ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
କନ୍ଧମାଳରେ କ୍ରୀଡ଼ା ପ୍ରତିଭାର ମହାମିଳନ – ସମୀକ୍ଷା ଖବର

କନ୍ଧମାଳରେ କ୍ରୀଡ଼ା ପ୍ରତିଭାର ମହାମିଳନ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲାରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାର ଅନ୍ୱେଷଣ ଓ ବିକାଶ ଲକ୍ଷ୍ୟରେ ୨୦୨୬-୨୭ ଶିକ୍ଷାବର୍ଷର ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କ୍ରୀଡ଼ା ମହୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୬୫୦ ଛାତ୍ରଛାତ୍ରୀ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ…

Read More
ମୟୁରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଭଂଜସେନାର ଦାବି – ସମୀକ୍ଷା ଖବର

ମୟୁରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଭଂଜସେନାର ଦାବି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୩୦/୯/୨୬ – ଶିକ୍ଷା–ସ୍ୱାସ୍ଥ୍ୟ-ପାନୀୟ ଜଳ ଓ ଯୁବପିଢ଼ିର ଭବିଷ୍ୟତ ପାଇଁ ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ ନିମନ୍ତେ ଆଜି ଭଞ୍ଜସେନା, ବଡସାହି ବ୍ଲକ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଧେଶ୍ୟରେ ବଡ଼ସାହି ବ୍ଲକ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ମୟୂରଭଞ୍ଜର ବିଭିନ୍ନ ବିକାଶ କ୍ଷେତ୍ରରେ ଭଂଜସେନା ସର୍ବଦା ପ୍ରୟାସ ଜାରି ରଖିବା ବ୍ୟତୀତ ଆନ୍ଦୋଳନ କରୁଥିବା ନେଇ ଜିଲ୍ଲାରେ ସମସ୍ତଙ୍କ ପ୍ରିୟଭାଜନ…

Read More
ମାଲକାନଗିରି ଜିଲ୍ଲାରେ ୭୩୭ ପରୀକ୍ଷାର୍ଥୀ ଦେଲେ ଓଏସଟିଇଟି – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲାରେ ୭୩୭ ପରୀକ୍ଷାର୍ଥୀ ଦେଲେ ଓଏସଟିଇଟି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୦୧/୧୦/୨୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଟିଇଟି)-୨୦୨୬ ଆଜି ୩ ଟି କେନ୍ଦ୍ରରେ ଅନୁଷ୍ଠିତ ସୁରୁଖୁରୁରେ ହୋଇଯାଇଛି ।ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଲା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅନୁସାରେ ୬୯୭ ପରୀକ୍ଷାର୍ଥୀ ୩ଟି…

Read More
ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ନୂଆପଡ଼ା ଜ଼ିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତି – ସମୀକ୍ଷା ଖବର

ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ନୂଆପଡ଼ା ଜ଼ିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତି

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା, ତା. ୦୧/୧୦: ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (PM-ABHIM) ଏବଂ ପଞ୍ଚଦଶ ଅର୍ଥ ଆୟୋଗ (XV-FC) ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ନୂଆପଡ଼ା ଜିଲ୍ଲା ୯୩.୩୩ ପ୍ରତିଶତ ଭୌତିକ ସଫଳତା (physical achievement) ହାସଲ କରି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି।ଏହି ସଫଳତା ଅନ୍ତର୍ଗତ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ…

Read More
ପାର୍ବଣ ପୂର୍ବରୁ ବାହାଡ଼ାଝୋଲା ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଜୋରଦାର – ସମୀକ୍ଷା ଖବର

ପାର୍ବଣ ପୂର୍ବରୁ ବାହାଡ଼ାଝୋଲା ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଜୋରଦାର

୬ ପଞ୍ଚାୟତର ୯୬ ରାଜସ୍ୱ ଗ୍ରାମ ଉପରେ ନଜର, ଗଞ୍ଜାମ ସୀମାନ୍ତରେ ସୁରକ୍ଷାକୁ ଗୁରୁତ୍ୱ ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:ନୂଆଗାଁ, ୩୦/୦୯: ଆଗକୁ ଦଶହରା ସହ ପାର୍ବଣ ଋତୁ ଆସୁଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣକୁ ନେଇ ତତ୍ପର ହୋଇଛି ବାହାଡ଼ାଝୋଲା ଫାଣ୍ଡି ପୁଲିସ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧୀନ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଥିବା…

Read More
ନେତାଜୀ ଉଚ୍ଚ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା – ସମୀକ୍ଷା ଖବର

ନେତାଜୀ ଉଚ୍ଚ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟ ରେ ଆଜି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ବାରିକଙ୍କ ସଭାପତିତ୍ବ ରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ କଂଗ୍ରେସ ପଧାନଙ୍କ ଉଦ୍ଧେଶ୍ୟରେ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଧବଳେଶ୍ଵର ବରିହା ଯୋଗ ଦେଇଥିବା ବେଳେ ସମ୍ମାନିତ…

Read More
ଦକ୍ଷିଣ ଭାରତର ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ବିଶ୍ୱରେ ମୁକ୍ତି ଅବତାର ନାମରେ ପରିଚିତ ଶ୍ରୀ ଭଗବାନଙ୍କ ମହାସମାଧି – ସମୀକ୍ଷା ଖବର

ଦକ୍ଷିଣ ଭାରତର ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ବିଶ୍ୱରେ ମୁକ୍ତି ଅବତାର ନାମରେ ପରିଚିତ ଶ୍ରୀ ଭଗବାନଙ୍କ ମହାସମାଧି

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ୨୦୨୬ ସେପ୍ଟେମ୍ବର ୨୯ ତାରିଖରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ଦକ୍ଷିଣ ଭାରତର ପ୍ରସିଦ୍ଧ ଆଧ୍ୟାତ୍ମିକ ଅବତାରମୂର୍ତ୍ତି ତଥା ବିଶ୍ୱରେ ମୁକ୍ତି ଅବତାର ନାମରେ ଭକ୍ତଙ୍କ ପାଖେ ପରିଚିତ ଆଧ୍ୟାତ୍ମିକ ଗୁରୁ ତଥା ‘ୱାନନେସ୍ ମୁଭମେଣ୍ଟ’ର ପ୍ରତିଷ୍ଠାତା ଶ୍ରୀ ଭଗବାନ ୭୭ ବର୍ଷ ବୟସରେ ମହାସମାଧି ନେଇଛନ୍ତି । ଭକ୍ତମାନେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନ୍ତିମ ବ୍ୟବସ୍ଥା ଓ ଶେଷକୃତ୍ୟ…

Read More
କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକରେ ସଫାଇ ମିତ୍ର ସୁରକ୍ଷା ଓ ସମ୍ମାନ ଶିବିର – ସମୀକ୍ଷା ଖବର

କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକରେ ସଫାଇ ମିତ୍ର ସୁରକ୍ଷା ଓ ସମ୍ମାନ ଶିବିର

ତୁଷାରକାନ୍ତ ତ୍ରିପାଠୀ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର:୩୦/୯,ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକରେ ସଫାଇ ମିତ୍ର ସୁରକ୍ଷା ଓ ସମ୍ମାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱଚ୍ଛତା କର୍ମୀମାନେ ଯୋଗଦେଇଥିଲେ।ଶିବିରରେ କେନ୍ଦ୍ର ସରକାରଙ୍କ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଏହାସହ ସ୍ୱଚ୍ଛତା ଶପଥ ପାଠ, ସ୍ୱଚ୍ଛତା କର୍ମୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷା ଉପକରଣ (PPE Kit) ବଣ୍ଟନ କରାଯାଇଥିଲା।ଏଥିସହ ସ୍ୱଚ୍ଛତା କର୍ମୀମାନଙ୍କୁ ସରକାରଙ୍କ…

Read More
ବର୍ଷାଜଳରେ ବୁଡ଼ିଲା ହୀରିମୂଳକୁ ସଂଯୋଗ କରୁଥିବା ରାସ୍ତା ; ଯାତାୟାତ ପାଇଁ ବୋଟ ଭରସା , ବିଡ଼ିଓ ଓ ଏବିଡ଼ିଓଙ୍କ ସ୍ଥିତି ଅନୁଧ୍ୟାନ – ସମୀକ୍ଷା ଖବର

ବର୍ଷାଜଳରେ ବୁଡ଼ିଲା ହୀରିମୂଳକୁ ସଂଯୋଗ କରୁଥିବା ରାସ୍ତା ; ଯାତାୟାତ ପାଇଁ ବୋଟ ଭରସା , ବିଡ଼ିଓ ଓ ଏବିଡ଼ିଓଙ୍କ ସ୍ଥିତି ଅନୁଧ୍ୟାନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୩୦ : ବନ୍ୟାଜଳରେ ବୁଡ଼ିଯାଇଛି ଓରବରସିଂହରୁ ହିରୁମୂଳ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା। ଫଳରେ ଗ୍ରାମକୁ ଯାତାୟାତର ସ୍ୱାଭାବିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ ଲୋକଙ୍କ ଯାତାୟାତ ପାଇଁ ଏବେ ବୋଟ ଏକମାତ୍ର ଭରସା ପାଲଟିଛି। ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମବାସୀଙ୍କୁ ଯିବାଆସିବା କରିବା ପାଇଁ ବୋଟ ର ସାହାଯ୍ୟ ନେବାକୁ ପଡ଼ୁଛି। ତେବେ ରାସ୍ତା ଜଳମଗ୍ନ ହୋଇଥିଲେ ମଧ୍ୟ…

Read More
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପ୍ରତିବାଦ ଦିବସ ଓ ଧାରଣା – ସମୀକ୍ଷା ଖବର

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପ୍ରତିବାଦ ଦିବସ ଓ ଧାରଣା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ: ୩୦/୯/୨୬ – ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ରାଜ୍ୟ କର୍ମଚାରୀ ମହାସଂଘ (OSREF) ର ଆହ୍ୱାନରେ ରାଜ୍ୟବ୍ୟାପୀ ଅବସରପ୍ରାପ୍ତ କର୍ମଚାରୀଗଣ ସେମାନଙ୍କ ସଂଘ ଜରିଆରେ ସ୍ଥାନୀୟ ବ୍ଲକ୍, ସବଡିଭିଜନ ଓ ଜିଲ୍ଲାସ୍ତରରେ “ପ୍ରତିବାଦ ଦିବସ ” ପାଳନର ଆହ୍ଵାନ ଥିଲା । ତଦନୁଯାୟୀ ବଡ଼ସାହି ଏବଂ ବେତନଟୀ ବ୍ଳକ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପୃଥକ ଭାବେ ବଡ଼ସାହି ଓ ବେତନଟୀ ଗୋଷ୍ଠୀ ଉନ୍ନୟନ…

Read More