ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା, ୦୫ ଅକ୍ଟୋବର:ଆସନ୍ତା ଗଜଲକ୍ଷ୍ମୀ ପୂଜା–୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ନିମନ୍ତେ ଆଜି ସନ୍ଧ୍ୟା ୫ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜଲକ୍ଷ୍ମୀ ପୂଜା ପାଇଁ ସମନ୍ୱୟ କମିଟି ଗଠନ, ପୂଜା କମିଟିଗୁଡ଼ିକୁ ଅନୁମତି ପତ୍ର ପ୍ରଦାନ, ଆଇନଶୃଙ୍ଖଳା, ସୂଚନା କେନ୍ଦ୍ର, ରାସ୍ତାଘାଟ ମରାମତି, ସ୍ୱାସ୍ଥ୍ୟସେବା,…

Read More
ମାଲକାନଗିରିରେ ୧୭ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ – ସମୀକ୍ଷା ଖବର

ମାଲକାନଗିରିରେ ୧୭ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୦୬/୧୦/୨୬ମାଲକାନଗିରି ଜିଲ୍ଲାର ଯୁବକ-ଯୁବତୀମାନଙ୍କୁ ଦକ୍ଷତା ବିକାଶ ସହ ନିଯୁକ୍ତିର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ପ୍ରକୋଷ୍ଠରେ ଏକ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ୧୭ ଜଣ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଯୁବକ-ଯୁବତୀମାନେ ମାଲକାନଗିରିସ୍ଥିତ ଡାଟାପ୍ରୋ ଟ୍ରେନିଂ ସେଣ୍ଟରରୁ ସଫଳତାର ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସାଲେପୁରରେ ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସାଲେପୁରରେ ଅନୁଷ୍ଠିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:କଟକ, ତା୦୫.୧୦.୨୦୨୬ ରିଖ –ସାଲେପୁର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ଟି ଅଭିଯୋଗ ହସ୍ତଗତ ୧୦୬ ହୋଇଥିବାବେଳେ ତନ୍ମଧ୍ୟରେ ୮୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୮ ଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୨୮…

Read More
ସାଂସ୍କୃତିକ ରାଜଧାନୀ କଟକରେ ଆରମ୍ଭ ହେଲା “କଟକ ନାଟ୍ୟୋତ୍ସବ–୨୦୨୬” – ସମୀକ୍ଷା ଖବର

ସାଂସ୍କୃତିକ ରାଜଧାନୀ କଟକରେ ଆରମ୍ଭ ହେଲା “କଟକ ନାଟ୍ୟୋତ୍ସବ–୨୦୨୬”

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ତା. ୦୫.୧୦.୨୦୨୬:ସାଂସ୍କୃତିକ ରାଜଧାନୀ କଟକର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହ ଯୁବ ନାଟ୍ୟ ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “କଟକ ନାଟ୍ୟୋତ୍ସବ” ର ଦ୍ଵିତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ପାରମ୍ପରିକ ମଞ୍ଚ ପୂଜା ଓ ପ୍ରଦୀପ ପ୍ରଜ୍ୱଳନ ପରେ ନାଟ୍ୟୋତ୍ସବର ସେମିଫାଇନାଲ…

Read More
ବରିଷ୍ଠ ଆଇନଜୀବୀ ଜୟଦୀପ ପୁରୋହିତଙ୍କ ପରଲୋକ, ଅଞ୍ଚଳରେ ଶୋକ – ସମୀକ୍ଷା ଖବର

ବରିଷ୍ଠ ଆଇନଜୀବୀ ଜୟଦୀପ ପୁରୋହିତଙ୍କ ପରଲୋକ, ଅଞ୍ଚଳରେ ଶୋକ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୫/୧୦/୨୬ (ଭଗବାନ ମହାନ୍ତି )ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ଷ୍ଟେସନପଡ଼ାର ବରିଷ୍ଠ ଆଇନଜୀବୀ ଜୟଦୀପ ପୁରୋହିତ (୬୫) ସୋମବାର ଭୋର ସକାଳେ ପରଲୋକ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଅସୁସ୍ଥତା ହେତୁ ମୁରିବାହାଲରୁ ଟିଟିଲାଗଡ଼ ବହିଦାରପଡ଼ାରେ ରହୁଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ଇନାକ୍ଷୀ ମିଶ୍ର, ଦୁଇ ପୁଅ ଅଭିଷେକ ଓ ଅନୁରାଗ ଏବଂ ଆତ୍ମୀୟସ୍ୱଜନ…

Read More
ଗତ ‘ଗଭୀର ଅବପାତ’ (Deep Depression) ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇ ବ୍ୟାପକ କ୍ଷତିର ଆକଳନ – ସମୀକ୍ଷା ଖବର

ଗତ ‘ଗଭୀର ଅବପାତ’ (Deep Depression) ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇ ବ୍ୟାପକ କ୍ଷତିର ଆକଳନ

ନବରଙ୍ଗପୁର : ତା ୦୫-୧୦-୨୦୨୬ଗତ ୨୪-୦୯-୨୦୨୬ ଠାରୁ ୨୬-୦୯-୨୦୨୬ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ‘ଗଭୀର ଅବପାତ’ (Deep Depression) ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇ ବ୍ୟାପକ କ୍ଷତି ରଚିଥିଲା | ନବରଙ୍ଗପୁର ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁସାରେ କୋଡିଙ୍ଗା ତହସିଲରେ ସର୍ବାଧିକ ୧୦୪୪ ଜଣଙ୍କ ଘର ଆଂଶିକ ଭାବରେ ଭାଙ୍ଗିବାର ଆକଳନ କରାଯାଇଛି, ଗୋଟିଏ ଘର ପିଛା ୪୦୦୦ ଟଙ୍କା ହିସାବରେ ମୋଟ ୪୧,୮୨,୫୦୦ ଟଙ୍କା ବର୍ତ୍ତମାନ ଯାଏଁ ହିତାଧିକାରୀଙ୍କ…

Read More
କାମ ହୋଇଛି କେବଳ ମୁରୁମରେ; ଫଳକରେ ସୂଚନା ମେଟାଲ ମୁରୁମ ରାସ୍ତା – ସମୀକ୍ଷା ଖବର

କାମ ହୋଇଛି କେବଳ ମୁରୁମରେ; ଫଳକରେ ସୂଚନା ମେଟାଲ ମୁରୁମ ରାସ୍ତା

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ: କୋରାପୁଟ :–04/10/26–: ମନରେଗା ଯୋଜନାରେ ଆର୍ଥିକ ବର୍ଷ 25/26 ରେ ନିର୍ମିତ ହୋଇଥିବା ୱାର୍କ କୋଡ଼ ନମ୍ବର -(2411015016/RC/10619108)ମେଟାଲ ମୁରୁମ ରାସ୍ତାରେ କେବଳ ମୁରୁମ ପକାଇ ରାସ୍ତା କାମ ସାରିଦେଇଥିବା ଅଭିଯୋଗ ହୋଇଛି lସୂଚନା ପ୍ରକାରେ, କୋଟପାଡ଼ ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତର ଜଡ଼ାସର୍ଗିରୁ ପଣ୍ଡ୍ର ନାମରେ ଛ’ଲକ୍ଷ ଟଙ୍କା ବ୍ୟୟରେ ମେଟାଲ ମୁରୁମ ସଡ଼କ ତିଆରି ହୋଇଥିବା ସୂଚନା ଫଳକରେ ଦର୍ଶlଯାଇଥିବା ବେଳେ ମେଟାଲ ବ୍ୟବହାର ନ କରି…

Read More
ଲମତାପୁଟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଓ ଚେକ୍ ବଣ୍ଟନ – ସମୀକ୍ଷା ଖବର

ଲମତାପୁଟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଓ ଚେକ୍ ବଣ୍ଟନ

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ:କୋରାପୁଟ:-05/10/26–: କୋରାପୁଟ ଜିଲ୍ଲାର ଲମତାପୁଟ ପଞ୍ଚାୟତ ସମିତି ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 82ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ 24ଟି ବ୍ୟକ୍ତିଗତ ଏବଂ 58ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ତନ୍ମଧ୍ୟରୁ 19ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ମନୋଜ ସତ୍ୟୱାନ ମହାଜନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତ୍ୱରିତ…

Read More
ଖୋରଧା: ୩୦ ବର୍ଷର ବସତି, ଏବେ ବି ଅଧିକାର ଅପେକ୍ଷାରେ ଭୂମିହୀନ ପରିବାର – ସମୀକ୍ଷା ଖବର

ଖୋରଧା: ୩୦ ବର୍ଷର ବସତି, ଏବେ ବି ଅଧିକାର ଅପେକ୍ଷାରେ ଭୂମିହୀନ ପରିବାର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୫/୧୦: ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗୋଟିଏ ସ୍ଥାନରେ ଘର କରି ପରିବାର ସହ ରହି ଆସୁଛନ୍ତି। ପିଢ଼ି ପରେ ପିଢ଼ି ଏଠାରେ ଜୀବନ କାଟୁଛନ୍ତି। ହେଲେ ଏତେ ବର୍ଷ ପରେ ବି ନିଜ ବାସସ୍ଥାନର ଆଇନଗତ ଅଧିକାର ମିଳିନାହିଁ। ଏବେ ଉଚ୍ଛେଦ ଆଶଙ୍କା ସହ ଧମକଚମକର ଅଭିଯୋଗ ମଧ୍ୟ ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ନିଜ ବାସସ୍ଥାନକୁ ସୁରକ୍ଷିତ…

Read More