ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଅନନ୍ତପୁର ଗ୍ରାମ ପଞ୍ଚାୟତ :ସ୍ୱତନ୍ତ୍ର ଗ୍ରାମସଭା – ସମୀକ୍ଷା ଖବର

ଅନନ୍ତପୁର ଗ୍ରାମ ପଞ୍ଚାୟତ :ସ୍ୱତନ୍ତ୍ର ଗ୍ରାମସଭା

ଭଗବାନ ମହାନ୍ତି/ଜଗତସିଂହପୁର/ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 02/10/2026:ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମ ପଞ୍ଚାୟତ ଗୃହରେ ସ୍ୱତନ୍ତ୍ର ଗ୍ରାମ୍ୟସଭା ପଂଚାୟତର ସରପଞ୍ଚ ବବିତା ପୋଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ସମିତି ସଭ୍ୟା ଜୋତ୍ସନା ରାଣୀ ପଣ୍ଡା କିଛି ସମୟ ପରେ ମଧ୍ୟ ଯୋଗଦେଇଥିଲେ |ପ୍ରକାଶ ଥାଉକି, ସଭା ପରିଚାଳନା ସମାଜସେବୀ ତଥା ପୂର୍ବତନ ସରପଞ୍ଚ ରମେଶ ପୋଳେଇ କରିଥିବା ବେଳେ ନାୟବ ସରପଞ୍ଚ ସତ୍ୟାନ୍ଦ ରାଉତ ଉପସ୍ଥିତ ରହିଥିଲେ | ପଞ୍ଚାୟତର…

Read More
ବଙ୍ଗୋମୁଣ୍ଡାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାହ୍ନୁଚରଣ ନାୟକଙ୍କ ଯୋଗଦାନ – ସମୀକ୍ଷା ଖବର

ବଙ୍ଗୋମୁଣ୍ଡାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାହ୍ନୁଚରଣ ନାୟକଙ୍କ ଯୋଗଦାନ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ ତା ୩/୧୦/୨୬ (ଭଗବାନ ମହାନ୍ତି)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାହ୍ନୁଚରଣ ନାୟକ ଯୋଗଦାନ କରିଛନ୍ତି। ପୂର୍ବରୁ ଶାନ୍ତନୁ ପଢ଼ିହାରୀ ଅତିରିକ୍ତ ଦାୟିତ୍ୱରେ ବିଇଓ ଭାବେ କାର୍ଯ୍ୟ ତୁଲାଉଥିଲେ। ନୂତନ ବିଇଓଙ୍କ ଯୋଗଦାନ ଅବସରରେ ବିଇଓ କାର୍ଯ୍ୟାଳୟର କର୍ମଚାରୀ ତଥା ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ବରିଷ୍ଠ ଶିକ୍ଷକମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ…

Read More
ବାନ୍ଦୁପଲା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଓ ପତାକା ଶୋଭାଯାତ୍ରା – ସମୀକ୍ଷା ଖବର

ବାନ୍ଦୁପଲା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଓ ପତାକା ଶୋଭାଯାତ୍ରା

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ଼/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମ ପଞ୍ଚାୟତରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଶ୍ରୀ ଗୋପାଳ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗ୍ରାମସଭାରେ ପଞ୍ଚାୟତର ବିକାଶ, ସ୍ୱଚ୍ଛତା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଏବଂ ସାମୂହିକ ଭାବରେ ଶପଥପାଠ କରାଯାଇଥିଲା lସଭାରେ ଟିଟିଲାଗଡ଼ ବିଡିଓ ଶ୍ରୀ…

Read More
ମୁରିବାହାଲ ବ୍ଲକ ପମ୍ପ ଡ୍ରାଇଭର ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ – ସମୀକ୍ଷା ଖବର

ମୁରିବାହାଲ ବ୍ଲକ ପମ୍ପ ଡ୍ରାଇଭର ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୧|୧୦|୨୬ (ଭଗବାନ ମହାନ୍ତି ):ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ପମ୍ପ ଡ୍ରାଇଭର ସଂଘର ଏକ ବୈଠକ ଡ୍ରାଇଭର ନିରାକାର ବଘାରଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମ୍ୟ ଜଳ ଯୋଗାଣରେ ଥିବା ବିଭିନ୍ନ ଅସୁବିଧା ଏବଂ ତ୍ରୁଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପମ୍ପ ଡ୍ରାଇଭର ମାନଙ୍କ ପ୍ରୋତ୍ସାହନ ରାଶିର ଅନିୟମିତତା ବିଷୟରେ ମଧ୍ୟ ଆଲୋଚନା…

Read More
ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ – ସମୀକ୍ଷା ଖବର

ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ

ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ବରଗଡ / ସମୀକ୍ଷା ନ୍ୟୁଜ: ତା. ୦୧-୧୦-୨୦୨୬ (ଗୁରୁବାର)ବରଗଡ଼ ଜିଲ୍ଲାର ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପଠାରେ ଦୀର୍ଘ ୧୬ ବର୍ଷ ଧରି ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଓ ଓଡିଶା ରକ୍ତ ଦାତା ମହାସଂଘ ର ମିଳିତ ଆନୁକୁଲ୍ୟରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ଡିଜିଟାଲ ଇନଫ୍ଲୁଏନ୍ସର ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏହି…

Read More
ବରଗଡ଼ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

ବରଗଡ଼ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ: ବରଗଡ଼, ୧ ଅକ୍ଟୋବର: ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ତଥା ବରିଷ୍ଠ ନାଗରିକ ସଂଘର ସହାୟତାରେ ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟୋରିୟମଠାରେ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ୨୦୨୬” ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଆନୁଷ୍ଠାନିକ ସଭାରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମାଜର ବିକାଶ ଓ…

Read More
ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନିୟୁଜ: ଭବାନୀପାଟଣା, ୦୧।୧୦: ଆଜି ସ୍ଥାନୀୟ ଟାଉନ ହଲ ଠାରେ ଅନ୍ତର୍ଜାତୀୟବରିଷ୍ଠ ନାଗରିକ ଦିବସ ୨୦୨୬ ମହା ଉତ୍ସାହ ଓ ଗରିମା ସହିତ ପାଳିତ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ, ଗରିମା, କଲ୍ୟାଣ ଏବଂ ସାମାଜିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ।ଉତ୍ସବର ଅଂଶ ସ୍ୱରୂପ, ସକାଳେ ବରିଷ୍ଠ ନାଗରିକମାନଙ୍କୁ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରିବାକୁ ଉତ୍ସାହିତ କରିବା ପାଇଁ ଏକ…

Read More
ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ – ସମୀକ୍ଷା ଖବର

ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୩୦/୯ : ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ନିରାପଦ ଭାବେ ପାଳନ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l ଏଥର ପୂଜାରେ ଡିଜେ ଓ ଲେଜର ଲାଇଟ୍‌ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି l ନିର୍ଦ୍ଧାରିତ ମାନଦଣ୍ଡ ଓ ଅନୁମତି ଅନୁଯାୟୀ କେବଳ ମାଇକ୍‌ ବ୍ୟବହାର କରାଯାଇପାରିବ ବୋଲି ପୂଜା କମିଟି ଗୁଡ଼ିକୁ…

Read More
ଗାନ୍ଧୀ ଜୟନ୍ତୀରେ ‘ସେବା ସଙ୍କଳ୍ପ ଅଭିଯାନ’: ଖଡ଼ିଆଳ ଉପକାରାଗାରରେ କୃଷକ ମୋର୍ଚ୍ଚା ପକ୍ଷରୁ ସେବା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଗାନ୍ଧୀ ଜୟନ୍ତୀରେ ‘ସେବା ସଙ୍କଳ୍ପ ଅଭିଯାନ’: ଖଡ଼ିଆଳ ଉପକାରାଗାରରେ କୃଷକ ମୋର୍ଚ୍ଚା ପକ୍ଷରୁ ସେବା କାର୍ଯ୍ୟକ୍ରମ

ନୂଆପଡ଼ାରୁ କେଦାର ଜଗତଙ୍କ ରିପୋର୍ଟ ସମୀକ୍ଷା ନିୟୁଜ ଖଡ଼ିଆଳ/ନୂଆପଡ଼ା ୨ ଅକ୍ଟୋବର :ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ‘ସେବା ସଙ୍କଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଖଡ଼ିଆଳ ଉପକାରାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତଥା କୃଷକ ମୋର୍ଚ୍ଚାର ନେତା ଯୁବରାଜ ଜଗତଙ୍କ ନେତୃତ୍ୱରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ସେବା, ସତ୍ୟ ଓ ଅହିଂସାର ଆଦର୍ଶକୁ ସ୍ମରଣ କରାଯାଇଥିଲା। ସମାଜରେ…

Read More
ବରଗଡ଼: ନିଶା ମୁକ୍ତ କାରବାର ପାଇଁ ସଦୁଢ ପଦକ୍ଷେପ – ସମୀକ୍ଷା ଖବର

ବରଗଡ଼: ନିଶା ମୁକ୍ତ କାରବାର ପାଇଁ ସଦୁଢ ପଦକ୍ଷେପ

ଅବିନାଶ ଗଡତିଆ/ବରଗଡ଼/ସମୀକ୍ଷା ନିୟୁଜ: ବରଗଡ଼/ସମୀକ୍ଷା ନିୟୁଜ ନିଶା ମୁକ୍ତ କାରବାର ପାଇଁ ସଦୁଢ ପଦକ୍ଷେପ ନେଲା ପରେ ମଧ୍ୟ ଠିକ ନିଶା କରବାରରେ କୌଣସି ରୋକ ଠୋକ ଲାଗି ପାରୁ ନାହିଁ। ଆଖ ପାଖ ସୀମାନ୍ତରୁ ଗଞ୍ଜେଇ ଚାଲାଣ ଜୋର ସୋର ରେ ଚାଲୁଛି। ବରଗଡ଼ ଜିଲ୍ଲାର ବରପାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ତୁଳଣ୍ଡି ଗ୍ରାମରେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ପ୍ରଶାନ୍ତ ସାହୁ ଘରୁ ୩୫କିଗ୍ରା ଗଞ୍ଜେଇ ଜବତ…

Read More