ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର: ମୁମ୍ବାଇ ଭଳି ଓଡ଼ିଶାରେ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା

ପୁଲକେଶ୍ୱର ମିଶ୍ର,/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍ ତା/ଳଚେର, ଅନୁଗୋଳ (୧୦ ସେପ୍ଟେମ୍ବର ୨୦୨୬) ​କୋଇଲା ନଗରୀ ତାଳଚେରରେ ଏବେଠାରୁ ଆରମ୍ଭ ହୋଇଗଲାଣି ଗଣେଶ ପୂଜାର ଉତ୍ସାହ ଓ ମାହୋଲ । ସାଧାରଣତଃ ତାଳଚେରରେ ଥିବା ବିଭିନ୍ନ ବ୍ୟବସାୟୀ ସଂଘ ଦ୍ୱାରା ଏହି ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ବର୍ତ୍ତମାନ ସମସ୍ତ ବ୍ୟବସାୟୀ ଏବଂ ପୂଜା କମିଟି ନିଜ ନିଜର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସହରର ବିଭିନ୍ନ ଛକ ଓ ରାସ୍ତାରେ ସାଜସଜ୍ଜା…

Read More

କୃଷି ବିଭାଗ ପକ୍ଷରୁ ତୈଳ ବୀଜ ଚାଷ ପ୍ରଶିକ୍ଷଣ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍ /କେନ୍ଦୁଝର: ପାଟଣା:୧୦/୯,ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସଭାଗୃହରେ ଅନୁସୂଚିତ ଜାତିର ୪୦ ଜଣ ଚାଷୀଙ୍କୁ ତୈଳ ବୀଜ ଜାତୀୟ ଚାଷ ଉପରେ ୨ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।ଏଥିରେ ୪୦ ଜଣ ଚାଷୀ ଅଂଶ ଗ୍ରହଣ କରିଛନ୍ତି।ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ ଘଟଗାଁ ବ୍ଲକ ସହ ଅଧିକାରୀ ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ଚାଷୀ ମାନଙ୍କୁ ଧାନ ଚାଷ ପରବର୍ତ୍ତୀ ଲାଭ ଜନକ ତୈଳ…

Read More

ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର :୧୦/୯,କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛି ବ୍ଲକ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ସାହାରପଡା ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ କୁମାର ମହାନ୍ତ ତେଣ୍ଡରା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସରଜମିନ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି, ଗୁଣବତ୍ତା ଓ ସମୟାନୁସାରେ କାର୍ଯ୍ୟ…

Read More

ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୧୦: ଖୋରଧା ଜିଲ୍ଲାର ଗୟାବନ୍ଧ ଅଞ୍ଚଳରେ ଲାଟରାଇଟ୍‌ ଖଣି ଖନନକୁ ନେଇ ଉଠିଥିବା ଅଭିଯୋଗ ଏବେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ ନଜରରେ। ଅନୁମୋଦିତ ଲିଜ୍‌ ସୀମା ବାହାରେ କଥିତ ଖନନ, ପରିବେଶ ନିୟମର ଉଲ୍ଲଂଘନ ଏବଂ ଗଛ କଟାଯିବା ଭଳି ଅଭିଯୋଗର ବାସ୍ତବତା ଯାଞ୍ଚ ପାଇଁ ଏନ୍‌ଜିଟି ଏକ ମିଳିତ ତଦନ୍ତ କମିଟି ଗଠନ କରିଛନ୍ତି। ଆଦେଶର ନକଲ ପାଇବାର…

Read More

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧା ରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୦/୯: ଖୋରଧା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ବୁଧବାର ଏକ ବିସ୍ତୃତ ସମୀକ୍ଷା କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ତଥା ନିର୍ବାଚନୀ ଭୋଟର ତାଲିକା ସଂଶୋଧନ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ତାଙ୍କ ଦ୍ୱିତୀୟ ଖୋରଧା ଗସ୍ତରେ ଆସି ଏହି ସମୀକ୍ଷା କରିଥିଲେ। ତ୍ରୁଟିମୁକ୍ତ, ସ୍ୱଚ୍ଛ ଓ ବିଶ୍ୱସନୀୟ ଭୋଟର…

Read More

କପ୍ତିପଦା-ମହୁଲଡିହାରେ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ପାଳିତ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ ୧୦/୦୯/୨୬ (ସମୀକ୍ଷା ନ୍ୟୁଜ) “ବଞ୍ଚିବାର ମାନେ ନୁହେଁ ଜୀବନ, ମୃତ୍ୟୁ ହିଁ ଜୀବନ। ମାତ୍ର ସେ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ, ବୀରତ୍ୱର ମୃତ୍ୟୁ।” ଭାରତବର୍ଷର କ୍ରାନ୍ତିକାରୀମାନେ ମାଟିମାଆର ମୁକ୍ତି ପାଇଁ ଆତ୍ମବଳି ଦେଇଛନ୍ତି ଏବଂ ସେଥିପାଇଁ ସେମାନେ ଚିରଅମର। ମହାନ ସ୍ୱାଧୀନତା ସଂଗ୍ରାମୀ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ଅବସରରେ ସହିଦ୍ ବାଘାଯତୀନ ସ୍ମୃତି ପୀଠ ଓ କପ୍ତିପଦା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସହିଦ୍ ସ୍ମାରକୀ ସମାରୋହରେ ଯୋଗଦେଇ…

Read More

ନୟାଗଡ଼: ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ : ନୟାଗଡ଼, ତା. ୧୦. ୦୯. ୨୦୨୬- ଆଜି ଅପରାହ୍ନ ଘ. ୨. ୩୦ ମି. ସମୟରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ପୌରହିତ୍ୟରେ ମାନ୍ୟବର ସାଂସଦ ପୁରୀ, ଡା. ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି…

Read More

ଶିକ୍ଷା ବିଭାଗର ବିଚିତ୍ର ନୀତି:ଗୋଟିଏ ହାଇସ୍କୁଲରେ ଦୁଇ ସଂସ୍କୃତ ଶିକ୍ଷକ, ଅଞ୍ଚଳରେ ଅସନ୍ତୋଷ

ରବୀନ୍ଦ୍ର କୁମାର ସାହୁ/ ନୂଆଗାଁ ପ୍ରତିନିଧି,/ସମୀକ୍ଷା ନ୍ୟୁଜ୍, /ନୟାଗଡ଼: ନୂଆଗାଁ, ୧୦/୦୯/୨୦୨୬: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତସ୍ଥିତ ବୟେଜ୍ ହାଇସ୍କୁଲରେ ଦୁଇଜଣ ସଂସ୍କୃତ ଶିକ୍ଷକ କାର୍ଯ୍ୟରତ ଥିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ନୂଆଗାଁ ବ୍ଲକରେ ମୋଟ ୨୩ଟି ହାଇସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୯ଟି ବ୍ଲକ ଗ୍ରାଣ୍ଟ ଏବଂ ୧୪ଟି ସରକାରୀ ହାଇସ୍କୁଲ ରହିଛି। ବାହାଡ଼ାଝୋଲା ବୟେଜ୍ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀରେ ମୋଟ ୮୨ଜଣ…

Read More
ମାଲକାନଗିରି:ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ ଓ ପି.ଏମ୍.ଜି. ପ୍ରଗତି ବୈଠକ ଅନୁଷ୍ଠିତ, ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କଡ଼ା ନିର୍ଦ୍ଦେଶ – ସମୀକ୍ଷା ଖବର

ମାଲକାନଗିରି:ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ ଓ ପି.ଏମ୍.ଜି. ପ୍ରଗତି ବୈଠକ ଅନୁଷ୍ଠିତ, ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କଡ଼ା ନିର୍ଦ୍ଦେଶ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୦/୦୯/୨୬ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ପୌରୋହିତ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ରାଜସ୍ୱ ଏବଂ ପି.ଏମ୍.ଜି. ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ, ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାର ଚାଲୁ ରହିଥିବା ବିଭିନ୍ନ…

Read More
ମାଲକାନଗିରି:ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ – ସମୀକ୍ଷା ଖବର

ମାଲକାନଗିରି:ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୦/୦୯/୨୬ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଉପସ୍ଥିତିରେ ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଏବଂ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଏକ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ବାଙ୍ଗାଲୋରର ଜାତୀୟ ମାନସିକ ସ୍ୱାସ୍ଥ୍ୟ ଏବଂ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମାଲକାନଗିରିର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା…

Read More