ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଭୁବନେଶ୍ୱର ହେବ ଦେଶର ୧ ନମ୍ବର ସ୍ୱଚ୍ଛ ସହର: ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

ଭୁବନେଶ୍ୱର ହେବ ଦେଶର ୧ ନମ୍ବର ସ୍ୱଚ୍ଛ ସହର: ମୁଖ୍ୟମନ୍ତ୍ରୀ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ଭୁବନେଶ୍ୱରକୁ ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ସହରର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ କହିଛନ୍ତି। ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଖଣ୍ଡଗିରି ଅଞ୍ଚଳରେ…

Read More
ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ଏବଂ ୪ ଜଣ ଇସ୍ରାଏଲୀ ନାଗରିକ ନିଜ ଜୀବନକୁ ବାଜିରେ ଲଗାଇ ୧୭୪ ଜଣ ଯାତ୍ରୀଙ୍କୁ ରକ୍ଷା କଲେ – ସମୀକ୍ଷା ଖବର

ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ଏବଂ ୪ ଜଣ ଇସ୍ରାଏଲୀ ନାଗରିକ ନିଜ ଜୀବନକୁ ବାଜିରେ ଲଗାଇ ୧୭୪ ଜଣ ଯାତ୍ରୀଙ୍କୁ ରକ୍ଷା କଲେ

ଭୁବନେଶ୍ୱର ବ୍ୟୁରୋ / ସମୀକ୍ଷା ନ୍ୟୁଜ : ଦୁବାଇରୁ ତେଲ ଅଭି ଅଭିମୁଖେ ଯାଉଥିବା ‘ଫ୍ଲାଇଦୁବାଇ’ ର ଫ୍ଲାଇଟ୍ FZ1073 ଯେତେବେଳେ ହଜାର ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା, ସେତେବେଳେ କକପିଟ୍ ଭିତରେ ରକ୍ତମୁଖା ସାଜିଥିଲେ କୋ-ପାଇଲଟ। ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ନିଜର ସହକର୍ମୀ ତଥା ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହିଁଥିଲେ। ମାତ୍ର କିଛି ମିନିଟ୍ ମଧ୍ୟରେ ବିମାନଟି ୧୪ ହଜାର ଫୁଟ ତଳକୁ ଖସିବାକୁ ଲାଗିଥିବାବେଳେ,…

Read More
ବୟସ ବାଧକ ସାଜିପାରିଲାନି, ୮୦ ବର୍ଷ ବୟସରେ ପାଠ ପଢୁଛନ୍ତି ଖାମିନ – ସମୀକ୍ଷା ଖବର

ବୟସ ବାଧକ ସାଜିପାରିଲାନି, ୮୦ ବର୍ଷ ବୟସରେ ପାଠ ପଢୁଛନ୍ତି ଖାମିନ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ା ପଞ୍ଚାୟତ ବଡ଼ଉଡ଼ା ଗ୍ରାମର ୮୦ ବର୍ଷୀୟ ଖାମିନ ମହାନନ୍ଦ।ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ନୁହେଁ, ଏହାର ଜ୍ୱଳନ୍ତ ଉଦାହରଣ ପାଲିଟିଇଛନ୍ତି। ଗାଁରେ ଚାଲିଥିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ରେ ସାମିଲ ହୋଇ ସେ ପୁଣିଥରେ ହାତରେ ଖଡ଼ି ଧରିଛନ୍ତି। ନାତୁଣୀ ଗୁଞ୍ଜନ ଓ ତ୍ରିଶାଙ୍କ ସହଯୋଗରେ ଖାମିନ ଅକ୍ଷର ଚିହ୍ନିବା, ପଢ଼ିବା ଓ ଲେଖିବା ଶିଖୁଛନ୍ତି। ଛୋଟବେଳେ…

Read More
ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ସ୍ୱଚ୍ଛତା ଅଭିଯାନ ଓ ସ୍ୱାସ୍ଥ୍ୟ ଶିବିର – ସମୀକ୍ଷା ଖବର

ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ସ୍ୱଚ୍ଛତା ଅଭିଯାନ ଓ ସ୍ୱାସ୍ଥ୍ୟ ଶିବିର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା,୧ ଅକ୍ଟୋବର :- ଖୋରଧା ସ୍ଥିତ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ଏକ ସ୍ୱଚ୍ଛତା ଅଭିଯାନ ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉତ୍ସବ କମିଟିର ଗଣମାଧ୍ୟମ ସଂଯୋଜକ ଉମାଶଙ୍କର ପ୍ରସାଦଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୁରୁବାର ସକାଳ ୭ଟାରୁ ବିଦ୍ୟାଳୟର ଏନ.ସି.ସି, ସ୍କାଉଟ୍‌…

Read More
ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ – ସମୀକ୍ଷା ଖବର

ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ

–– ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ ଏବଂ ନକଲି ୟୁପିଆଇ ଆକାଉଣ୍ଟ ବ୍ୟବହାର ସମ୍ପର୍କିତ ଅଭିଯୋଗକୁ ନେଇ ଜଗତସିଂହପୁର ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସ ଥାନାରେ ମାମଲା ରୁଜୁ ହୋଇଛି। ତିର୍ତ୍ତୋଲ ଥାନାରେ ପ୍ରଥମେ ରିତେଶ ଜେନା ଅଭିଯୋଗ କରିଥିବା ବେଳେ ପରବର୍ତ୍ତୀ ତଦନ୍ତରେ ସୌମ୍ୟରଞ୍ଜନ ଓଝା ଓରଫ ବୁବୁ (୨୮)ଙ୍କ ଭୂମିକା ସାମ୍ନାକୁ ଆସିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୌମ୍ୟଙ୍କ…

Read More
ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଷ୍ଟାଫ ନର୍ସଙ୍କ ଧାରଣା: ଅନୁଗୋଳ ବଦଳିକୁ ବିରୋଧ, ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଦାବି – ସମୀକ୍ଷା ଖବର

ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଷ୍ଟାଫ ନର୍ସଙ୍କ ଧାରଣା: ଅନୁଗୋଳ ବଦଳିକୁ ବିରୋଧ, ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଦାବି

ପୁଲକେଶ୍ୱର ମିଶ୍ର, ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୋଳ:​ତାଳଚେରସ୍ଥିତ ପବିତ୍ର ମୋହନ ମେଡିକାଲ କଲେଜରେ କାର୍ଯ୍ୟରତ ଷ୍ଟାଫ ନର୍ସମାନେ ଆଜି ଧାରଣାରେ ବସିଛନ୍ତି। ଏହି ନର୍ସମାନେ ଘଣ୍ଟପଡ଼ା ଏବଂ ଆଖପାଖ ଗାଁର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ସେମାନଙ୍କୁ ଏଠାରେ ଚୁକ୍ତିଭିତ୍ତିକ (Contractual) ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଏବେ ଠିକାଦାରଙ୍କ ଏଚଆର (HR) କହୁଛନ୍ତି ଯେ ଏଠାରୁ ମେଡିକାଲ କଲେଜ ବନ୍ଦ ହୋଇଯିବ ଏବଂ ସେମାନଙ୍କୁ ଅନୁଗୋଳ ମେଡିକାଲ କଲେଜକୁ ବଦଳି (Transfer) କରାଯାଉଛି,…

Read More
ଅଙ୍ଗନବାଡ଼ି କେନ୍ଦ୍ରରେ ତିନି ଦିନ ଧରି ‘ ଆଙ୍ଗନ କା ଉତ୍ସବ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ – ସମୀକ୍ଷା ଖବର

ଅଙ୍ଗନବାଡ଼ି କେନ୍ଦ୍ରରେ ତିନି ଦିନ ଧରି ‘ ଆଙ୍ଗନ କା ଉତ୍ସବ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ/ ଚିକିଟି/ ସମୀକ୍ଷା ପ୍ରତିନିଧି : ଚିକିଟି — ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ ଆନୁକୁଲ୍ୟରେ ଚିକିଟି ବ୍ଲକ ଏବଂ ଏନ୍ ଏ ସି ଅନ୍ତର୍ଗତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଗତ ୨୭.୦୯.୨୬ ଠାରୁ ଆରମ୍ଭ ହୋଇ ୨୯.୦୯.୨୬ ପର୍ଯ୍ୟନ୍ତ ତିନି ଦିନ ଧରି ‘ଆଙ୍ଗନ କା ଉତ୍ସବ’କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଭାବେ ରାଜ୍ୟବ୍ୟାପୀ ପାଳିତ ହେଉଥିବା ରାଷ୍ଟ୍ରୀୟ ପୋଷଣ ମାସ ତଥା…

Read More
ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ – ସମୀକ୍ଷା ଖବର

ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:ଢିଙ୍କିଆ: ଢିଙ୍କିଆ ଅଞ୍ଚଳରେ ନିର୍ମାଣାଧୀନ ଜେଏସ୍ଡବ୍ଲୁ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ଜୀବିକା ଓ ରୋଜଗାର ସମ୍ପର୍କିତ ସମସ୍ୟା ପୁଣିଥରେ ସାମ୍ନାକୁ ଆସିଛି। ଜେଏସ୍ଡବ୍ଲୁ ପାଚେରୀ ପଛପଟେ ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଅସ୍ଥାୟୀ ଦୋକାନ କରି ଜୀବିକା ନିର୍ବାହ କରୁଥିବା କିଛି ପରିବାରଙ୍କ ଦୋକାନ ଭାଙ୍ଗି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଢିଙ୍କିଆ ପଞ୍ଚାୟତର ପାଟଣା ଗାଁର ଶେଷ ଭାଗରେ ଜେଏସ୍ଡବ୍ଲୁ ପାଚେରୀ…

Read More
କଣ୍ଟାବାଞ୍ଜି ସହର ଓ ଗ୍ରାମାଞ୍ଚଳରେ ଦେଶୀ-ବିଦେଶୀ ମଦର ବନ୍ୟା – ସମୀକ୍ଷା ଖବର

କଣ୍ଟାବାଞ୍ଜି ସହର ଓ ଗ୍ରାମାଞ୍ଚଳରେ ଦେଶୀ-ବିଦେଶୀ ମଦର ବନ୍ୟା

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ : ରାସ୍ତାକଡ଼, ମନ୍ଦିର ଓ ସ୍କୁଲ ନିକଟରେ ବେଧଡ଼କ ବିକ୍ରି ଅଭିଯୋଗ; ଅବକାରୀ ବିଭାଗର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ ,ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ଓ ସମସ୍ତ ଗ୍ରାମାଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବେଆଇନ ବିକ୍ରିକୁ ନେଇ ଚିନ୍ତା ବଢ଼ିଛି। ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ—ରାସ୍ତାକଡ଼, ମନ୍ଦିର ନିକଟ, ଶିକ୍ଷାନୁଷ୍ଠାନ ନିକଟ ଏବଂ ପୋଖରୀ ତୁଠ ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ…

Read More
ଏମ୍‌ଭି-୫୩ ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା ,ବନ ବିଭାଗର ତତ୍ପରତା; ସୁସ୍ଥ ହେଲେ ପ୍ରାକୃତିକ ପରିବେଶରେ ଛଡ଼ାଯିବ – ସମୀକ୍ଷା ଖବର

ଏମ୍‌ଭି-୫୩ ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା ,ବନ ବିଭାଗର ତତ୍ପରତା; ସୁସ୍ଥ ହେଲେ ପ୍ରାକୃତିକ ପରିବେଶରେ ଛଡ଼ାଯିବ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:୦୧/୧୦/୨୬ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ଏମ୍‌ଭି-୫୩ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ରେ ସୋମନାଥପୁର ସେକ୍ସନ୍ ଅଧୀନ ପୁଷପାଲି ବିଟ୍‌ର ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଏହି ବଜ୍ରକାପ୍ତାକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।ସୂଚନା ଅନୁଯାୟୀ, ଏମ୍‌ଭି-୫୩ ଗ୍ରାମର ବାସିନ୍ଦା ରବି ରାୟ ନିଜ ଘର ବାରିପଟେ କୁକୁର ଦୀର୍ଘ ସମୟ ଧରି ଭୁକୁଥିବା ଦେଖି ସେଠାକୁ ଯାଇଥିଲେ। ଏହି…

Read More