କଣ୍ଟାବାଞ୍ଜିରେ କବାଡ଼ିର ମହାମୁକାବିଲା, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୫୬୦ ଖେଳାଳି
ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:କଣ୍ଟାବାଞ୍ଜି, ତା ୫/୧୦/୨୬: କଣ୍ଟାବାଞ୍ଜିରେ ଜମିଲା କବାଡ଼ିର ମହାମୁକାବିଲା। ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୧୪ ଓ ୧୭ ବର୍ଷରୁ କମ୍ ବର୍ଗର ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା।ଚଳିତ ମା ସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବରେ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରୁ କୋଚ୍, ମ୍ୟାନେଜର ଓ ଖେଳାଳିଙ୍କୁ ମିଶାଇ ପ୍ରାୟ ୫୬୦ ଜଣ ଅଂଶଗ୍ରହଣ କରିଛନ୍ତି। ବଲାଙ୍ଗୀର…