ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ପାଦରେ ଦରଜ/ବ୍ୟଥା ହେବାର ଅନେକ କାରଣ – ସମୀକ୍ଷା ଖବର

ପାଦରେ ଦରଜ/ବ୍ୟଥା ହେବାର ଅନେକ କାରଣ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ପାଦରେ ଦରଜ/ବ୍ୟଥା ହେବାର ଅନେକ କାରଣ ଥାଇପାରେ। ସାଧାରଣତଃ ଅଧିକ ଚାଲିବା, ଦୀର୍ଘ ସମୟ ଠିଆ ହେବା, ଭୁଲ୍‌ ଜୋତା ପିନ୍ଧିବା କିମ୍ବା ହାଲୁକା ମାଂସପେଶୀ ଟାଣ ଯୋଗୁଁ ହୋଇପାରେ।ସାଧାରଣ କାରଣଅଧିକ ଚାଲିବା/ଦୌଡ଼ିବାଦୀର୍ଘ ସମୟ ଠିଆ ହେବାଟାଇଟ୍ କିମ୍ବା ଠିକ୍‌ ଫିଟ୍‌ ନଥିବା ଜୋତାପାଦ ମୋଡ଼ିଯିବା ବା ହାଲୁକା ଚୋଟମାଂସପେଶୀରେ ଟାଣ ବା କ୍ରାମ୍ପପାଦରେ ସୁଜନକେତେକ ସମୟରେ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାଘରେ ପ୍ରାଥମିକ ଭାବେକିଛି ସମୟ ପାଦକୁ ବିଶ୍ରାମ ଦିଅନ୍ତୁ।ପାଦକୁ…

Read More
ଭୁବନେଶ୍ୱରରେ ୨୦୨୬ ଦୁର୍ଗାପୂଜା ଏବେ ଜୋରଦାର ପ୍ରସ୍ତୁତି – ସମୀକ୍ଷା ଖବର

ଭୁବନେଶ୍ୱରରେ ୨୦୨୬ ଦୁର୍ଗାପୂଜା ଏବେ ଜୋରଦାର ପ୍ରସ୍ତୁତି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଚଳିତ ବର୍ଷ ରାଜଧାନୀରେ ପୂଜା ସମୟରେ ଭିଡ଼, ଟ୍ରାଫିକ୍, ସୁରକ୍ଷା ଓ ବିସର୍ଜନ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ପୂଜା ମଣ୍ଡପ ଓ ମେଢ଼ ପ୍ରସ୍ତୁତିଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କାରିଗରମାନେ ମଣ୍ଡପ, ତୋରଣ, ଆଲୋକସଜ୍ଜା ଓ ଥିମ୍‌ ଆଧାରିତ ସାଜସଜ୍ଜାର ଶେଷ ପର୍ଯ୍ୟାୟର କାମ କରୁଛନ୍ତି। ଏଥର ସହରରେ ପ୍ରାୟ ୧୯୩ଟି ମେଢ଼ ହେବାକୁ ଥିବାବେଳେ ୨୪ଟି ଚାନ୍ଦି ମେଢ଼ ଓ ୭ଟି ମୀନା ବଜାର ମଧ୍ୟ ରହିବ। ବମିଖାଲରେ…

Read More
କେ. ନୂଆଗାଁ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

କେ. ନୂଆଗାଁ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି ,5/10/2026: ଏହି ବ୍ଲକ କେ. ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜନ ସାଧାରଣଙ୍କ ବିଭିନ୍ନ ପ୍ରକାର ସମସ୍ୟାକୁ ଗୁରୁତ୍ବ ଦେଇ ଅତି ନିକଟରୁ ପ୍ରତ୍ୟେକ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ରୂପେ ତହସିଲଦାର ବିଶ୍ଵ ରଞ୍ଜନ…

Read More
ସରକାର ଆମକୁ ଦେଇ ପାରୁନାହିଁ ରାସ୍ତା, ପାନୀୟଜଳ: ଡଙ୍ଗରିଗାଁ ବାସୀ – ସମୀକ୍ଷା ଖବର

ସରକାର ଆମକୁ ଦେଇ ପାରୁନାହିଁ ରାସ୍ତା, ପାନୀୟଜଳ: ଡଙ୍ଗରିଗାଁ ବାସୀ

ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ:ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ଘାଟ ଉନ୍ନତି କରଣ ସୁଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ମାଳ ମାଳ ଯୋଜନ ପଚାର ପ୍ରସାର କରାଯାଉଛି କିନ୍ତୁ ସ୍ୱାଧୀନତାର ୮୦ ବର୍ଷ ବିତିଗଲେ ମଧ୍ୟ ମାଳ ମାଳ ଯୋଜନ ଯୋଜନାରେ ହିଁ ଅଟକି ଯାଉଛି ସରକାରଙ୍କର I ନା ଅଛି କଳା ରାସ୍ତା ନା ଅଛି ସୁଧ ପାନୀୟ ଜଳ ସୁବିଧା ଅଭିଯୋଗ ଉପରେ ଅଭିଯୋଗ, ଭଲ…

Read More
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ମାନସ ରଞ୍ଜନ ପଣ୍ଡା – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ମାନସ ରଞ୍ଜନ ପଣ୍ଡା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୦୬/୧୦/୨୬ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଡାକ୍ତର ମାନସ ରଞ୍ଜନ ପଣ୍ଡା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆବିଦ୍ ହୁସେନ୍ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।ଏହା ପୂର୍ବରୁ ଡାକ୍ତର ପଣ୍ଡା ବ୍ରହ୍ମପୁର ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଭାବେ…

Read More
ରୋଡ୍ ସେଫ୍ଟି ସଚେତନତା ଅବସରରେ ପୋଲିସ ଓ ବିଏସଏଫ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ – ସମୀକ୍ଷା ଖବର

ରୋଡ୍ ସେଫ୍ଟି ସଚେତନତା ଅବସରରେ ପୋଲିସ ଓ ବିଏସଏଫ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୦୬/୧୦/୨୬ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ରୋଡ୍ ସେଫ୍ଟି ସଚେତନତା କାର୍ଯ୍ୟକ୍ରମ ଅବସରରେ ପୋଲିସ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀ ଏବଂ ବିଏସଏଫ ସେକେଣ୍ଡ-ଇନ୍-କମାଣ୍ଡ ଅତୁଲ୍ୟ ଯାଦବଙ୍କ ନେତୃତ୍ୱରେ ଉଭୟ ଦଳ ଏହି ମ୍ୟାଚରେ ଅଂଶଗ୍ରହଣ କରିଥିଲେ। ମ୍ୟାଚ ପୂର୍ବରୁ ଖେଳ…

Read More
ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ – ସମୀକ୍ଷା ଖବର

ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼, ୫।୧୦ ବରଗଡ଼ ଗ୍ରାମାଞ୍ଚଳ ଥାନା ପୁଲିସ ବେଆଇନ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ୩୧୫୬ ବୋତଲ କଫ୍‌ ସିରପ୍‌ ଜବତ କରିଛି। ଜବତ କଫ୍‌ ସିରପ୍‌ରେ ମୋଟ ୬୩୧.୨ ଗ୍ରାମ କୋଡିନ୍‌ ଫସ୍‌ଫେଟ୍‌ ଥିବା ବିଷୟ ବରଗଡ ଏସପି ରବୀନ୍ଦ୍ର ନାଥ ଶତପଥୀ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ସୋମବାର ଦିନ ଏସ…

Read More
କାଉନସିଲରକୁ ମାଡ଼ ଦିଆଯିବା ଅଭିଯୋଗରେ ବରଗଡ଼ ଏସ୍. ପି ଙ୍କ ଦ୍ବାରସ୍ଥ ହେଲା ବିଜେଡି – ସମୀକ୍ଷା ଖବର

କାଉନସିଲରକୁ ମାଡ଼ ଦିଆଯିବା ଅଭିଯୋଗରେ ବରଗଡ଼ ଏସ୍. ପି ଙ୍କ ଦ୍ବାରସ୍ଥ ହେଲା ବିଜେଡି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼ ୦୫/୧୦ ଅତାବିରା ଏନ୍ ଏ ସି ର ୱାର୍ଡ଼ ନମ୍ବର ୯ ର କାଉନସିଲର ନାରାୟଣ ସାହୁଙ୍କୁ , ବିଧାୟକ ଙ୍କ ଉପସ୍ଥିତି ରେ ତାଙ୍କ ଡ୍ରାଇଭର ମାଡ ମାରିଥିବା ଅଭିଯୋଗ ନେଇ ପ୍ରଥମେ ଅତାବିରା ଥାନା ଦ୍ବାରସ୍ଥ ହେବା ପରେ ଏଫ୍ ଆଇ ଆର୍ ରେଜିଷ୍ଟ୍ରି ହୋଇନଥିବା ଅଭିଯୋଗ ନେଇ ଅତାବିରା ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା…

Read More
ଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା, ତା. ୦୫/୧୦: ନୂଆପଡ଼ା ବ୍ଲକ ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାଣୀ ମିତ୍ର, ନୂଆପଡ଼ା ବିଡିଓ ରୋହିତ ଭୋଇ, ତହସିଲଦାର ଲଲାଟେନ୍ଦୁ ଦଣ୍ଡସେନା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ…

Read More
ନୂଆପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ନୂଆପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା, ୦୫/୧୦: ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଦାଶ ସାଇକେଲ୍‌ରେ ଶିବିରସ୍ଥଳରେ ପହଞ୍ଚି ଉପସ୍ଥିତ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଶିବିରରେ ମୋଟ ୯୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୮୩ଟି ବ୍ୟକ୍ତିଗତ, ୮ଟି…

Read More