ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ – ସମୀକ୍ଷା ଖବର

ଜୟପୁରରେ ପୋଲିସର ବଡ଼ ଆକ୍ସନ୍: ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ୍, ୧୫ ଗିରଫ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ କୋରାପୁଟ ଜିଲ୍ଲା ଜୟପୁର ସହର ର ଘଟିଥିବା ୮ ଚୋରି-ଲୁଟ୍ ମାମଲାର ପର୍ଦ୍ଦାଫାସ ହୋଇଛି । ୧୫ ଅଭିଯୁକ୍ତକୁ ଗିରଫ ୨ ଲକ୍ଷ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି ଜୟପୁର ଟାଉନ ଥାନା ପୋଲିସ। ଜୟପୁର ଟାଉନ୍ ଥାନା ଅଞ୍ଚଳରେ ଚୋରି ଓ ଲୁଟ୍ ଘଟଣାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ସ୍ଥାନରେ ଘଟିଥିବା ୮ଟି ଚୋରି ଓ ଲୁଟ୍ ମାମଲାର ତଦନ୍ତ କରି ପୋଲିସ…

Read More
ମାଛକୁଣ୍ଡରେ ପୁଲିସ ଦ୍ୱାରା ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ – ସମୀକ୍ଷା ଖବର

ମାଛକୁଣ୍ଡରେ ପୁଲିସ ଦ୍ୱାରା ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ • ୨୮ ଜରି ବ୍ୟାଗ୍ • ବୋଲେରୋ ପିକ୍‌ଅପ୍ ଗାଡି ଜବତ କୋରାପୁଟ: ଗଞ୍ଜେଇ ଚାଲାଣ ବିରୋଧରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଡ୍ୟାମ ନିକଟରେ ଚଢ଼ାଉ କରି ପୁଲିସ ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଯୋଗେଶ ଖରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ…

Read More
ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ – ସମୀକ୍ଷା ଖବର

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ମାଲକାନଗିରି: ଲଘୁଚାପଜନିତ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଅନେକ ରାସ୍ତା ଓ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ଓ ଏମ୍‌ଭି-୯୬ ନିକଟସ୍ଥ ୪ଟି ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ NH-326ରେ ମଧ୍ୟ ଯାନବାହନ…

Read More
ବର୍ଷାକୁ ଖାତିର ନକରି ପାରାଦୀପରେ ବିଶ୍ୱକର୍ମା ଭସାଣି: ବାଜା, ଢୋଲ, ନାଚ ଓ ଗୀତରେ ଦେବଶିଳ୍ପୀଙ୍କୁ ଦିଆଗଲା ଭାବବିହ୍ୱଳ ବିଦାୟ – ସମୀକ୍ଷା ଖବର

ବର୍ଷାକୁ ଖାତିର ନକରି ପାରାଦୀପରେ ବିଶ୍ୱକର୍ମା ଭସାଣି: ବାଜା, ଢୋଲ, ନାଚ ଓ ଗୀତରେ ଦେବଶିଳ୍ପୀଙ୍କୁ ଦିଆଗଲା ଭାବବିହ୍ୱଳ ବିଦାୟ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜପାରାଦୀପ, ୨୩/୯: ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ଭସାଣି ଯାତ୍ରା ବୁଧବାର ତୁହାକୁ ତୁହା ବର୍ଷା ସତ୍ତ୍ୱେ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁଁ ପାରାଦୀପର ପୂଜା ପରିବେଶ କିଛିଟା ପ୍ରଭାବିତ ହୋଇଥିଲେ ମଧ୍ୟ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ଉତ୍ସାହରେ କୌଣସି କମି ଦେଖାଯାଇନଥିଲା।ଚଳିତ ବର୍ଷ ପାରାଦୀପରେ ବିଶ୍ୱକର୍ମା ପୂଜା ୭ ଦିନ ଧରି ଆୟୋଜିତ ହୋଇଥିଲା। ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ…

Read More
ପୁଣି ଚର୍ଚ୍ଚାରେ ଲୁଇପା ଡିଗ୍ରୀମହାବିଦ୍ୟାଳୟ: ଫର୍ମ ଫିଲପ୍‌ ନାଁରେ ମାଲେମାଲ୍‌ କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ – ସମୀକ୍ଷା ଖବର

ପୁଣି ଚର୍ଚ୍ଚାରେ ଲୁଇପା ଡିଗ୍ରୀମହାବିଦ୍ୟାଳୟ: ଫର୍ମ ଫିଲପ୍‌ ନାଁରେ ମାଲେମାଲ୍‌ କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୩୪/୦୯/୨୬ (ସମୀକ୍ଷା ନ୍ୟୁଜ) ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି କପ୍ତିପଦା ଉପଖଣ୍ଡର ଏକ ପ୍ରମୁଖ ଡିଗ୍ରୀ କଲେଜ। କିଛି ଦିନ ପୂର୍ବରୁ ଏହି ମହାବିଦ୍ୟାଳୟର ବିଭିନ୍ନ ଅନିୟମିତତାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବାଲେଶ୍ୱରରୁ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ (Regional Director) ଆସି ତଦନ୍ତ କରି ଫେରିଥିଲେ। ତେବେ ସେହି ତଦନ୍ତ ରିପୋର୍ଟ ଏଯାଏଁ ଲୋକଲୋଚନକୁ ଆସି ନ ଥିବା ବେଳେ, ବର୍ତ୍ତମାନ ପୁଣିଥରେ…

Read More
ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ – ସମୀକ୍ଷା ଖବର

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ ବଡ଼ସାହି, ୨୪/୯/୨୬ – ଚାରି ଯୁଗର ଦେବତା ଶ୍ରୀହନୁମାନ ।ସତ୍ୟଯୁଗରେ ସ୍ବୟଂ ଶିବ, ତ୍ରେତୟାରେ ହନୁମାନ, ଦ୍ବାପରର କପିଧ୍ବଜ ତଥା କଳିରେ ଯେଉଁଠି ରାମ ନାମ କୀର୍ତ୍ତନ ହୁଏ ସେଠାରେ ସେ ସ୍ବୟଂ ପ୍ରକଟ ହୋଇ ରାମନାମ ଶ୍ରବଣ କରନ୍ତି । ହନୁମାନଙ୍କୁ ସ୍ମରଣ କରିବା ଓ ତାଙ୍କ ଚାଳିଶାମନ୍ତ୍ରକୁ ଯିଏ ନୈତିକ ଧ୍ୟାନଜପ କରନ୍ତି ତାଙ୍କୁ ସବୁ ସମସ୍ୟାରୁ ମୁକ୍ତି ଓ ଉଦ୍ଧାର କରିଥାନ୍ତି ହନୁମାନ ବୋଲି…

Read More
ଆଇସିୟୁରେ ଝାରସୁଗୁଡ଼ା ପୌର ପରିଷଦ: କର୍ମଚାରୀ ମରୁଡ଼ିରେ ପ୍ରଶାସନିକ ଅଚଳାବସ୍ଥା – ସମୀକ୍ଷା ଖବର

ଆଇସିୟୁରେ ଝାରସୁଗୁଡ଼ା ପୌର ପରିଷଦ: କର୍ମଚାରୀ ମରୁଡ଼ିରେ ପ୍ରଶାସନିକ ଅଚଳାବସ୍ଥା

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା, ୨୩/୯: ସହରର ବିକାଶ ଓ ନାଗରିକ ସେବାର ମୁଖ୍ୟ ଭରସା ଝାରସୁଗୁଡ଼ା ପୌର ପରିଷଦ l ୨୪ଟି ୱାର୍ଡକୁ ନେଇ ଗଠିତ ଏହି ପୌରସଂସ୍ଥା ଉପରେ ରାସ୍ତା ଓ ନାଳ ନିର୍ମାଣ-ରକ୍ଷଣାବେକ୍ଷଣ, ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ହୋଲ୍ଡିଂ ଟିକସ ଆଦାୟ, ଘରବାଡ଼ି ସର୍ବେ, ନକ୍ସା ଯାଞ୍ଚ, ଜବରଦଖଲ ଉଚ୍ଛେଦ, ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ସମେତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ଭଳି ଅନେକ ଦାୟିତ୍ୱ…

Read More
ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ – ସମୀକ୍ଷା ଖବର

ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ

“ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟରେ ମହକିଲା ପରିବେଶ” ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡା, ୨୩/୯ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ମହାସମାରୋହରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି l ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ ସାଙ୍ଗକୁ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ପାଲଟିଥିଲା lକଣ୍ଠଶିଳ୍ପୀ ଦିଲୀପ କୁମାର ଦୀପ ଓ ସାଥୀଙ୍କ ସଂଗୀତ ପରିବେଷଣ…

Read More
ସୁନାବେଡ଼ାରେ ୬୦ ଦିନିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ମେଗା ଡ୍ରାଇଭ୍‌: ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ – ସମୀକ୍ଷା ଖବର

ସୁନାବେଡ଼ାରେ ୬୦ ଦିନିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ମେଗା ଡ୍ରାଇଭ୍‌: ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ ସମୀକ୍ଷା ନ୍ୟୁଜକୋମନା / ନୂଆପଡା ତାରିଖ -23-09-2026 ନୂଆଦିଲ୍ଲୀସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଙ୍କର ନିର୍ଦ୍ଦେଶକ୍ରମେ କୋମନା ବ୍ଲକ ସୁନାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷରୁ ନାଲସା ର ବିଭିନ୍ନ ଯୋଜନା ଗୁଡ଼ିକର ର ସଫଳ ରୂପାୟନ ନିମନ୍ତେ ୬୦- ଦିନିଆ ମେଗା ଡ୍ରାଇଭ୍ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରେ ଜିଲା ଆଇନ ସେବା ପ୍ରାଧିକରଣ ର…

Read More
ଯାଜପୁର ରୋଡ ଆଦର୍ଶ ଥାନା ରୁ ନ୍ୟାୟ ନ ପାଇଁ ଏସପି ଙ୍କ ଦ୍ଵାରସ୍ଥ ହେଲେ ପାଢ଼ୀ ମୋବାଇଲ ଓନର ଦୀପକ କୁମାର ପାଢ଼ୀ – ସମୀକ୍ଷା ଖବର

ଯାଜପୁର ରୋଡ ଆଦର୍ଶ ଥାନା ରୁ ନ୍ୟାୟ ନ ପାଇଁ ଏସପି ଙ୍କ ଦ୍ଵାରସ୍ଥ ହେଲେ ପାଢ଼ୀ ମୋବାଇଲ ଓନର ଦୀପକ କୁମାର ପାଢ଼ୀ

ବିଶ୍ୱଜିତ ଦାଶ / କୋରେଇ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ : ଗତ ମାର୍ଚ୍ଚ ମାସ ରେ ଯାଜପୁର ରୋଡ ସ୍ଥିତ ପାଢ଼ୀ ମୋବାଇଲ ଦୋକାନ ରୁ ଚୋରି ଘଟଣା ରେ ନ୍ୟାୟ ନ ପାଇବାରୁ ଏସପି ଙ୍କ ଦ୍ଵାରସ୍ଥ ହେବା ସହିତ ମୁହଁ ଖୋଲିଲେ ଦୋକାନ ର ମାଲିକ ଦୀପକ କୁମାର ପାଢ଼ୀ.ଯାଜପୁର ରୋଡ ପୋଲିସ ଦୀର୍ଘ ଛ ମାସ ଧରି ମାମଲା ରୁଜୁ କରିଥିଲେ ମଧ୍ୟ ନାଁ ଆଜି ପର୍ଯ୍ୟନ୍ତ ମିଳିଛି କୌଣସି ମୋବାଇଲ ନାଁ…

Read More