ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଶ୍ମଶାନ ଜମି ଚିହ୍ନଟରେ ବିଳମ୍ବ, ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା – ସମୀକ୍ଷା ଖବର

ଶ୍ମଶାନ ଜମି ଚିହ୍ନଟରେ ବିଳମ୍ବ, ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା

ସରକାରୀ ରେକର୍ଡରେ ୩ ଏକରରୁ ଊର୍ଦ୍ଧ୍ୱ ଜମି, ତଥାପି ଶବ ସତ୍କାର ପାଇଁ ନାନା ସମସ୍ୟା ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୯ ସେପ୍ଟେମ୍ବର: ସରକାରୀ ରାଜସ୍ୱ ରେକର୍ଡରେ ଶ୍ମଶାନ ପାଇଁ ଜମି ରହିଛି। ହେଲେ ଉକ୍ତ ଜମିର ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ କି ଶବ ସତ୍କାର ସମୟରେ ଆଶ୍ରୟ ନେବା ପାଇଁ ପ୍ରତୀକ୍ଷା…

Read More
ଟୁପାଉଡ଼ର ଖେଳପଡ଼ିଆରେ ଜଳ ନିରାପତ୍ତା ଓ ସରକାରୀ ଯୋଜନା ରୂପାୟନ ନେଇ ଗ୍ରା.ପ. ସ୍ତରୀୟ ସମନ୍ୱୟ ମେଳା – ସମୀକ୍ଷା ଖବର

ଟୁପାଉଡ଼ର ଖେଳପଡ଼ିଆରେ ଜଳ ନିରାପତ୍ତା ଓ ସରକାରୀ ଯୋଜନା ରୂପାୟନ ନେଇ ଗ୍ରା.ପ. ସ୍ତରୀୟ ସମନ୍ୱୟ ମେଳା

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା. ୨୯.୦୯.୨୦୨୬ (ଭଗବାନ ମହାନ୍ତି)ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡ଼ାର ଗ୍ରାମ ଖେଳପଡିଆ ଠାରେ “ଜଳ ନିରାପତ୍ତା ଓ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ” ନିମନ୍ତେ ଟୁପାଉଡ଼ାର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକ ସମନ୍ୱୟ ମେଳା ଜନମୁକ୍ତି ଅନୁଷ୍ଠାନ ଓ ଗ୍ରାମ ବିକାଶ ସଂସ୍ଥାଙ୍କ ସହଯୋଗରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣ ବାଗ ସଭାପତିତ୍ୱ କରିଥିବା ବେଳେ…

Read More
ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ – ସମୀକ୍ଷା ଖବର

ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ସସ୍ନୁଦ ଇଣ୍ଟରୀୟର ଆଣ୍ଡ କଷ୍ଟ୍ରସନ ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ ରଙ୍ଗୀୟା ଗଡ଼ ଗ୍ରାମରେ ଅଫିସ ଖୋଲି ଜମି ପ୍ଲଟୀଙ୍ଗ କାମ କରୁଥିବା ବେଳେ ଭୂତୁମୁଣ୍ଡାଇ ର ରାଜେନ୍ଦ୍ର ଦାସ୍ ନାମକ ଜଣେ ବ୍ୟକ୍ତି ସେମାନଙ୍କର ଚିହ୍ନା ଜଣା ଥିବା ରୁ ତାଙ୍କୁ ଡ଼ାକି ସେମାନଙ୍କ ସହିତ ସାମିଲ ହୋଇ ଜମି ପ୍ଳଟିଙ୍ଗ କାମରେ ସାମିଲ ହୋଇ କାମ କରିବାକୁ ପ୍ରବାତାଇ ଥିଲେ l ଉକ୍ତ…

Read More
ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ :ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ – ସମୀକ୍ଷା ଖବର

ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ :ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ

ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ |ସ୍ୱଦେଶୀ ଜାଗରଣ ମଞ୍ଚର ବିଜ୍ଜୟ ରାଉତ, ପ୍ରଦୀପ ଷଡ଼ଙ୍ଗୀ, ଭଗବାନ ସ୍ୱାଇଁ, ଭଗବାନ ମହାନ୍ତି, ଜ୍ଞାନ ପରିଡା, ମନୋଜ ମହାପାତ୍ର ଓ ଡ଼ ଶୁଭଶ୍ରୀ ମହାନ୍ତି ମହାବିଦ୍ୟାଳୟ ତରଫରୁ ମଞ୍ଚ ଉପରେ ଉପସ୍ଥିତ ଥିଲେ

Read More
ରାସ୍ତା ନାହିଁ, ଆମ୍ବୁଲାନ୍ସ ନାହିଁ :କାଠ ଖଟିଆରେ ବୁହାହେଲା ରୋଗୀ – ସମୀକ୍ଷା ଖବର

ରାସ୍ତା ନାହିଁ, ଆମ୍ବୁଲାନ୍ସ ନାହିଁ :କାଠ ଖଟିଆରେ ବୁହାହେଲା ରୋଗୀ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡା ତା 29/9/26ଗାଁ କୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ପୁଣି ୬ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ପଞ୍ଚାୟତର କାଞ୍ଜୁମାହା ନିକଟସ୍ଥ ନୁଆପଦର ଗାଁ ର ନଳିନୀ ମଳିକ ନାମକ ଜଣେ ମହିଳା କୌଣସି କାରଣ ବଶତଃ ତଳେ ପଡ଼ିଯିବା ପରେ ତାଙ୍କ ଗୋଡ଼…

Read More
କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’ – ସମୀକ୍ଷା ଖବର

କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୯/୯/୨୦୨୬: ପିଏମ୍‌ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ରୁଫ୍‌ଟପ୍‌ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ କଳାହାଣ୍ଡିରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି।ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସବୁଜ ପତାକା ଦେଖାଇ ‘ସୋଲାର ରଥ’ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ…

Read More
ମୁରିବାହାଲ ବ୍ଲକସ୍ତରୀୟ କବାଡି ଚୟନ ସମ୍ପନ୍ନ, ୨୯୨ ଜଣ ଖେଳାଳିଙ୍କ ଅଂଶଗ୍ରହଣ – ସମୀକ୍ଷା ଖବର

ମୁରିବାହାଲ ବ୍ଲକସ୍ତରୀୟ କବାଡି ଚୟନ ସମ୍ପନ୍ନ, ୨୯୨ ଜଣ ଖେଳାଳିଙ୍କ ଅଂଶଗ୍ରହଣ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୨୯/୦୯/୨୬ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା କବାଡି ଚୟନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଚାରିଟି ଜୋନରୁ ମୋଟ ୨୯୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ।…

Read More
ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ

ସୁନୀଲ କୁମାର ବିଶି /ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ସମୀକ୍ଷା ନ୍ୟୁଜ :ଭବାନୀପାଟଣା, ୨୯/୯/୨୦୨୬: ଆସନ୍ତା ଦୁର୍ଗାପୂଜା ଓ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତ୍ରଯାତ୍ରା-୨୦୨୬ର ସୁଚାରୁ ପରିଚାଳନା ନିମନ୍ତେ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଆସନ୍ତା ୧୯ ଅକ୍ଟୋବର ମା’ ମାଣିକେଶ୍ୱରୀଙ୍କ ଛତ୍ରଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମାପନ କରିବା ନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମା’ଙ୍କ ଛତର ଜେନାଖାଲରେ…

Read More
ମୁରିବାହାଲରେ ହାତୀ ଆତଙ୍କ, ଫସଲ ଓ ଘରଦ୍ୱାର ନଷ୍ଟ, ଚିନ୍ତାରେ ଚାଷୀ – ସମୀକ୍ଷା ଖବର

ମୁରିବାହାଲରେ ହାତୀ ଆତଙ୍କ, ଫସଲ ଓ ଘରଦ୍ୱାର ନଷ୍ଟ, ଚିନ୍ତାରେ ଚାଷୀ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦୀର୍ଘ ଦୁଇ ବର୍ଷ ହେଲା ଏହି ଅଞ୍ଚଳରେ ବଣୁଆ ହାତୀପଲଙ୍କ ଚଳପ୍ରଚଳ ଜାରି ରହିଥିବା ବେଳେ ଏବେ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଲାଗି ରହିଛି। ସନ୍ଧ୍ୟା ହେଲେ ଗାଁ ଲୋକେ ନିଜ ଛୋଟ ପିଲାଙ୍କୁ ଧରି…

Read More
ଅପହଞ୍ଚ ଇଲାକାର କରୁଣ କାହାଣୀ:ଗର୍ଭବତୀ ୬ କିଲୋମିଟର ବୁହାହେଲେ – ସମୀକ୍ଷା ଖବର

ଅପହଞ୍ଚ ଇଲାକାର କରୁଣ କାହାଣୀ:ଗର୍ଭବତୀ ୬ କିଲୋମିଟର ବୁହାହେଲେ

ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ : ମୋହନା ବ୍ଲକ, ମୋହନାଗୁଡ଼ାର ଜନନୀ ଯନ୍ତ୍ରଣା, ଗଜପତି ଜିଲ୍ଲା ମୋହନା ବ୍ଲକ ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ମୋହନା ଗୁଡାରେ ଜନନୀ ଯନ୍ତ୍ରଣା ବାଉଁଶ ନଳାରେ ନିଜ ଲୁଗାରେ ଦୁଳା କରି ଭାରରେ ବୁହା ହୋଇଥିବl ଦୃଶ୍ୟ ଦେଖିବାକୁ ମିଳିଛି I ରାସ୍ତା ନ ଥିବାରୁ ଯାଇପାରିଲା ନାହିଁ ମୋହନାଗୁଡା ଗାଁକୁ ଆମ୍ବୁଲାନ୍ସ ଫଳରେ ସେହି ଗାଁର ଜେନିସ ମାଝିଙ୍କ ସ୍ତ୍ରୀ ମାଳତୀ ମାଝୀ ନାମକ ଜଣେ…

Read More