ଆଦିବାସୀଙ୍କୁ ଜଙ୍ଗଲ ଜମି ଆଇନରେ ଘରଡ଼ିହ ଓ ଜମି ପଟ୍ଟା ପ୍ରଦାନ ଦାବି ; ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ରାଷ୍ଟ୍ରୀୟ ଦଳିତ ମହାସଂଘ
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ଅକ୍ଟୋବର ୬: ଖୋରଧା ଜିଲ୍ଲାରେ ଦୀର୍ଘବର୍ଷ ଧରି ଜମି ଓ ଘରଡ଼ିହ ପଟ୍ଟାରୁ ବଞ୍ଚିତ ହୋଇଆସୁଥିବା ଭୂମିହୀନ ଦଳିତ ଓ ଆଦିବାସୀ ପରିବାରଙ୍କୁ ଆଇନ ଅନୁଯାୟୀ ଜମି ପଟ୍ଟା ଓ ଘରଡ଼ିହ ଯୋଗାଇ ଦେବାକୁ ଦାବି ଜୋର ଧରିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଜମିର ଅଧିକାର ପ୍ରଦାନ କରିବା ପାଇଁ ରାଷ୍ଟ୍ରୀୟ ଦଳିତ ମହାସଂଘ ପକ୍ଷରୁ…