ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ: ଭବାନୀପାଟଣା, ୨/୧୦: ଭବାନୀପାଟଣାସ୍ଥିତ ଗାନ୍ଧୀ ପାର୍କଠାରେ ଆଜି ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସହ ନିର୍ଦ୍ଦେଶକ (ସଞ୍ଚୟ ଓ ଆର୍ଥିକ ସେବା) ବିବେକାନନ୍ଦ ମହାନନ୍ଦ,…

Read More
ମହାକାଳପଡ଼ା ବ୍ଲକ: ବଉଳକଣି ପଞ୍ଚାୟତର ବାଘୁଆ ମେଦି ଗ୍ରାମରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଆଦିବାସୀ ଲୋକ – ସମୀକ୍ଷା ଖବର

ମହାକାଳପଡ଼ା ବ୍ଲକ: ବଉଳକଣି ପଞ୍ଚାୟତର ବାଘୁଆ ମେଦି ଗ୍ରାମରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଆଦିବାସୀ ଲୋକ

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ନମିତା ନାୟକ ଙ୍କ ରିପୋର୍ଟ ସମୀକ୍ଷା ନ୍ୟୁଜ: ଗମନାଗମନ ପାଇଁ ଏକ ମାତ୍ର ରାସ୍ତାଟି, ନିମ୍ନମାନର କାମ ପାଇଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।ଆଜି ସ୍କୁଲ ପିଲା ମାନଙ୍କ ଠାରୁ ଆରମ୍ଭ କରି।ବୁଦ୍ଧା ବୃଦ୍ଧ, ଓ ଗ୍ରାମବାସୀ ମାନେ ଯିବାଆସିବା କରିପାରୁ ନାହାନ୍ତି। ଆମ୍ବୁଲାନ୍ସ ଗାଁ କୁ ପଶିପାରିବନୀ, କୁମ୍ଭୀର ଘେରା ନଦୀ, ସରୀସୃପ ଙ୍କ ବାସସ୍ଥଳୀ ପାଲଟିଛି। ବାଘୁଆମେଦୀ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି। ଏହି ଭଳି ସ୍ଥିତି ହେଲେ…

Read More
ଲୁପ୍ତ ହେବା ଦ୍ୱାରରେ ଓଡ଼ିଶାର ଦେଶୀ ଘୋଡ଼ା ୨୦୧୯ ପଶୁସମ୍ପଦ ଗଣନାରେ ରାଜ୍ୟରେ ମାତ୍ର ୧୧୬ ଘୋଡ଼ା ଓ ୨୭ ପୋନି – ସମୀକ୍ଷା ଖବର

ଲୁପ୍ତ ହେବା ଦ୍ୱାରରେ ଓଡ଼ିଶାର ଦେଶୀ ଘୋଡ଼ା ୨୦୧୯ ପଶୁସମ୍ପଦ ଗଣନାରେ ରାଜ୍ୟରେ ମାତ୍ର ୧୧୬ ଘୋଡ଼ା ଓ ୨୭ ପୋନି

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ପଶୁସମ୍ପଦର ଏକ ଅଂଶ ଭାବେ ପରିଚିତ ଘୋଡ଼ା ଓ ଦେଶୀ ପୋନି ପ୍ରଜାତିର ସଂଖ୍ୟା ଅତ୍ୟନ୍ତ କମିଯାଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହେଉଛି। ଓଡ଼ିଶା ପଶୁସମ୍ପଦ ଉନ୍ନୟନ ସମିତିରେ ପ୍ରକାଶିତ ୨୦ତମ ପଶୁସମ୍ପଦ ଗଣନା-୨୦୧୯ ଅନୁସାରେ, ସମଗ୍ର ରାଜ୍ୟରେ ମାତ୍ର ୧୧୬ଟି ଘୋଡ଼ା ଓ ୨୭ଟି ପୋନି, ଅର୍ଥାତ୍ ମୋଟ ୧୪୩ଟି ରେକର୍ଡ ହୋଇଥିଲା। ଏତେ ବଡ଼ ରାଜ୍ୟରେ ଘୋଡ଼ା ଓ ପୋନିର…

Read More
ବନ୍ୟାପାଣି ପ୍ରଭାବରେ ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ ମା’ଅମ୍ବିକାପୀଠର ବ୍ୟାପକ କ୍ଷତି ନେଇ ପର୍ଯ୍ୟଟକ ଅଶାନ୍ତି – ସମୀକ୍ଷା ଖବର

ବନ୍ୟାପାଣି ପ୍ରଭାବରେ ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ ମା’ଅମ୍ବିକାପୀଠର ବ୍ୟାପକ କ୍ଷତି ନେଇ ପର୍ଯ୍ୟଟକ ଅଶାନ୍ତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି : ୨/୧୦/୨୬ – ମାତ୍ର ସପ୍ତାହଟେ ପୂର୍ବରୁ ଲଗାତର ଭୀଷଣ ବର୍ଷାରେ ମନ୍ଦିରକୁ ଲାଗି ଶୋଭା ବର୍ଦ୍ଧନ କରୁଥିବା ଦେବୀ ବା ଦେଓନଦୀ ସୃଷ୍ଟ ପ୍ରପାତ ଜଳର ପ୍ରଖର ସ୍ରୋତ ଓ ବନ୍ୟା ପରିସ୍ଥିତି ଯୋଗୁଁ ଶ୍ରୀହୀନ ହୋଇପଡ଼ିଛି ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ । ମନ୍ଦିର ସହ ମନ୍ଦିର ପରିସରର କ୍ଷତି ଛଡା ଭାଙ୍ଗିଯାଇଛି ମନ୍ଦିର ପାଚେରୀ ଓ ସଂଯୋଗ କାରୀ ପୋଲ ସହ ଯିବାଆସିବା ଚଲାରାସ୍ତାଟି ମଧ୍ୟ…

Read More
ଧଉଳି ଚାରୁକଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ – ସମୀକ୍ଷା ଖବର

ଧଉଳି ଚାରୁକଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଆଦର୍ଶ ମହାନ୍ତି / ଭୁବନେଶ୍ୱର ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ଭୁବନେଶ୍ୱର, ତା ୧/୧୦/୨୦୨୬ ରିଖ – ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ ଏସ ଏସ ପ୍ରଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ୱେଚ୍ଛାସେବୀ ମାନେ ଏକ ନିଆରା ଗାନ୍ଧୀଜୟନ୍ତୀ ପାଳନ କରିଛନ୍ତି। ଏହିଅବସରରେ ୭ ଫୁଟ ଉଚ୍ଚତା ଓ ୪ ଫୁଟ ଚଉଡା କାନଭାସ ଉପରେ…

Read More
ନୂଆପଡ଼ାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ – ସମୀକ୍ଷା ଖବର

ନୂଆପଡ଼ାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ୩/୧୦ ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହରେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଆୟୋଜିତ ୭୨ତମ ବନ୍ୟପ୍ରାଣୀ ସପ୍ତାହର ଜିଲ୍ଲାସ୍ତରୀୟ ଉଦ୍‌ଯାପନୀ ସମାରୋହ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଓ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇଥିଲେ। କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ…

Read More
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ – ସମୀକ୍ଷା ଖବର

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ତା. ୦୨/୧୦ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଏବଂ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ…

Read More
ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ – ସମୀକ୍ଷା ଖବର

ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନ୍ୟୁଜ: ବରଗଡ଼, ୦୨/୧୦/୨୬ ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୭ତମ ତଥା ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୨ତମ ଜୟନ୍ତୀ ସମାରୋହ ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଯାଇଛି Iସ୍ଥାନୀୟ ଗାନ୍ଧୀ ଛକଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ଅନ୍ୟମାନଙ୍କ…

Read More
ମାଲକାନଗିରିରେ ତ୍ରିବେଣୀ ସଙ୍ଗମ: ପାଳିତ ହେଲା ଜିଲ୍ଲା ପ୍ରତିଷ୍ଠା ଦିବସ, ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ – ସମୀକ୍ଷା ଖବର

ମାଲକାନଗିରିରେ ତ୍ରିବେଣୀ ସଙ୍ଗମ: ପାଳିତ ହେଲା ଜିଲ୍ଲା ପ୍ରତିଷ୍ଠା ଦିବସ, ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନ୍ୟୁଜ: ୦୩/୧୦/୨୬ ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପରିସରରେ ଆଜି ଏକ ମହାସମାରୋହରେ ଜିଲ୍ଲା ପ୍ରତିଷ୍ଠା ଦିବସ, ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମିଳିତ ଭାବେ ପାଳିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଜିଲ୍ଲାବାସୀଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା…

Read More
ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନ୍ୟୁଜ: ୦୩/୧୦/୨୬ ୨ ଅକ୍ଟୋବର: ଜଳବାୟୁ ପରିବର୍ତ୍ତନର ବଢ଼ୁଥିବା ପ୍ରଭାବ ମଧ୍ୟରେ କୃଷକଙ୍କ ଜୀବିକାକୁ ସୁରକ୍ଷିତ ରଖିବା, କୃଷି ଉତ୍ପାଦନକୁ ସ୍ଥିର କରିବା ଏବଂ କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ଜଳବାୟୁ ସହନଶୀଳ କୃଷି ଓ ପ୍ରାକୃତିକ କୃଷି ପଦ୍ଧତି ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବ୍ଲକ୍‌ର ବି.ଏଲ୍.ପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଗ୍ରାମସଭାରେ କୃଷକ ଓ ଗ୍ରାମବାସୀଙ୍କୁ ନେଇ ଜଳବାୟୁ ପରିବର୍ତ୍ତନ…

Read More