ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
କେନ୍ଦୁଝର ବିଜେପି ର ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ – ସମୀକ୍ଷା ଖବର

କେନ୍ଦୁଝର ବିଜେପି ର ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ

କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୭.୧୦ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ବିକଶିତ ‘ସେବା ଜ୍ୟୋତି ଯାତ୍ରା’ ସହିତ ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ସେବା ଜ୍ୟୋତି ଯାତ୍ରା “ସେବା ଜ୍ୟୋତି ଛକ’ (ଚର୍ଚ୍ଚ ଛକ)…

Read More
ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ – ସମୀକ୍ଷା ଖବର

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର: ପାଟଣା ୭/୧୦ , ଗତ ୫ ଓ ୬ ତାରିଖ ଦୁଇଦିନ ଧରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଭାରତ’ କାର୍ଯ୍ୟାଳୟ ଏରେଣ୍ଡେଇ ଠାରେ ସେହାଟ ପ୍ରକଳ୍ପ ର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ କେନ୍ଦୁଝର ର ୪ ଟି ବ୍ଲକ ର ଗୋଷ୍ଠୀ ସେବା ପ୍ରଦାନକାରୀ କର୍ମୀ ଓ ହାଟ ସେବା ପ୍ରଦାନକାରୀ କର୍ମୀ ଯୋଗ ଦେଇଥିଲେ। ପ୍ରଶିକ୍ଷକ ଭାବେ ଏକଜୁଟ୍ ସଂସ୍ଥା ର ରେବତୀ ସାହୁ,…

Read More
ପାଟଣାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ – ସମୀକ୍ଷା ଖବର

ପାଟଣାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୭/୧୦,କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି ପାଟଣା ବନାଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ତଥା ବିଭାଗୀୟ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କରିଛନ୍ତି।ଏହି ପରିଦର୍ଶନ ସମୟରେ ବନଖଣ୍ଡ ଅଧିକାରୀ କ୍ଷେତ୍ରସ୍ତରରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପ, ବନ ସଂରକ୍ଷଣ, କାଠ ଗଣ୍ଡି ସଂଗ୍ରହ ଓ ପରିଚାଳନା କାର୍ଯ୍ୟର ତଦାରଖ କରିଥିଲେ। ଏଥିସହ ସମସ୍ତ ବିଭାଗୀୟ କାର୍ଯ୍ୟକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସ୍ୱଚ୍ଛତା ଓ ନିଷ୍ଠାର ସହ…

Read More
ବଡ଼ସାହି: ହଷ୍ଟେଲ ରାତ୍ରି ଖାଦ୍ଯ ଖାଇ ୪୬ ଛାତ୍ରୀ ଅସୁସ୍ଥ – ସମୀକ୍ଷା ଖବର

ବଡ଼ସାହି: ହଷ୍ଟେଲ ରାତ୍ରି ଖାଦ୍ଯ ଖାଇ ୪୬ ଛାତ୍ରୀ ଅସୁସ୍ଥ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୦୭/୧୦/୨୦୨୬ – ବଡ଼ସାହି ବ୍ଲକ୍ ଅଧିନସ୍ଥ ମାଣତ୍ରୀ ଏସ ଏସ ଡି ବାଳିକା ହାଇସ୍କୁଲ ହଷ୍ଟେଲର ୪୬ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି । ମାଣତ୍ରୀସ୍ଥ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲର ରାତି ଖାଦ୍ୟ ଖାଇ ବୁଧବାର ସକାଳୁ ୪୬ ଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମାଣତ୍ରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୮…

Read More
ଝାରସୁଗୁଡ଼ାରେ ‘ସେବା ଜ୍ୟୋତି’ ପଦଯାତ୍ରା: ମୋଦିଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣ, ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ – ସମୀକ୍ଷା ଖବର

ଝାରସୁଗୁଡ଼ାରେ ‘ସେବା ଜ୍ୟୋତି’ ପଦଯାତ୍ରା: ମୋଦିଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣ, ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା,୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଅବିରତ ଜନସେବା ଓ ରାଷ୍ଟ୍ରସେବାର ଯାତ୍ରାକୁ ସ୍ମରଣ ଓ ସମ୍ମାନ ଜଣାଇ ଭାରତୀୟ ଜନତା ପାର୍ଟି, ଝାରସୁଗୁଡ଼ା ପକ୍ଷରୁ ବୁଧବାର ‘ସେବା ଜ୍ୟୋତି’ ପଦଯାତ୍ରା ଅନୁଷ୍ଠିତ ହୋଇଛି l ସକାଳେ ସ୍ଥାନୀୟ ରେଳୱେ ଷ୍ଟେସନ ଦୁର୍ଗା ମନ୍ଦିର ନିକଟରେ ବାହାରିଥିବା ଏହି ପଦଯାତ୍ରା ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚିଥିଲା l ପଦଯାତ୍ରାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

Read More
ବିକଶିତ ଭାରତ ୨୦୪୭ ସାମୂହିକ ସଂକଳ୍ପ ଓ ସେବା ଜ୍ୟୋତି ପଦଯାତ୍ରା ଅନୁଷ୍ଠିତ – ସମୀକ୍ଷା ଖବର

ବିକଶିତ ଭାରତ ୨୦୪୭ ସାମୂହିକ ସଂକଳ୍ପ ଓ ସେବା ଜ୍ୟୋତି ପଦଯାତ୍ରା ଅନୁଷ୍ଠିତ

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ନୟାଗଡ଼, ତା. ୦୭.୧୦.୨୦୨୬- ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନୟାଗଡ଼ ଷ୍ଟାଡିୟମଠାରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନ୍ତର୍ଗତ ଏକ ସେବା ଜ୍ୟୋତି ପଦଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ କନ୍ଧମାଳ…

Read More
ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ – ସମୀକ୍ଷା ଖବର

ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ

ସନ୍ତୋଷ କୁମାର ପଟ୍ଟନାୟକ/ଟିଟିଲାଗଡ / ସମୀକ୍ଷା ନ୍ୟୁଜ୍ : ଚଳିତ ଅକ୍ଟୋବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭିଲାଇଠାରେ ଅନୁଷ୍ଠିତ ପ୍ରଥମ ‘ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଓପନ୍ କରାଟେ ଚାମ୍ପିଅନସିପ୍’ରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟଲାଗଡ଼ କରାଟେ ଆସୋସିଏସନ୍‌ର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅନନ୍ୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଟିଟଲାଗଡ଼ରୁ ୮ ଜଣ ଝିଅ ଏବଂ ୭ ଜଣ ପୁଅଙ୍କୁ ନେଇ ମୋଟ ୧୫ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ଦଳର ଚମତ୍କାର ପ୍ରଦର୍ଶନ ବଳରେ…

Read More
ମୁରିବାହାଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ମୁରିବାହାଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:୭/୧୦/୨୬ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଇଓ ଅର୍ଜୁନ ଛୁରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବିଏଏସଓ ରିଙ୍କୁ ମେହେର,ଜିପିଡିଓ ପ୍ରସନ୍ନ ନାଗ, ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ସରପଞ୍ଚ କାଲିଆ…

Read More
ବାଲିକୁଦା :ଶୋଭା ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ – ସମୀକ୍ଷା ଖବର

ବାଲିକୁଦା :ଶୋଭା ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: 07/10/2026 ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଖାଲଗାଁ ପଞ୍ଚାୟତର ଶୋଭା ମୌଜା ରେ ଅବସ୍ତିତ ଶୋଭା-ଆଣିଅଙ୍କ କେନାଲ | ଏହି କେନାଲ ଆଜକୁ 45ବର୍ଷ ହୋଇଯାଇଛି|ହେଲେ ଶୋଭା -ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ ହୋଇ ରହିଛି | ପ୍ରକାଶ ଥାଉକି, ମାଛଗାଁ କେନାଲରୁ ଶାଖା ରୂପରେ ଶୋଭା -ଆଣିଅଙ୍କ କେନାଲ |ଏହି କେନାଲ ଖାଲଗାଁ, ଓଷକଣା ଓ ଆପଣ୍ଡାର ତିନି ଗ୍ରାମପଞ୍ଚାୟତରେ ଅବସ୍ଥିତ ଚାଷଜମିରେ…

Read More
ବିଶୋଇ: ଗୁଣିଆର ଦୁଷ୍କର୍ମ ଶିକାରରେ ନବବିବାହିତା – ସମୀକ୍ଷା ଖବର

ବିଶୋଇ: ଗୁଣିଆର ଦୁଷ୍କର୍ମ ଶିକାରରେ ନବବିବାହିତା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୭/୧୦/୨୬ – ଗୁଣିଗାରେଡି କାମରେ ଭରସା କରି ଜଣେ ନବବିବାହିତା ମହିଳା ଗୁଣିଆର ଦୁଷ୍କର୍ମ ଶିକାର ହୋଇଛନ୍ତି । ଅଭିଯୁକ୍ତ ଗୁଣିଆ ବିଶୋଇ ଥାନା ମଧୁପୁର ଗାଁର ଲକ୍ଷ୍ମଣ ଲୋହାରଙ୍କୁ ଆଜି ଗିରଫ କରିଛି ବିଶୋଇ ପୁଲିସ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ସ୍ବାମୀ ଓ ଶ୍ବଶୁରଘର ଲୋକଙ୍କ ପକ୍ଷରୁ ନିର୍ଯାତନା ପାଉଥିଲେ। ସେଥିରୁ ମୁକ୍ତି ପାଇଁ ସେ ବିଶୋଇ ଥାନା ଅନ୍ତର୍ଗତ…

Read More