ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି – ସମୀକ୍ଷା ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ ସମୀକ୍ଷା ନ୍ୟୁଜ: ୨୨/୯/୨୬ – ଆସନ୍ତା ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର କାର୍ଯ୍ୟକ୍ରମ ନେଇ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ଏକ ସୂଚନା ଦେଇଥିବା ଜଣାପଡିଛି । ତାଙ୍କ ସୂଚନା ଅନୁସାରେ, ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏକ ମେଗା ଚକ୍ଷୁ ପରୀକ୍ଷା ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି…

Read More
ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ – ସମୀକ୍ଷା ଖବର

ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:୨୨/୦୯/୨୬ – ସେନାବାହିନୀର ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ରାଇରଙ୍ଗପୁରର ବିକାଶନଗର ଠାରେ ଚଳିତ ୨୪ ସେପ୍ଟେମ୍ବର, ଗୁରୁବାର ଏକ ୟୁନିଟ ରନ କ୍ୟାଣ୍ଟିନ୍‌(ୟୂ ଆର ସି )ର ଶୁଭ ଉଦ୍‌ଘାଟନ ହେବା ନେଇ ସୂଚନା ମିଳିଛି । ଏହି ଅବସରରେ ମଙ୍ଗଳବାର ଏକ ଆୟୋଜିତ ସମ୍ମିଳନୀରେ ପୂର୍ବତନ ସେନାବାହିନୀ ଅଧିକାରୀ ମେଜର ଦେବେନ୍ଦ୍ର ନାଥ ଦାସ ସୂଚନା ଦେଇ…

Read More
କପ୍ତିପଦାରେ କେନାଲ୍ ପାଣିରେ ବୁଡ଼ି ଯୁବକ ମୃତଦେହ ଉଦ୍ଧାର – ସମୀକ୍ଷା ଖବର

କପ୍ତିପଦାରେ କେନାଲ୍ ପାଣିରେ ବୁଡ଼ି ଯୁବକ ମୃତଦେହ ଉଦ୍ଧାର

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ / ସମୀକ୍ଷା ନ୍ୟୁଜ: ​ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର କେନାଲ୍ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।​ପ୍ରାପ୍ତ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରୁ ଯୁବକ ଜଣକ ନିଖୋଜ ଥିଲେ। ପରିବାରବର୍ଗ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଆଜି ସକାଳେ ସନ୍ଦେହ ହେବାରୁ କେନାଲର ଜଳପ୍ରବାହ ବନ୍ଦ କରାଯାଇ ଖୋଜାଖୋଜି କରାଯାଇଥିଲା। ଫଳରେ କେନାଲ୍ ପୋଲ ନିକଟରୁ ଯୁବକଙ୍କ…

Read More
ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଜାରି ; ସ୍ଥିତି ଉପରେ ନିରନ୍ତର ନଜର, ୩୩ ଓଡ୍ରାଫ୍ ଟିମ୍ ମୁତୟନ – ସମୀକ୍ଷା ଖବର

ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଜାରି ; ସ୍ଥିତି ଉପରେ ନିରନ୍ତର ନଜର, ୩୩ ଓଡ୍ରାଫ୍ ଟିମ୍ ମୁତୟନ

ଭୁବନେଶ୍ୱର, ୨୩ ସେପ୍ଟେମ୍ବର : ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:– ୨୩ ସେପ୍ଟେମ୍ବର ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ ସମ୍ଭାବନା – SEOCରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ – ପ୍ରଶାସନ ପ୍ରସ୍ତୁତ ; ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା – ରାଜସ୍ୱ ମନ୍ତ୍ରୀ ଗଭୀର ଅବପାତଜନିତ ପାଣିପାଗ ପରିସ୍ଥିତି ଏବଂ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ…

Read More
ଟିଟିଲାଗଡ଼ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (OSSTA) ର ସାଧାରଣ ସଭା ଏବଂ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ଟିଟିଲାଗଡ଼ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (OSSTA) ର ସାଧାରଣ ସଭା ଏବଂ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ ସମୀକ୍ଷା ନ୍ୟୁଜ ସନ୍ତୋଷ କୁମାର ପଟ୍ଟନାୟକ)ଆଜି ପଞ୍ଚାୟତ ହାଇସ୍କୁଲ, ନରେନଠାରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (OSSTA) ଟିଟିଲାଗଡ଼ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା, ସରକାରୀ ନୀତି ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଗଭୀର ଆଲୋଚନା କରାଯାଇଥିଲା। ଗତ ସେପ୍ଟେମ୍ବର ୧୨ ତାରିଖରେ ଏହି ସ୍କୁଲ ପରିସରରେ ଅନୁଷ୍ଠିତ ଏକ ଗୌରବମୟ ସମାରୋହରେ…

Read More
ଚୋରା ତମାଖୁ ଉତ୍ପାଦନ ଓ ଚାଲାଣ ନେଟୱର୍କର ପର୍ଦ୍ଧାଫାଶ ; ୪୫ ଲକ୍ଷ ଟଙ୍କାର ଗୁଟଖା ଜବତ , ୨ ମିନିଟ୍ରକ , ୨.୯୪ ଲକ୍ଷ ନଗଦ ଟଙ୍କା ,କଞ୍ଚାମାଲ ଓ ଯନ୍ତ୍ରପାତି ଜବତ, ୩ ଜଣଙ୍କ ନାମରେ ମାମଲା – ସମୀକ୍ଷା ଖବର

ଚୋରା ତମାଖୁ ଉତ୍ପାଦନ ଓ ଚାଲାଣ ନେଟୱର୍କର ପର୍ଦ୍ଧାଫାଶ ; ୪୫ ଲକ୍ଷ ଟଙ୍କାର ଗୁଟଖା ଜବତ , ୨ ମିନିଟ୍ରକ , ୨.୯୪ ଲକ୍ଷ ନଗଦ ଟଙ୍କା ,କଞ୍ଚାମାଲ ଓ ଯନ୍ତ୍ରପାତି ଜବତ, ୩ ଜଣଙ୍କ ନାମରେ ମାମଲା

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା ରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଚୋରା ତମାଖୁ ଉତ୍ପାଦନ ଓ ବିତରଣ ନେଟୱର୍କର ପର୍ଦ୍ଦାଫାସ କରିଛି ଖୋରଧା ସଦର ଥାନା ପୁଲିସ। ତାପଙ୍ଗ ଛକ ନିକଟରେ ଏକ ମିନିଟ୍ରକ୍‌ରୁ ବେଆଇନ ଭାବେ ତମାଖୁଜାତ ଦ୍ରବ୍ୟ ଚାଲାଣ ଅଭିଯୋଗରେ ଧରାପଡ଼ିଥିବା ଘଟଣାର ତଦନ୍ତ କରୁ କରୁ ପୁଲିସ ବ୍ରହ୍ମପୁର ବାଉଁଶପାଲିସ୍ଥିତ ଏକ ପରିସରରେ ପହଞ୍ଚିଥିଲା। ସେଠାରୁ ବିପୁଳ ପରିମାଣର ଗୁଟ୍‌ଖା ଓ ଅନ୍ୟାନ୍ୟ…

Read More
ଜଗତସିଂହପୁର :ବର୍ଷାରେ ବେହାଲ ବସ୍ ଷ୍ଟାଣ୍ଡ – ସମୀକ୍ଷା ଖବର

ଜଗତସିଂହପୁର :ବର୍ଷାରେ ବେହାଲ ବସ୍ ଷ୍ଟାଣ୍ଡ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ବର୍ଷାରେ ବେହାଲ ଜଗତସିଂହପୁର ବସ ଷ୍ଟାଣ୍ଡ | ଟିକିଏ ବର୍ଷା ହୋଇଗଲେ ଜଗତସିଂହପୁର ବସଷ୍ଟାଣ୍ଡ ଟିର ଅବସ୍ଥା କାଦୁଅରେ ସନ୍ତ ସନ୍ତିଆ ହୋଇଯାଉଛି | ବିଭିନ୍ନ ଅଂଚଳରୁ ଆସିଥିବା ଯାତ୍ରୀ ମାନେ କାଦୁଅରେ ହନ୍ତ ସନ୍ତ ହେବାର ଅଭିଯୋଗ କରିଛି |ପ୍ରକାଶ ଥାଉକି , ବସଷ୍ଟାଣ୍ଡଟି ଜଗତସିଂହପୁରର ସାନ ବଜାର ମୁଖ୍ୟ ରାସ୍ତାକୁ ଲାଗି ଅବସ୍ଥିତ |ଜାଗା ବହୁ ସଂକୋଚିତ ଅଟେ | ସହର ପଦଚଲାଲୋକ , ସାଇକଲଚଢ଼ାଳି, ଅନ୍ୟ ଯାନବାହାନରେ ଯାଉଥିବା…

Read More
ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା (ଉଲ୍ଲାସ) ପରୀକ୍ଷା : ୩୦୩ ଶିକ୍ଷାର୍ଥୀ ଦେଲେ ପରୀକ୍ଷା – ସମୀକ୍ଷା ଖବର

ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା (ଉଲ୍ଲାସ) ପରୀକ୍ଷା : ୩୦୩ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଲେତେରମାଲ, ଚଲକି, ଖୁଜେନପାଲି, ଅନ୍ତର୍ଲା, ସରଗୁଲ, ଭଣ୍ଡାରବାଞ୍ଜି, ସନ୍ଧିବାହାଲି, ବାନ୍ଦୁପଲା, ହୀରାପୁର, ଯଇଁତରା, ନୂଆପଡ଼ା, ଜାମିଲିଶର, ବାଙ୍କେଲ ଓ କର୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଭାରତ ସରକାରଙ୍କ ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଭାରତରୁ ନିରକ୍ଷରତା ଦୂର କରି ସମସ୍ତଙ୍କୁ ସାକ୍ଷର କରିବା ଦିଗରେ…

Read More
ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ – ସମୀକ୍ଷା ଖବର

ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ଉଲ୍ଲାସ (ଏନଆଇଏଲପି) ଅଧୀନରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ବଡ଼ସାଇମରା, ବାନ୍ଦୁପଲା, ରେଙ୍ଗାଲି, ଗୁଡ଼ିଘାଟ, ମୁରିବାହାଲ କ୍ଲଷ୍ଟର ଓ ପାଖ ଆଖର ଅନେକ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ସେହିପରି ପୂର୍ବ ଦିନ ହଳଦୀ, ବିଟାବନ୍ଧ, ସିରୋଲ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ଗ୍ରାମଗୁଡ଼ିକରେ ଏହି…

Read More
ମୁରିବାହାଲ:ଅଧାପନ୍ତିଆ କାମ କରି ପଡ଼ିରହିଛି ପାଣିଟାଙ୍କି , ଜଳକଷ୍ଟରେ ଗୋଇମୁଣ୍ଡ ଗ୍ରାମବାସୀ – ସମୀକ୍ଷା ଖବର

ମୁରିବାହାଲ:ଅଧାପନ୍ତିଆ କାମ କରି ପଡ଼ିରହିଛି ପାଣିଟାଙ୍କି , ଜଳକଷ୍ଟରେ ଗୋଇମୁଣ୍ଡ ଗ୍ରାମବାସୀ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅବହେଳା ଓ ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ପ୍ରାୟ ଦୁଇ ବର୍ଷ ତଳେ ଗ୍ରାମରେ ଓଭରହେଡ୍ ପାଣିଟାଙ୍କି ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇନାହିଁ। ଅଧାକାମ କରି ଠିକାଦାର କାମ ଛାଡ଼ିଦେଇଥିବାରୁ ନିର୍ମାଣାଧୀନ ପାଣିଟାଙ୍କି ଏବେ ଅବ୍ୟବହୃତ…

Read More