ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ ନୂଆପଡ଼ା
ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର – ସମୀକ୍ଷା ଖବର

ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ :କାଶୀପୁର, ୧୫/୯:ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି। ଦେଶ ଚନ୍ଦ୍ରପୃଷ୍ଠରେ ଘର ନିର୍ମାଣର ସ୍ୱପ୍ନ ଦେଖୁଛି। ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଏକ ପାହାଡ଼ିଆ ଗାଁରେ ଆଜି ବି ଲୋକେ ପିଇବା ପାଣି ପାଇଁ ପ୍ରାୟ ୩୦୦ ଫୁଟ ତଳକୁ ଖସୁଛନ୍ତି। ଶିକ୍ଷା, ରାସ୍ତା, ପାନୀୟ ଜଳ, ଅଙ୍ଗନବାଡ଼ି ଓ ଷ୍ଟ୍ରିଟ୍‌ଲାଇଟ୍‌ ଭଳି ମୌଳିକ ସୁବିଧା ଏଠାରେ ଏବେ ବି ସ୍ୱପ୍ନ। କାଶୀପୁର ବ୍ଲକ…

Read More
ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ – ସମୀକ୍ଷା ଖବର

ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୩୦/୯ : ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ନିରାପଦ ଭାବେ ପାଳନ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l ଏଥର ପୂଜାରେ ଡିଜେ ଓ ଲେଜର ଲାଇଟ୍‌ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି l ନିର୍ଦ୍ଧାରିତ ମାନଦଣ୍ଡ ଓ ଅନୁମତି ଅନୁଯାୟୀ କେବଳ ମାଇକ୍‌ ବ୍ୟବହାର କରାଯାଇପାରିବ ବୋଲି ପୂଜା କମିଟି ଗୁଡ଼ିକୁ…

Read More
ଅନ୍ତରାଜ୍ୟ ଚୋରକୁ କାବୁ କଲା ପଡିଆ ପୁଲିସ:ପଡୋଶୀ ରାଜ୍ୟରେ ୨୫ ଡକାୟତି ମାମଲା ପରେ ଓଡ଼ିଶାରେ ଥିଲା ନଜର – ସମୀକ୍ଷା ଖବର

ଅନ୍ତରାଜ୍ୟ ଚୋରକୁ କାବୁ କଲା ପଡିଆ ପୁଲିସ:ପଡୋଶୀ ରାଜ୍ୟରେ ୨୫ ଡକାୟତି ମାମଲା ପରେ ଓଡ଼ିଶାରେ ଥିଲା ନଜର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଥିବା ଜଣେ ଅନ୍ତରାଜ୍ୟ ଚୋରକୁ କାବୁ କରିଛି ପଡିଆ ପୁଲିସ। ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ପଡିଆ ଥାନା ଅଞ୍ଚଳରେ ଚୋରି ଘଟଣାର ତଦନ୍ତ କରି ପୁଲିସ ଭଦ୍ରାଚଳମ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଙ୍କ ନାମ କାନିଥି ଭେଙ୍କେଟେଶ୍ୱରାଲୁ ବୋଲି ଜଣାପଡିଛି । ପୁଲିସ ସୂଚନା ଅନୁଯାୟୀ, ଏମଭି-୧୧୭ ଗ୍ରାମର ପୂର୍ଣ୍ଣିମା ସାନା ଅସୁସ୍ଥତା କାରଣରୁ…

Read More
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଅଯୋଧ୍ୟା-ବାରାଣସୀ ଗସ୍ତ: ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଅଯୋଧ୍ୟା-ବାରାଣସୀ ଗସ୍ତ: ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟା ଏବଂ ବାରାଣସୀ ଗସ୍ତ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ତୀର୍ଥଯାତ୍ରୀଙ୍କୁ ବିଦାୟ ଦେବା ସହ ଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ତୀର୍ଥଯାତ୍ରାରେ ମାଲକାନଗିରି ଜିଲ୍ଲାରୁ ମୋଟ…

Read More
ମାଲକାନଗିରି ସଂସ୍କୃତି ଭବନଠାରେ ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ ପାଳିତ – ସମୀକ୍ଷା ଖବର

ମାଲକାନଗିରି ସଂସ୍କୃତି ଭବନଠାରେ ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ ପାଳିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ମାଲକାନଗିରି ବନଖଣ୍ଡ ପକ୍ଷରୁ ସଂସ୍କୃତି ଭବନଠାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ–୨୦୨୬ ଅତି ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବନ୍ୟପ୍ରାଣୀ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସୁସ୍ଥ ସହାବସ୍ଥାନର ବାର୍ତ୍ତା ନେଇ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଯୋଗ ଦେଇଥିବା ବେଳେ…

Read More
ମାଲକାନଗିରିରେ “ଆଙ୍ଗନ କି ଉତ୍ସବ” ପାଳିତ: ପୁଷ୍ଟି ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ନେଇ ଗୁରୁତ୍ୱ – ସମୀକ୍ଷା ଖବର

ମାଲକାନଗିରିରେ “ଆଙ୍ଗନ କି ଉତ୍ସବ” ପାଳିତ: ପୁଷ୍ଟି ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ନେଇ ଗୁରୁତ୍ୱ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି ସ୍ତରରେ କିଶୋରୀ, ପ୍ରସୂତି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସଚେତନତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଆଡ଼ମ୍ବର ସହକାରେ ଆଙ୍ଗନ କି ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ୧୧୯ କୋଲୋନି ଅଙ୍ଗନବାଡ଼ି କେନ୍ଦ୍ରଠାରେ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୂଚିତା ପଣ୍ଡା, ପ୍ରକଳ୍ପ ଅଧିକାରିଣୀ ସଭ୍ୟାରାଣୀ ମାଝୀ, ମମତା ଜିଲ୍ଲା ପ୍ରକଳ୍ପ…

Read More
ବେଆଇନ ଆୟରେ ସମ୍ପତ୍ତି ଠୁଳ ଅଭିଯୋଗ: AEE ଶିଶିର କୁମାର ଦାଶ ଗିରଫ – ସମୀକ୍ଷା ଖବର

ବେଆଇନ ଆୟରେ ସମ୍ପତ୍ତି ଠୁଳ ଅଭିଯୋଗ: AEE ଶିଶିର କୁମାର ଦାଶ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ମାଥିଲି ବ୍ଲକରେ AEE ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ମାଲକାନଗିରି DRDAରେ ସଂଲଗ୍ନ ଥିଲେ।ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶିର କୁମାର ଦାଶଙ୍କ ବିଭିନ୍ନ ସମ୍ପତ୍ତି ଉପରେ ହୋଇଥିବା ତଲାସୀ ସମୟରେ ୨ଟି ବହୁତଳ କୋଠା, ଯାହାର ମୋଟ ନିର୍ମିତ…

Read More
ମାଲକାନଗିରିରେ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ – ସମୀକ୍ଷା ଖବର

ମାଲକାନଗିରିରେ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି/ ମାଲକାନଗିରି / ସମୀକ୍ଷା ନିୟୁଜ:୩୦/୦୯/୨୬୧୫୭ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଲକାନଗିରି ପରିସରରେ ଏକ ଜିଲ୍ଲାସ୍ତରୀୟ ହାଇସ୍କୁଲ ପର୍ୟ୍ୟାୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ମୋଟ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏଥିରେ ବିଚାରକ ଭାବେ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ସେଠୀ,…

Read More
ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ , ୧୨ ଜଣ ଗିରଫ , ପୁଲିସର ତଦନ୍ତ ଜାରୀ – ସମୀକ୍ଷା ଖବର

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ , ୧୨ ଜଣ ଗିରଫ , ପୁଲିସର ତଦନ୍ତ ଜାରୀ

ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ: Anchor:ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ ମେରାଗାଁରେ ରବିବାର ଗୁଣି ଗାରେଡ଼ି ସନ୍ଦେହକୁ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚ଼ନା ଯୋଗ୍ୟ ମେରାପଲ୍ଲୀ ପଞ୍ଚାୟତ ଅଧିନ ମେରାମା ଗ୍ରାମ କନ୍ଧ ସାହିର ରାମ ମଳିକ (୫୦) ଗ୍ରାମାଞ୍ଚଳର ରୋଗ ବ୍ୟାଧିରେ ପ୍ରପୀଡ଼ିତ ଲୋକଙ୍କୁ ଚେରମୂଳି ୱୌଷଧ ଦେଇ ରୋଗ ଉପଶମ କରୁଥିଲେ । ଏହାକୁ…

Read More
ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ – ସମୀକ୍ଷା ଖବର

ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ : ବରଗଡ଼: ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା ବରଗଡ଼ସ୍ଥିତ ଉଦ୍ୟାନ କୃଷି ଭବନ ସମ୍ମିଳନୀ କକ୍ଷଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “ଡିଜିଟାଲ୍ ଏଜେଣ୍ଡା ଏଣ୍ଡ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁ ରିଡିଜାଇନ୍ ଟୁରିଜିମ୍” (Digital Agenda and Artificial Intelligence to Redesign…

Read More