ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ପଲ୍ଲୀବିକାଶ ଛକ ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ – ସମୀକ୍ଷା ଖବର

ପଲ୍ଲୀବିକାଶ ଛକ ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼/ ସମୀକ୍ଷା ନ୍ୟୁଜ: ଗାଇସିଲେଟ, ୦୩/୧୦: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା,ବେହେରାମୁଣ୍ଡା, ସନ୍ଧିବାହାଲ, କଂସଡୋଲ,ଜାମମାଲ, କୁର୍ଲୁବାହାଲ ଆଦି ୬ ଗୋଟି ଗ୍ରାମକୁ ନେଇ ପଲ୍ଲୀବିକାଶ ଛକରେ ହେବାକୁ ଥିବା ଦୁର୍ଗାପୂଜା ଅବସରରେ ଆୟୋଜିତ ରାବଣ ଦରବାର ପାଇଁ ମହାରାଜ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଛକଠାରେ ଆୟୋଜିତ ଏହି ବରଣ କାର୍ଯ୍ୟକ୍ରମରେ ଭାଙ୍ଗମୁଣ୍ଡା ଗ୍ରାମର ତଥା ଗାଇସିଲେଟ ଥାନା କର୍ମଚାରୀ ଏମ୍.ଡି. ସ୍ମାଇଲଙ୍କୁ…

Read More
ରାୟଗଡ଼ ଜିଲ୍ଲାରେ ବାଦ ପଡ଼ିଥିବା ଓ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ – ସମୀକ୍ଷା ଖବର

ରାୟଗଡ଼ ଜିଲ୍ଲାରେ ବାଦ ପଡ଼ିଥିବା ଓ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ

ସୁଶାନ୍ତ ମହାରଣା /ସ୍ୱତନ୍ତ୍ର ପ୍ରତିନିଧି / ରାୟଗଡା /ସମୀକ୍ଷା ନ୍ୟୁଜ ରାୟଗଡ଼, ୩ ଅକ୍ଟୋବର ୨୦୨୬: ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) ପ୍ରକ୍ରିୟା ସମାପ୍ତ ପରେ ନିର୍ବାଚନ ତାଲିକାରୁ ବାଦ ପଡ଼ିଥିବା ତଥା ପ୍ରଥମ ଥର ଭୋଟ ଦେବାକୁ ଯୋଗ୍ୟ ଯୁବ ଓ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଅଭିଯାନ (Special Drive for Enrolment of Left-out and First Time/Young Electors) ଆୟୋଜନ କରାଯାଉଛି।…

Read More
ଉମରକୋଟରେ ଆୟୋଜିତ ହେବ ‘ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା – ସମୀକ୍ଷା ଖବର

ଉମରକୋଟରେ ଆୟୋଜିତ ହେବ ‘ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର ନବରଙ୍ଗପୁର, ୦୩ ଅକ୍ଟୋବର ୨୦୨୬:ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ଉମରକୋଟ ବ୍ଲକ୍‌ରେ ଆୟୋଜନ କରାଯିବ। ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟରୁ ଯୁବକ-ଯୁବତୀମାନେ ନିଜ ନିଜ ‘ସେବା ଜ୍ୟୋତି’ ଯାନ ଏବଂ ସାଂସ୍କୃତିକ ଦଳ ସହ ଯୋଗଦେଇ ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ…

Read More
ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି/ ସୁବର୍ଣ୍ଣପୁରସୋନପୁର ତା-୦୩.୧୦.୨୦୨୬ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ୍ ଠାରେ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଷ୍ଣୁଚରଣ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନୀତି ବିଜ୍ଞାନ ବିଭାଗର ବିଭଗମୁଖ୍ୟ ଡକ୍ଟର ସିଦ୍ଧାର୍ଥ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗାନ୍ଧୀଜୀଙ୍କୁ ବିଶ୍ବାତ୍ମା ଏବଂ ଶାସ୍ତ୍ରୀଜୀଙ୍କୁ ଶାନ୍ତି ଦୂତ ଭାବରେ ବିଭିନ୍ନ ଉଦାହରଣ ଭାବରେ ଉପସ୍ଥାପିତ…

Read More
କର୍ତ୍ତବ୍ୟରେ ଅବହେଳା କାରଣରୁ ସାହାରପଡା ଫାଣ୍ଡି ଅଧିକାରୀ ନିଲମ୍ବିତ – ସମୀକ୍ଷା ଖବର

କର୍ତ୍ତବ୍ୟରେ ଅବହେଳା କାରଣରୁ ସାହାରପଡା ଫାଣ୍ଡି ଅଧିକାରୀ ନିଲମ୍ବିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା, ୪/୧୦: କର୍ତ୍ତବ୍ୟରେ ଅବହେଳା ଏବଂ ଏସ୍‌ପିଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦୁଝର ଏସ୍‌ପି ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ପାଟଣା ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସ୍ୱାମୀଙ୍କ ଗୁଳିକାଣ୍ଡରେ ମୃତ୍ୟୁ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ନାକାବନ୍ଦି କରାଯାଉଛି। ଏହି କ୍ରମରେ ସାହାରପଡା ଅଞ୍ଚଳରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…

Read More
ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ – ସମୀକ୍ଷା ଖବର

ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ

ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 04/10/2026:ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ 2026 ଆଜି ସଂସ୍କୃତି ଭବନ ଠାରେ ବହୁଆଡମ୍ବର ସହ ଆୟୋଜିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ସମ୍ପଦ ଚନ୍ଦ୍ର ସ୍ୱାଇଁ ଶିଳ୍ପ କୌଶଳ ବିକାଶ ଓବୈଷୟିକ ଶିକ୍ଷା ମନ୍ତ୍ରୀ ,ଓଡିଶା ସରକାର,ମୁଖ୍ୟ ବକ୍ତା ସାଂସଦ ବିଭୁ ପ୍ରସାଦ ତରାଇ, ସମ୍ମାନୀୟ ଅତିଥି ଜଗତସିଂହପୁରର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା ବିଧାୟକ ସାରଦା ପ୍ରସାଦ ଜେନା, ପରିଷଦର…

Read More
ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ରାଜ୍ୟପାଳ – ସମୀକ୍ଷା ଖବର

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ରାଜ୍ୟପାଳ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ଅକ୍ଟୋବର ୩: ଶିକ୍ଷା କେବଳ ଜୀବିକା ନିର୍ବାହ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାର ମାଧ୍ୟମ ନୁହେଁ; ବରଂ ଚରିତ୍ର ଗଠନ, ଦାୟିତ୍ୱବୋଧ ବିକାଶ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି।ଶନିବାର ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।…

Read More
ମୟୂରଭଞ୍ଜ : ଧାନପୁତା ଗାଁରେ କୁଡୁମୀ ଓ ଆଦିବାସୀ ସମ୍ପ୍ରଦାୟଙ୍କ ଜାତୀୟ ବାନ୍ଦନା ପରବ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ମୟୂରଭଞ୍ଜ : ଧାନପୁତା ଗାଁରେ କୁଡୁମୀ ଓ ଆଦିବାସୀ ସମ୍ପ୍ରଦାୟଙ୍କ ଜାତୀୟ ବାନ୍ଦନା ପରବ ପ୍ରସ୍ତୁତି ବୈଠକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୩/୧୦/୨୬ – କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ତିଥିରେ ମୟୂରଭଞ୍ଜ ଓ ପଡୋଶୀ ଜିଲ୍ଲା ଓ ରାଜ୍ୟରେ କୁଡୁମୀ ଓ ଆଦିବାସୀ ସମ୍ପ୍ରଦାୟଙ୍କ ବାନ୍ଦନା ପରବ ପାଳିତ ହୋଇଥାଏ । ମୟୂରଭଞ୍ଜ ଜିଲ୍ଲାର ଏହି ପ୍ରସିଦ୍ଧ ଗଣପର୍ବ ପାଇଁ ବିଭିନ୍ନ ଅଂଚଳର ଓ ପୁରପଲ୍ଲୀର ସମସ୍ତ କୁଡୁମୀ ଓ ଆଦିବାସୀଙ୍କ ଘର ଗୁଡ଼ିକର ରୂପ ବଦଳି ସଜେଇ ହେଉଥିବା ଦେଖାଗଲାଣି । ଗାଁ ଗହଳିରୁ ଢୋଲ,…

Read More
ବାଲିକୁଦା : ବୋରିକିନା ନାଳା ପାଣି ରୁଗ୍ଣ ଅବସ୍ଥା – ସମୀକ୍ଷା ଖବର

ବାଲିକୁଦା : ବୋରିକିନା ନାଳା ପାଣି ରୁଗ୍ଣ ଅବସ୍ଥା

ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 3/10/2026:ଜଗତସିଂହପୁର ଜିଲାର ବାଲିକୁଦା-ବୋରିକିନା ଏକ କୃଷି ପ୍ରଧାନ ଅଞ୍ଚଳ |ଏଠାକାର ଅଧିକାଂଶ ଲୋକ କୃଷି କରି ଜୀବିକା ନିର୍ବାହ କରନ୍ତି |ଧାନ ଏହିଅଞ୍ଚଳର ଏକ ମୁଖ୍ୟ ଚାଷ | ସରକାର ଚାଷକୁ ଗୁରୁତ୍ୱ ଦେଇ ମାଛଗାଁ କେନାଲରୁ କଣିଆ-କୋଳଦା ଏକ କେନାଲ ଖୋଳି ଥିଲେ | ଚାଷୀଙ୍କ ଜମିରେ ଜଳ ସେଚନ କରି ଏ ଅଞ୍ଚଳର ଚାଷୀଙ୍କ ଧାନ ଅମଳ ଭଲ ହେଲେ ତାଙ୍କର ଅର୍ଥ ନୀତି…

Read More
ଖତ ଖାଉଛି ପଞ୍ଚାୟତ କାର୍ଯ୍ୟାଳୟର ପାଣି ଫ୍ରିଜର, ପାଣି ପାଇଁ ହନ୍ତସନ୍ତ ଲୋକେ – ସମୀକ୍ଷା ଖବର

ଖତ ଖାଉଛି ପଞ୍ଚାୟତ କାର୍ଯ୍ୟାଳୟର ପାଣି ଫ୍ରିଜର, ପାଣି ପାଇଁ ହନ୍ତସନ୍ତ ଲୋକେ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୩|୧୦|୨୬ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। କାର୍ଯ୍ୟାଳୟରେ ଲୋକଙ୍କ ସୁବିଧା ପାଇଁ ରହିଥିବା ପାଣି ଫ୍ରିଜର ପ୍ରାୟ ୪ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ମରାମତି ଅଭାବରୁ ଫ୍ରିଜରଟି ଖତ ଖାଉଥିବା ବେଳେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗୋଇମୁଣ୍ଡ ପଞ୍ଚାୟତ…

Read More