଥ ହୋଇଛି। ଭୁବନେଶ୍ୱରର ସୁନାମଧନ୍ୟ ‘ହରି ଭାଇ କମେଡି ଗ୍ରୁପ୍’ର କଳାକାରମାନେ ନାଟକଟିକୁ ହାସ୍ୟ, ମନୋରଞ୍ଜନ ଓ ସାମାଜିକ ବାର୍ତ୍ତାର ସମନ୍ୱୟରେ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଅଧ୍ୟକ୍ଷ…

Read More
ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/ କନ୍ଧମାଳ/ସମୀକ୍ଷା ନ୍ୟୁଜ: ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଚକାପାଦ ବ୍ଲକ କାମ୍ବ୍ରିକିଆ କ୍ଲଷ୍ଟର ଅନ୍ତର୍ଗତ ଗୁଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚକାପାଦ ଏବିଓ ଶ୍ରୀ ଶେଷଦେବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏଭଳି ମଞ୍ଚର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ…

Read More
ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ – ସମୀକ୍ଷା ଖବର

ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି 7/10/2026: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକ ସମୁଦ୍ରରେ ବୁଡ଼ି ନିଖୋଜ ହୋଇଯାଇଛି। ସୂଚନା ଅନୁସାରେ ୧୪ ଜଣ ସାଙ୍ଗ ଜନ୍ମ ଦିନ ପାଳନ କରିବା ପାଇଁ ସୁନାପୁର ବେଳାଭୂମିକୁ ଯାଇଥିଲେ। ଜନ୍ମ ଦିନ ପାଳନ ପରେ ସବୁ ସାଙ୍ଗ ମିଳି ମିଶି ଗାଧେଇବା ପାଇଁ ସମୁଦ୍ର ତଟକୁ ଯାଇଥିଲେ। ସମୁଦ୍ରରେ ଜୁଆର ଆସିବାରୁ ସବୁ…

Read More
ଶାଗୁଆନ ଜଙ୍ଗଲରେ ପତ୍ରଝଡ଼: ଅଜଣା ରୋଗ ନା କୀଟ ଆକ୍ରମଣ? ବଢୁଛି ଚିନ୍ତା – ସମୀକ୍ଷା ଖବର

ଶାଗୁଆନ ଜଙ୍ଗଲରେ ପତ୍ରଝଡ଼: ଅଜଣା ରୋଗ ନା କୀଟ ଆକ୍ରମଣ? ବଢୁଛି ଚିନ୍ତା

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶାଗୁଆନ ଜଙ୍ଗଲରେ ଏବେ ଏକ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଛି। ଶାଗୁଆନ ଗଛର ପତ୍ର ପ୍ରଥମେ ଶୁଖିଯିବା ପରେ ଝଡ଼ିପଡ଼ୁଥିବାରୁ ଅନେକ ସ୍ଥାନରେ ଗଛଗୁଡ଼ିକ ପତ୍ରଶୂନ୍ୟ ହୋଇପଡ଼ିଛି। ଏହାକୁ ନେଇ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ରାୟଗଡ଼ା ବନାଞ୍ଚଳର ଗୁମ୍ମା ସଂରକ୍ଷିତ ଜଙ୍ଗଲ ସମେତ କାଶୀପୁର ବନାଞ୍ଚଳ, ସିଙ୍ଗପୁର ବ୍ଲକ୍ ଏବଂ ତଳଗୁମ୍ମା…

Read More
ଏମ୍‌ଡିଆର୍‌ଏଏଫ୍‌ଏମ୍‌ରେ ଇଣ୍ଡକ୍ସନ୍ ଟ୍ରେନିଂ ସମାପ୍ତ – ସମୀକ୍ଷା ଖବର

ଏମ୍‌ଡିଆର୍‌ଏଏଫ୍‌ଏମ୍‌ରେ ଇଣ୍ଡକ୍ସନ୍ ଟ୍ରେନିଂ ସମାପ୍ତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି, ୦୭/୧୯/୨୬: ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ (MDRAFM), ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡକ୍ସନ୍ ଟ୍ରେନିଂ କାର୍ଯ୍ୟକ୍ରମର ଆଜି ସମାପନ ହୋଇଛି। ଏହି ପ୍ରଶିକ୍ଷଣ କେବଳ ବୃତ୍ତିଗତ ଜ୍ଞାନ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସୀମିତ ନ ରହି, ପ୍ରଶିକ୍ଷାର୍ଥୀମାନଙ୍କୁ ପରସ୍ପରଠାରୁ ଶିଖିବା, ଅଭିଜ୍ଞତା ବାଣ୍ଟିବା ଏବଂ ନୂଆ ବନ୍ଧୁତ୍ୱ ଗଢ଼ିବାର ସୁଯୋଗ ଦେଇଥିଲା। ପ୍ରଶିକ୍ଷଣ ଅବଧିରେ ବିଭିନ୍ନ ବିଷୟ ଉପରେ ଅଧିବେଶନ, ଆଲୋଚନା, ବିଭିନ୍ନ କାର୍ଯ୍ୟକଳାପ ଓ…

Read More
ଖଇରପୁଟ ବ୍ଲକରେ ସେବା ସେତୁ ଅଭିଯାନ ସମ୍ପନ୍ନ: ଭିନ୍ନକ୍ଷମଙ୍କୁ ସହାୟତା ସହ ହିତାଧିକାରୀଙ୍କୁ ମିଳିଲା ତତ୍କାଳୀନ ସରକାରୀ ସୁବିଧା – ସମୀକ୍ଷା ଖବର

ଖଇରପୁଟ ବ୍ଲକରେ ସେବା ସେତୁ ଅଭିଯାନ ସମ୍ପନ୍ନ: ଭିନ୍ନକ୍ଷମଙ୍କୁ ସହାୟତା ସହ ହିତାଧିକାରୀଙ୍କୁ ମିଳିଲା ତତ୍କାଳୀନ ସରକାରୀ ସୁବିଧା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ଖଇରପୁଟ, ୦୭/୧୦/୨୬:ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପଞ୍ଚାୟତ ସମିତି ସ୍ତରରେ ସେବା ସେତୁ ଅଭିଯାନ ସହ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିର୍ଷାନି, ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସୀସା ଏବଂ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା…

Read More
ନୂଆପଡ଼ାରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷିତ – ସମୀକ୍ଷା ଖବର

ନୂଆପଡ଼ାରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ସମୀକ୍ଷା ନ୍ୟୁଜ: ନୂଆପଡ଼ା, ୦୬/୧୦: : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳନ ଅବସରରେ ଦେଶବ୍ୟାପୀ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ନୂଆପଡ଼ାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନମୋ ସେବା ଗାଥା’ ଶୀର୍ଷକ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି…

Read More
ଅଦ୍ଭୁତ ଦୃଶ୍ୟ: ବାଲିକୁଦାରେ ଗଛ ଗଣ୍ଡିଟି ଫାଟି ଦିଫାଳ – ସମୀକ୍ଷା ଖବର

ଅଦ୍ଭୁତ ଦୃଶ୍ୟ: ବାଲିକୁଦାରେ ଗଛ ଗଣ୍ଡିଟି ଫାଟି ଦିଫାଳ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 07/10/2026(ନି. ପ୍ର ):ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଶୋଭା ଗ୍ରାମ ରାସ୍ତା କଡରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି | ଗୋଟିଏ ଚାକୁଣ୍ଡା ଗଛଗଣ୍ଡି ଫାଟି ଦିଫାଳ ହୋଇଯାଇଛି |l ସଖାଳ ଚାଲିବା ସମୟରେ କେହି ଜଣେ ଭଦ୍ର ମହିଳା କହିବାର ଶୁଣିବାକୁ ମିଳିଲା ଗଛ ଗଣ୍ଡିଟି ଫାଟି ଯାଇଛି | ଖବର ନେଲାରୁ ଜଣାପଡିଲା ପଡୋଶୀ ଭଦ୍ରମହିଳା ଜଣକ ଥିଲେ ମିନତୀ…

Read More
୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ – ସମୀକ୍ଷା ଖବର

୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର, ୦୭.୧୦.୨୦୨୬ସରକାର ବୃଦ୍ଧ, ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ନିୟମିତ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଏହି ଯୋଜନାର ଟଙ୍କା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ପୁଣିଥରେ ସାମ୍ନାକୁ ଆସିଛି। ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମପଞ୍ଚାୟତର ବାଞ୍ଜିପାଲି ଗାଁର ୮୪ ବର୍ଷୀୟ ବୃଦ୍ଧା ଫଗୁନି ଧାରୁଆଙ୍କ ନଅ ମାସର ଭତ୍ତା ଟଙ୍କା ପ୍ରଦାନ ନକରି ଆତ୍ମସାତ କରାଯାଇଥିବା ନେଇ…

Read More