ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ କକ୍ଷରେ ନାଗ ଦେବ
ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଂଚାୟତର ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଗୃହରେ ଏକ ନାଗ ଦେବତା ଦର୍ଶନ ଦେଇଛନ୍ତି |ଏ ଅଞ୍ଚଳର ପ୍ରଥା ଅନୁଯାଇ କିଛି ଲୋକଙ୍କର ଗୋତ୍ର ହୁଅନ୍ତି ନାଗ ଦେବ | ପ୍ରକାଶ ଥାଉକି ଯେତେବେଳେ କିଛି ଲୋକ ପୂର୍ବ ପୁରୁଷଙ୍କୁ ପ୍ରତି କିଛି ନୀତି ବିରୁଧ ଆଚରଣ କରିଥାନ୍ତି ନାଗ ଦେବ ଦର୍ଶନ ଦେଇଥାନ୍ତି |ତାଙ୍କୁ ଦେଖିଲେ ହଳଦୀ…