ଖୋର୍ଦ୍ଧା-ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ୫ ହଜାର ଲାଞ୍ଚ; ଭିଜିଲାନ୍ସ ଜାଲରେ ଆରଆଇ
ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା: ଖୋର୍ଦ୍ଧା ୬/୧୦/୨୦୨୬ ଲିଗାଲ ହେୟାର ସାର୍ଟି ଫିକେଟ ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ରାଜସ୍ଵ ନି ରୀକ୍ଷକ( ଆରଆଇ) ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥୂବା ଜଣାପଡି଼ ଛି ।ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଖୋର୍ଦ୍ଧାଠାରେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ବ୍ରଜ କିଶୋର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ ଅଭିଯୁକ୍ତ ଆରଆଇ ନିରଞ୍ଜନ ସିଂ ଲିଗାଲ ହେୟାର ସାର୍ଟି ଫିକେଟ…