ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ ନୂଆପଡ଼ା
ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ବରଗଡ଼ ଗସ୍ତ – ସମୀକ୍ଷା ଖବର

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ବରଗଡ଼ ଗସ୍ତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ : ବରଗଡ଼: ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ, ସମ୍ବଲପୁରର ଅତିରିକ୍ତ ଉପନିର୍ଦ୍ଦେଶିକା ତଥା ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) ଶ୍ରୀ ସନତ ପାଢ଼ୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ…

Read More
ଆଲୁଅ ଆଶାରେ ଅନ୍ଧାର, ବିନା ବିଜୁଳିରେ ବିଦ୍ୟାର୍ଥୀ – ସମୀକ୍ଷା ଖବର

ଆଲୁଅ ଆଶାରେ ଅନ୍ଧାର, ବିନା ବିଜୁଳିରେ ବିଦ୍ୟାର୍ଥୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ଶିକ୍ଷାବିଭାଗ ବା ଶିକ୍ଷାନୁଷ୍ଠାନରେ ଅନିୟମିତତା କିମ୍ବା ବିଶୃଙ୍ଖଳା ଭଳି କାର୍ଯ୍ୟପନ୍ଥାକୁ ସହଜରେ ଗ୍ରହଣ ହୋଇନଥାଏ । କାରଣ ସେଇ ମହାନ ଅନୁଷ୍ଠାନ ହିଁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ ଜରିଥାଏ । ତେଣୁ ସମସ୍ତ ଦାୟିତ୍ୱବାନ ବାପାମା ତାଙ୍କ ପିଲାଙ୍କୁ ପଢ଼ାଇବାକୁ ଭଲ ଶିକ୍ଷାନୁଷ୍ଠାନ ଆପଣାଇ ଥାଆନ୍ତି । ମାତ୍ର ଅନେକ ସମୟରେ ଏଭଳି ମହାନ ଅନୁଷ୍ଠାନରେ ବିଶୃଙ୍ଖଳା ଖବର ପାଇଁ…

Read More
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ସମୀକ୍ଷା ଖବର

ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା / ସମୀକ୍ଷା ନ୍ୟୁଜ : ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, କଲ୍ୟାଣ ଓ ଜୀବିକାର ସୁଦୃଢ଼ୀକରଣ ସହ ଜିଲ୍ଲାରେ ପ୍ରବାସ ପ୍ରଥା ହ୍ରାସ ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକ ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ବିଭିନ୍ନ…

Read More
ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ମିଳୁନି ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ – ସମୀକ୍ଷା ଖବର

ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ମିଳୁନି ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ : ଅଭିଭାବକ ମହଲରେ ଅସନ୍ତୋଷ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଚେତାବନୀଧାମନଗର, ୩୦/୯ (ସମୀକ୍ଷା ନିୟୁଜ ): ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପୋଷଣଭିତ୍ତିକ କାର୍ଯ୍ୟକ୍ରମ ଜାରି ରହିଛି। ଏହାର ଅଂଶସ୍ୱରୂପ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ ଯୋଗାଇ ଦିଆଯାଉଛି। ତେବେ ଏହି ଯୋଜନାର ସୁଫଳ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଉନଥିବା ଅଭିଯୋଗ ଏବେ ସାମ୍ନାକୁ…

Read More
ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ – ସମୀକ୍ଷା ଖବର

ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ : ନୂଆପଡା /ଖଡ଼ିଆଳ -30 ସେପ୍ଟେମ୍ବର 2026 ଆମ ଦେଶ ର ରାଷ୍ଟ୍ର ଭାଷା ହିନ୍ଦୀ। ଏହି ଭାଷା ର ଉତ୍ତମ ବ୍ୟବହାର ଓ ଯୋଗାଯୋଗ ର ମାଧ୍ୟମ ଉପଯୋଗୀ ପାଇଁ ସମସ୍ତଙ୍କ ପ୍ରୟାସ ରହିଛି। ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା, ଆତ୍ମବିଶ୍ୱାସ ଓ ଭବିଷ୍ୟତ ଦିଗକୁ ସୁଦୃଢ଼ କରିବା ମଧ୍ୟ ଶିକ୍ଷାର ଏକ ମୁଖ୍ୟ ଅଂଶ। ଏହି ଚିନ୍ତାଧାରା ସହିତ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଓ ଛାତ୍ରଛାତ୍ରୀଙ୍କ…

Read More
ପାରାଦୀପ ଅବକାରୀ ବିଭାଗର ଚଢ଼ାଉ – ସମୀକ୍ଷା ଖବର

ପାରାଦୀପ ଅବକାରୀ ବିଭାଗର ଚଢ଼ାଉ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ଗଞ୍ଜେଇ ଓ ଅବକାରୀ ମାମଲାରେ ୪ ଜଣ ଗିରଫ: ପାରାଦୀପ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଓ ବେଆଇନ ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। (କ) ପାରାଦୀପ ଅବକାରୀ ରେଞ୍ଜ: ନିମିଢ଼ି ଗ୍ରାମ ରାସ୍ତା ନିକଟରେ ଚଢ଼ାଉ କରାଯାଇ ୧୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବାବେଳେ…

Read More
ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ – ସମୀକ୍ଷା ଖବର

ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ: ଧାମନଗର, ୨୯/୦୯:(ସମୀକ୍ଷା ନିୟୁଜ )ପରିବାର ପକ୍ଷରୁ ଅଭିଯୋଗ ହେବାର ଦିନକ ପରେ ନିଖୋଜ ବୋହୂଙ୍କୁ କେନ୍ଦୁଝର ଜିଲ୍ଲାରୁ ଉଦ୍ଧାର କରିଛି ଧାମନଗର ପୋଲିସ। ଧାମନଗର ଥାନା ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ୍ ତୁରୁମୁଙ୍ଗା ଅଞ୍ଚଳରେ ଚଢ଼ାଉ କରି ନିଖୋଜ ବୋହୂ ଚନ୍ଦନାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଚନ୍ଦନାଙ୍କ ଶ୍ୱଶୁର ନିରଞ୍ଜନ ଜେନା ଗତ ୨୭ ତାରିଖରେ ବୋହୂ ନିଖୋଜ ଥିବା ନେଇ ଧାମନଗର…

Read More
ପୁରୀ_ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନର ନିୟମିତ ବିଳମ୍ୱ, ଅସୁରକ୍ଷିତ ଯାତ୍ରା ଓ ବିପଦ ଆଶଙ୍କା – ସମୀକ୍ଷା ଖବର

ପୁରୀ_ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନର ନିୟମିତ ବିଳମ୍ୱ, ଅସୁରକ୍ଷିତ ଯାତ୍ରା ଓ ବିପଦ ଆଶଙ୍କା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ : ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ (୧୨୮୯୧/୯୨)ନମ୍ବର ଟ୍ରେନ ମୟୂରଭଞ୍ଜ ସମେତ ବାଲେଶ୍ଵର ବାସୀଙ୍କ ପାଇଁ ଭୁବନେଶ୍ଵର ଓ ପୁରୀ ମଧ୍ୟରେ ଯାତାୟାତ ଓ ଯୋଗାଯୋଗର ଏକ ପ୍ରମୁଖ ରେଳସେବା ଭାବେ ପରିଚିତ । ଅନେକ ଯାତ୍ରୀ ଏହି ଟ୍ରେନକୁ ଭରସା ଓ ନିର୍ଭର କରୁଥିବା ସମୟରେ ପୁରୀରୁ ଫେରିବା ସମୟରେ ନିୟମିତ ବିଳମ୍ବକୁ ନେଇ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ବିଳମ୍ବ…

Read More
ଶିମିଳିପାଳ ପାଦଦେଶରେ ବେଆଇନ ପଥରଖାଦାନ ତଦନ୍ତ ନେଇ ଏନଏଚଆରସି ର ଜିଲ୍ଲାପାଳଙ୍କୁ ଚିଠି – ସମୀକ୍ଷା ଖବର

ଶିମିଳିପାଳ ପାଦଦେଶରେ ବେଆଇନ ପଥରଖାଦାନ ତଦନ୍ତ ନେଇ ଏନଏଚଆରସି ର ଜିଲ୍ଲାପାଳଙ୍କୁ ଚିଠି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ଖଣି ଲୁଟକୁ ବନ୍ଦ ନେଇ ତୀବ୍ର ବିରୋଧ ଚାଲିଥିବା ସମୟରେ ମୟୂରଭଞ୍ଜ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଚାଲିଥିବା ବେଆଇନ ପଥର ଖାଦାନକୁ ନେଇ ଜାତୀୟ ମାନବାଧିକାର କମିଶନ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ତଦନ୍ତ ପୂର୍ବକ ଦୁଇ ସପ୍ତାହ ମଧ୍ୟରେ ଏ ଟି ଆର ( ଆକ୍ସନ ଟେକେନ୍ ରିପୋର୍ଟ) ଦାଖଲ କରିବାକୁ ମଧ୍ୟ କମିଶନ ତରଫରୁ ମୟୂରଭଞ୍ଜ…

Read More
ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ – ସମୀକ୍ଷା ଖବର

ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୯ ସେପ୍ଟେମ୍ବର: ଖୋରଧା ଜିଲ୍ଲାର ନରଣଗଡ଼ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଥଲେଟିକ୍‌ ମିଟ୍‌ରେ ଯୋଗଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ହେଉଛନ୍ତି ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଛାତ୍ର ଅର୍ଣ୍ଣବ ସାହୁ। ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ଓ ସମ୍ପର୍କୀୟମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ତଦାରଖ ଏବଂ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା…

Read More