ସାମ୍ବାଦିକଙ୍କ ପାଇଁ ପୁନଃ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର: ଜେ.କେ. କାଗଜ କଳ ପକ୍ଷରୁ ସମ୍ମତି ପ୍ରକାଶ
ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୨୨/୦୯/୨୦୨୬: ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୂର୍ବରୁ ଜେ.କେ. କାଗଜ କଳ ପକ୍ଷରୁ ଆୟୋଜିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିରକୁ ପୁନର୍ବାର ଆରମ୍ଭ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଜେ.କେ. କାଗଜ କଳ କର୍ତ୍ତୃପକ୍ଷଙ୍କ ନିକଟରେ ଅନୁରୋଧ କରାଯାଇଛି। ଏହି…