ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ମିଳିତ ଉତ୍ଥାନ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ – ସମୀକ୍ଷା ଖବର

ମିଳିତ ଉତ୍ଥାନ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଆର୍ଥିକ ବର୍ଷ ୨୦୨୫-୨୬ର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଓଡି ସଦସ୍ୟା ନମିତା ତାଣ୍ଡିଙ୍କ ସଭାପତିତ୍ୱରେ ଏବଂ ମମତା ଭୋଇ ଓ ପ୍ରମୋଦିନୀ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏପିସି ପ୍ରକଳ୍ପ ଅନ୍ତର୍ଗତ ମୁରିବାହାଲ ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତରୁ କମ୍ପାନୀର ଅଂଶୀଦାର ଓ ବିଓଡି…

Read More
ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର: ନଶାମୁକ୍ତ ସମାଜ ଗଠନ ସହ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ଲକ୍ଷ୍ୟରେ ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଜୟପୁର ଶାଖା ପକ୍ଷରୁ ନବରଙ୍ଗପୁର ସରକାରୀ ପଲିଟେକ୍ନିକ୍ କଲେଜ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କେନ୍ଦ୍ରୀୟ ସଂଚାର ବ୍ୟୁରୋ ଜୟପୁର ଶାଖାର କ୍ଷେତ୍ର ଅଧିକାରୀ…

Read More
ନୂଆପଡ଼ାରେ RAMP ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇ ନୀତି ଓ ଡିପିଆର୍ ପ୍ରସ୍ତୁତି ନେଇ ଦକ୍ଷତା ବିକାଶ କର୍ମଶାଳା – ସମୀକ୍ଷା ଖବର

ନୂଆପଡ଼ାରେ RAMP ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇ ନୀତି ଓ ଡିପିଆର୍ ପ୍ରସ୍ତୁତି ନେଇ ଦକ୍ଷତା ବିକାଶ କର୍ମଶାଳା

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା ଜ଼ିଲ୍ଲାରେ‘Raising and Accelerating MSME Performance’ (RAMP) ଯୋଜନା ଅଧୀନରେ ସରକାରୀ ଅଧିକାରୀ, ଶିଳ୍ପ ସଂଘ ଏବଂ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କ ପାଇଁ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛିl ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନ୍ୟୁରସିପ୍ ଡେଭେଲପମେଣ୍ଟ (IED), ଭୁବନେଶ୍ୱର ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର…

Read More
ମାଲକାନଗିରିରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ,  ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଗୋବିନ୍ଦପାଲ୍ଲୀରେ ଅଟକିଥିବା ଟ୍ରକ୍ ଓ ବସ୍ କର୍ମଚାରୀଙ୍କୁ ସହାୟତା – ସମୀକ୍ଷା ଖବର

ମାଲକାନଗିରିରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ, ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଗୋବିନ୍ଦପାଲ୍ଲୀରେ ଅଟକିଥିବା ଟ୍ରକ୍ ଓ ବସ୍ କର୍ମଚାରୀଙ୍କୁ ସହାୟତା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ପ୍ରବଳ ବର୍ଷା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ଜିଲ୍ଲାବାସୀଙ୍କୁ ଏକ ଆଶ୍ୱାସନାପୂର୍ଣ୍ଣ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ। ଗତକାଲି ରାତିରୁ ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ କମିଯାଇଛି ଏବଂ ବନ୍ୟା ସ୍ଥିତିରେ ଦ୍ରୁତ ସୁଧାର ଆସିବା ସହ ସମସ୍ତ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।…

Read More
ବନ୍ୟା ବିପତ୍ତି ମଧ୍ୟରେ ସଞ୍ଜୀବନୀ ସାଜିଲା ଜିଲ୍ଲା ପ୍ରଶାସନ: ଓଡ୍ରାଫ୍‌ର ସାହସିକ ଅଭିଯାନ, ମାଲକାନଗିରିରେ ନବଜାତକଙ୍କ ସୁରକ୍ଷିତ ଜନ୍ମ – ସମୀକ୍ଷା ଖବର

ବନ୍ୟା ବିପତ୍ତି ମଧ୍ୟରେ ସଞ୍ଜୀବନୀ ସାଜିଲା ଜିଲ୍ଲା ପ୍ରଶାସନ: ଓଡ୍ରାଫ୍‌ର ସାହସିକ ଅଭିଯାନ, ମାଲକାନଗିରିରେ ନବଜାତକଙ୍କ ସୁରକ୍ଷିତ ଜନ୍ମ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି/ମାଲକାନଗିରି / ସମୀକ୍ଷା ନିୟୁଜ:ସାମୁଦ୍ରିକ ଝଡ଼ ଅର୍ଣ୍ଣବର ପ୍ରଭାବରେ ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପ୍ରମୁଖ ଜଳସ୍ରୋତ ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହିଭଳି ଏକ ସଙ୍କଟଜନକ ଓ ସଂବେଦନଶୀଳ ସମୟରେ ମାଲକାନଗିରି ଜିଲ୍ଲା ପ୍ରଶାସନର କର୍ତ୍ତବ୍ୟନିଷ୍ଠା, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ମାନବୀୟ ସମ୍ବେଦନଶୀଳତାର ଏକ ଅନନ୍ୟ ଉଦାହରଣ ପ୍ରକାଶ ପାଇଛି।…

Read More
ମାଲକାନଗିରିରେ ସମ୍ବନ୍ଧ ସମବାୟ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ – ସମୀକ୍ଷା ଖବର

ମାଲକାନଗିରିରେ ସମ୍ବନ୍ଧ ସମବାୟ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:ସ୍ଥାନୀୟ ସଂସ୍କୃତି ଭବନଠାରେ ସମବାୟ ସଦସ୍ୟତା ମହା ଅଭିଯାନ ସମ୍ବନ୍ଧ–୨୦୨୬ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ମହୋତ୍ସବ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ମହା ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ସମବାୟ ବ୍ୟବସ୍ଥା ହେଉଛି ଆମ ଜିଲ୍ଲାର ଗ୍ରାମୀଣ ଅର୍ଥନୀତି ଓ…

Read More
ଜୟବୋଡ଼ ଜଗନ୍ନାଥ ମନ୍ଦୀର ରେ ଶ୍ରୀମଦଭାଗବତ ପୂଜା – ସମୀକ୍ଷା ଖବର

ଜୟବୋଡ଼ ଜଗନ୍ନାଥ ମନ୍ଦୀର ରେ ଶ୍ରୀମଦଭାଗବତ ପୂଜା

ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ଖବର: ଇନ୍ଦ୍ରପୂର୍ଣ୍ଣିମା ଓ ଭାଗବତ ଜନ୍ମ ଉପଲକ୍ଷେ ଆଜି ଜଗତସିଂହପୁର ସ୍ଥିତ ଜୟବୋଡ଼ ଜଗନ୍ନାଥ ମନ୍ଦୀର ବାରଣ୍ଡାରେ ଭାଗବତ ପୂଜା ବହୁ ଆଡମ୍ବରରେ ଭକ୍ତ ମାନଙ୍କ ସମାବେଶରେ ଆୟୋଜିତ ହୋଇଯାଇଛି |ଏଥିରେ ପ୍ରଥମେ,ଦବ ଦବ ମହାଦେବଙ୍କର ତଥା ଜଗନ୍ନାଥ ମହାପ୍ରଭୁଙ୍କ ପୂଜା ଅର୍ଚନା କରାଯାଇଥିଲା |ତା ପରେ ସମ୍ପୂର୍ଣ ଭାଗବତ ପଢା ଯାଇଥିଲା |ପ୍ରକାଶ ଥାଉ କି ଆଜି ଇନ୍ଦ୍ରପୂର୍ଣ୍ଣିମା ଏବଂ ଭାଗବତଙ୍କର ଜନ୍ମ ଦିବସ |ଏହିଦିନ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା…

Read More
ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ – ସମୀକ୍ଷା ଖବର

ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ

ଡ଼ ମହେଶ୍ୱର /ସମ୍ପାଦକ / ଭୁବନେଶ୍ୱର / ସମୀକ୍ଷା ନ୍ୟୁଜ: ଓଁ ନମୋ ଭଗବତେ ବାସୁଦେବାୟ l ଆଜି ଭାଗବତ ଜନ୍ମ ଦିବସ l ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ ହୋଇଯାଇଛି। 1970 ମସିହାରୁ ଓୟୁଏଟି ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସବୁଦିନ ସନ୍ଧ୍ୟାରେ ଶ୍ରୀମଦ୍ ଭାଗବତ ପୁରାଣ ପାଠ କରାଯାଏ। ଆଜକୁ ଦୀର୍ଘ 20 ବର୍ଷ ହେବ ପ୍ରତି ବର୍ଷ ଭାଗବତ ଜନ୍ମରେ…

Read More
ବାତ୍ୟା ପ୍ରଭାବରେ ମୟୂରଝାଲିଆର ବାଉଁଶ ନଦୀର ଜଳସ୍ତର ବୃଦ୍ଧି – ସମୀକ୍ଷା ଖବର

ବାତ୍ୟା ପ୍ରଭାବରେ ମୟୂରଝାଲିଆର ବାଉଁଶ ନଦୀର ଜଳସ୍ତର ବୃଦ୍ଧି

ଦୁର୍ଗା ପ୍ରସାଦ ଦାଶ/ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ:ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମୟୂରଝାଲିଆ ଅଞ୍ଚଳରେ ଦେଖାଦେଇଛି ଜଳମଗ୍ନ ପରିସ୍ଥିତି। ମୟୂରଝାଲିଆ ଗ୍ରାମ ନିକଟ ଦେଇ ବହିଯାଇଥିବା ମନ୍ଦାକିନି ନଦୀରେ ବଢ଼ିଛି ଜଳସ୍ତର। ଏହାର ଉପନଦୀ ବାଉଁଶନଦୀରେ ମଧ୍ୟ ବନ୍ୟା ଜଳ ପ୍ରବଳ ବେଗରେ ପ୍ରବାହିତ ହେଉଛି।ବାଉଁଶନଦୀ ଖଣ୍ଡିଶି, ଝାରପଡ଼ା, କାଞ୍ଚନପୁର,ନାଟିମି, ବୋକାଖାଇ ଓ ମୟୂରଝାଲିଆ ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ନଦୀ ଓ ନାଳର ଜଳସ୍ତର ବଢ଼ିବା…

Read More
କେନ୍ଦ୍ରାପଡ଼ା:ୱାରସ ସଂଶୋଧନ – ସମୀକ୍ଷା ଖବର

କେନ୍ଦ୍ରାପଡ଼ା:ୱାରସ ସଂଶୋଧନ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ତହସିଲ ଅଧୀନରେ ୱାରସ ସଂଶୋଧନ (କଲମ-୨) ସମ୍ବନ୍ଧୀୟ ପଟ୍ଟାର ସାମୂହିକ ବିତରଣ କାର୍ଯ୍ୟକ୍ରମ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ୱାରସ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ଅଧିକାରକୁ ସୁନିଶ୍ଚିତ କରିବା ସହ ହିତାଧିକାରୀମାନଙ୍କୁ ସରକାରୀ ରେକର୍ଡରେ ସଠିକ୍ ଭାବେ…

Read More