ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୬ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧୪ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨୩ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨୭ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩୬ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪୩ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪୮ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୫୨ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୫୮ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଆସୁଛି ବାତ୍ୟା ଅର୍ଣବ: ହାଇଆର୍ଲଟରେ ରାଜନଗର , ପ୍ରସ୍ତୁତ ବାତ୍ୟାଆଶ୍ରୟସ୍ତଳ

ଆସୁଛି ବାତ୍ୟା ଅର୍ଣବ: ହାଇଆର୍ଲଟରେ ରାଜନଗର , ପ୍ରସ୍ତୁତ ବାତ୍ୟାଆଶ୍ରୟସ୍ତଳ – ସମୀକ୍ଷା ଖବର


ସମୀକ୍ଷା ବ୍ୟୁରୋ ନ୍ୟୁଜ / କେନ୍ଦ୍ରାପଡା :

ରାଜନଗର, ୨୭/୧୦ : ବାତ୍ୟା ଅର୍ଣବ ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି | ବାତ୍ୟା ଭୟଙ୍କର ହୋଇ ସ୍ଥଳ ଭାଗକୁ ମାଡି ଆସୁଛି | ଆଜି ରାତି ଠାରୁ ଲ୍ୟାଣ୍ଡ ଫଲ ପକ୍ରିୟା ଆରମ୍ବ ହୋଇ ଆସନ୍ତାକାଲି ଅପରାହ୍ନ ଯାଏଁ ତାଣ୍ଡବ ରଚିବ | କେନ୍ଦ୍ରାପଡା ଜିଲ୍ଲା ପାଇଁ ବାତ୍ୟା ସେଭଳି ପ୍ରଭାବ ପକାଇବନି ବୋଲି କୁହାଯାଉଛି | କାଳେ ବାତ୍ୟା ଗତିପଥ ବଦଳାଇବ ଓ ପ୍ରଭାବ ପଡିବ ସେଥିପାଇଁ ପ୍ରଶାସନ ତାର ପ୍ରସ୍ତୁତି ଆରମ୍ବ କରିଦେଇଛି | ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ ବିଭିହନ ବାତ୍ୟା ଆଶ୍ରୟସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ | ଅସଜଡା ଥିବା ପେଣ୍ଠ ବାତ୍ୟା ଆଶ୍ରୟସ୍ଥଳ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜସ୍ୱ ମନ୍ତ୍ରୀ ଏନେଇ ତାଗିଦା କରିଥିଲେ | ଗତକାଲି ରାତିରେ ଓ ଆଜି ସକାଳେ ଯୁଧ୍ୟକାଳୀନ ଭିତିରେ ବାତ୍ୟା ଆଶ୍ରୟସ୍ଥଳକୁ ବ୍ୟବସ୍ଥିତ କରାଯାଇଛି | ଆଜି ବିଡିଓ ଅଶୋକ କୁମାର ମହାନ୍ତି ଓ ତହସିଲଦାର ଯୀଶୁକ୍ରୀଷ୍ଣ ଦାସ ବଗପାଟିଆ , ପେଣ୍ଠ ଓ ଅନ୍ୟ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି | ରାଜନଗର ପାଇଁ ସେପରି କିଛି ଭୟର କାରଣ ନାହି | ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି | ଯଦି ବାତ୍ୟା ଗତିପଥ ବଦଳାଏ ତେବେ ବିପନ୍ନ ଲୋକଙ୍କୁ ଆଶ୍ରୟସ୍ଥଳକୁ ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀଦାସ କହିଛନ୍ତି

ଆସୁଛି ବାତ୍ୟା ଅର୍ଣବ: ହାଇଆର୍ଲଟରେ ରାଜନଗର , ପ୍ରସ୍ତୁତ ବାତ୍ୟାଆଶ୍ରୟସ୍ତଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାତ୍ୟା ଅର୍ଣ୍ଣବକୁ ନେଇ କଲ୍ୟାଣସିଂହପୁର ଏବଂ କୋଲୋନରା ବ୍ଲକ୍ ପ୍ରଶାସନ ସଜାଗ