ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ – ସମୀକ୍ଷା ଖବର

ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ନୂଆଗାଁ, ୦୪/୧୦: ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ନପୂରୁଣୁ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠାର ରଙ୍ଗ ଛାଡ଼ିବା ସହ ବିଭିନ୍ନ ସ୍ଥାନରୁ ପଲସ୍ତରା ଝଡ଼ୁଥିବା ଅଭିଯୋଗ ହୋଇଛି। ଘଟଣାଟି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା କଷ୍ଟି ଡାକୁଆ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ସମ୍ପର୍କିତ। କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ…

Read More
ସାଲେପୁର: ପୁଅ ଆଖିରେ ଦେଖିଲା ବାପାର ମୃତ୍ୟୁ – ସମୀକ୍ଷା ଖବର

ସାଲେପୁର: ପୁଅ ଆଖିରେ ଦେଖିଲା ବାପାର ମୃତ୍ୟୁ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ ସାଲେପୁର ୬ ନମ୍ବର କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ। ବାପା ଓ ପୁଅ ମିଶି କେନାଲରେ ମାଛ ଧରୁଥିବା ସମୟରେ ଅସାବଧାନତାବଶତଃ ବାପାଙ୍କ ଗୋଡ଼ ଖସିଯିବାରୁ ସେ କେନାଲ ପାଣିରେ ବୁଡ଼ି ଯାଇଥିଲେ। ବାପାଙ୍କୁ ବୁଡ଼ିଯାଉଥିବା ଦେଖି ପୁଅ ଘରକୁ ଯାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦୀର୍ଘ…

Read More
ଓଡିଶା ଆଖୁଚାଷୀ ମହାସଂଘର ସମାବେଶ ଅନୁଷ୍ଠିତ – ସମୀକ୍ଷା ଖବର

ଓଡିଶା ଆଖୁଚାଷୀ ମହାସଂଘର ସମାବେଶ ଅନୁଷ୍ଠିତ

ଅଜୟ କୁମାର ଦାସ/ବଡ଼ଚଣା/ ସମୀକ୍ଷା ନିୟୁଜ: ଯାଜପୁର, ୦୪/୧୦: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲ୍ଲାଇ ପଞ୍ଚାୟତ ଅନ୍ତର୍ଗତ ନଙ୍ଗୁଳି ମଠ ପରିସରରେ ଓଡିଶା ଆଖୁଚାଷୀ ମହାସଂଘ ଆନୁକୂଲ୍ୟରେ ଏକ ଚାଷୀ ସମାବେଶ ତଥା ସାଧାରଣ ବୈଠକ ଅନୁଷ୍ଠିତ ହୋଇଅଛି | ଏହି ସମାବେଶରେ ଓଡ଼ିଶାର ବିଭିର୍ଣ୍ଣ ଜିଲ୍ଲାରୁ ହଜାରରୁ ଉର୍ଧ୍ଵ ଚାଷୀ ଓ କର୍ମକର୍ତା ଯୋଗ ଦେଇଥିଲେ | ମିର୍ ଅଂଜ଼ାରଲୁ ଇସଲାମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମହାସଂଘର ସଭାପତି ରବିନାରାୟଣ ପ୍ରଧାନ, କାର୍ଯ୍ୟକାରୀ ସଭାପତି…

Read More
ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ:ଅଖଣ୍ଡ ପ୍ରଦୀପ ପୁସ୍ତକ ଉନ୍ମୋଚନ – ସମୀକ୍ଷା ଖବର

ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ:ଅଖଣ୍ଡ ପ୍ରଦୀପ ପୁସ୍ତକ ଉନ୍ମୋଚନ

ବିଜୟ କୁମାର ମହାପାତ୍ର / ପିପିଲି/ସମୀକ୍ଷା ନିୟୁଜ: ପିପିଲି,ତା୪ା୧୦ ପିପିଲି ନିର୍ବାଚନ ମଣ୍ଡଳୀର ୭ଥର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୬ଷ୍ଠ ତମ ଶ୍ରାଦ୍ଧବାର୍ଷିକ ପିପିଲିସ୍ଥିତ ମାଣିକ ଗାର୍ଡେନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଢାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ,ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର,ପୁର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ପୁର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା,ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ ,କାକଟପୁର ନିର୍ବାଚନ…

Read More
ମଡେଲ ଡିଗ୍ରୀ କଲେଜ୍ ରେ ଶକ୍ତିଶ୍ରୀ ଆନୁକୁଲ୍ୟରେ ଆତ୍ମ ପ୍ରଶିକ୍ଷଣ ଶିବିର ଉଦଯାପିତ – ସମୀକ୍ଷା ଖବର

ମଡେଲ ଡିଗ୍ରୀ କଲେଜ୍ ରେ ଶକ୍ତିଶ୍ରୀ ଆନୁକୁଲ୍ୟରେ ଆତ୍ମ ପ୍ରଶିକ୍ଷଣ ଶିବିର ଉଦଯାପିତ

ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି/ସୁବର୍ଣ୍ଣପୁର:ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ୍ ରେ ଶକ୍ତିଶ୍ରୀ ଆନୁକୁଲ୍ୟରେ ଦୀର୍ଘ ଛ’ ଦିନ ଧରି ଚାଲିଥିବା ଆତ୍ମ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି। ସୂଚନା ଥାଉ କି, ସେପ୍ଟେମ୍ବର ୦୭ ରୁ ୧୨ତାରିଖ ଯାଏ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷିକା ତୃପ୍ତି ନାଏକ ୧୩୦ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସଭାରେ ସଂଯୋଜିକା ଅଧ୍ୟାପିକା କମଳା ସିଂହ ଶକ୍ତିଶ୍ରୀର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ଯାଇ…

Read More
ଯମୁନା ମାହେଶ୍ୱରୀ ମନ୍ଦିରରେ ଷୋଡ଼ଶ ପୂଜା ଆରମ୍ଭ – ସମୀକ୍ଷା ଖବର

ଯମୁନା ମାହେଶ୍ୱରୀ ମନ୍ଦିରରେ ଷୋଡ଼ଶ ପୂଜା ଆରମ୍ଭ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୦୪/୧୦/୨୬ (ଭଗବାନ ମହାନ୍ତି )ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ମାହେଶ୍ୱରୀ ମନ୍ଦିର, ପୀଠ, ଗୁଡ଼ି ଓ ଡାଳତଳ ଗୁଡ଼ିକରେ ଦଶହରା ପାର୍ବଣ ପାଇଁ ମା’ ମାହେଶ୍ୱରୀଙ୍କ ଷୋହଳ ଦିନାତ୍ମକ ଖଣ୍ଡାବସା ପୂଜା ଶନିବାର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଯାଇଛି। ବ୍ଲକର ସମସ୍ତ ମାହେଶ୍ୱରୀ ପୀଠଗୁଡ଼ିକରେ ଡୁମାଳ ସମାଜର ଇଷ୍ଟ ତଥା କୁଳ ଦେବୀ ମା’ ମାହେଶ୍ୱରୀଙ୍କ ପୂଜା ଅତି ଶୃଙ୍ଖଳାର ସହ ପାଳନ କରାଯାଉଛି।…

Read More
ଭୋଇପଡ଼ାରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଛୁଟି ଥିବାରୁ ବଡ଼ ଅଘଟଣରୁ ବର୍ତ୍ତିଲେ ଛାତ୍ରଛାତ୍ରୀ – ସମୀକ୍ଷା ଖବର

ଭୋଇପଡ଼ାରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଛୁଟି ଥିବାରୁ ବଡ଼ ଅଘଟଣରୁ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୪/୧୦ ୨୬: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡ଼ା ସ୍କୁଲ ନିକଟ ୫୯ ନମ୍ବର ଜାତୀୟ ରାଜପଥରେ କଣ୍ଟାବାଞ୍ଜି ଲାୟନ୍ସ ପବ୍ଲିକ୍ ସ୍କୁଲର ଏକ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭ୍ୟାନ୍ (OD 31 C 1359) ରବିବାର ରାତି ପ୍ରାୟ ୮ଟା ସମୟରେ ଟିଟିଲାଗଡ଼ ପଟରୁ ବଙ୍ଗୋମୁଣ୍ଡା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ଭ୍ୟାନ୍‌ର…

Read More
ବାଣପୁରରେ ଆରମ୍ଭ ହେଲା ଶାରଦୀୟ ପର୍ବ; ମା’ ଭଗବତୀଙ୍କ ପୀଠରେ ବାଜିଲା ଶଙ୍ଖକାହାଳୀ – ସମୀକ୍ଷା ଖବର

ବାଣପୁରରେ ଆରମ୍ଭ ହେଲା ଶାରଦୀୟ ପର୍ବ; ମା’ ଭଗବତୀଙ୍କ ପୀଠରେ ବାଜିଲା ଶଙ୍ଖକାହାଳୀ

ଦୁର୍ଗା ପ୍ରସାଦ ଦାଶ/ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ ଖୋର୍ଦ୍ଧା,ବାଣପୁର, ୪/୧୦/୨୬ ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା,ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି, ମୂଳାଷ୍ଟମୀରେ ଶୟନରୁ ଉଠିବେ ମା’ ଭଗବତୀ ଆରମ୍ଭ ହେବ ବାଣପୁରର ପ୍ରାଚୀନ ଶକ୍ତିପୀଠରେ ପବିତ୍ର ଶାରଦୀୟ ପର୍ବ,ସହରସାରା ଚଳଚଞ୍ଚଳ l ସପ୍ତମୀରେ ରାଜା ସନ୍ତୋଷ କୁମାରମାନସିଂ ମର୍ଦ୍ଦରାଜ ହରିଚନ୍ଦ୍ରଙ୍କ ନଅରକୁ ଗଲା ପାରମ୍ପରିକ ଗୁଆ,ପଇତା । ରାଜା ଆଜି ମନ୍ଦିରର ଶାରଦୀୟ ଷୋଳପୂଜା ନିମନ୍ତେ ଗୁଆପଇତା ଛୁଇଁ ବ୍ରାହ୍ମଣବରଣୀ କଲେ ।କାର୍ଯ୍ୟାଳୟର…

Read More
ବାଦ ପଡ଼ିଥିବା ଓ ନୂଆ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ – ସମୀକ୍ଷା ଖବର

ବାଦ ପଡ଼ିଥିବା ଓ ନୂଆ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ

ଖୋରଧା ଜିଲ୍ଲାରେ ବିଏଲ୍‌ଓଙ୍କ ଘରକୁ ଘର ଯାଞ୍ଚ; ଅକ୍ଟୋବର ୩୧ ସୁଦ୍ଧା ନାମ ସାମିଲ ପ୍ରକ୍ରିୟା ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ଅକ୍ଟୋବର ୪: ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମାପ୍ତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ପ୍ରଥମଥର ପାଇଁ ଭୋଟର ହେବାକୁ ଯାଉଥିବା ଯୁବବର୍ଗଙ୍କୁ ତାଲିକାରେ ସାମିଲ କରିବା ଲାଗି…

Read More
ବରଗଡ଼ ଜିଲ୍ଲାରେ ବାଦ୍ ପଡ଼ିଥିବା ଏବଂ ନୂତନ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ: ଜିଲ୍ଲାପାଳ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାରେ ବାଦ୍ ପଡ଼ିଥିବା ଏବଂ ନୂତନ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ: ଜିଲ୍ଲାପାଳ

ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ବରଗଡ / ସମୀକ୍ଷା ନିଯୁଜ୍ ବରଗଡ଼; ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଶେଷ ହେବା ପରେ, ବରଗଡ଼ ଜିଲ୍ଲାରେ ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର ପାଇଁ ମତାଧିକାର ସାବ୍ୟସ୍ତ କରିବାକୁ ଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ବିଶେଷ ନାମ ପଞ୍ଜୀକରଣ ଅଭିଯାନ ଆରମ୍ଭ କରାଯାଉଛି। ଏହି ସମ୍ପର୍କରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏକ…

Read More