ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୪ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୮ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୧୨ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ ୧୭ ମିନିଟ ପୂର୍ବେYoung Generation Online Gambling: ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି ୪୩ ମିନିଟ ପୂର୍ବେChild Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ୫୦ ମିନିଟ ପୂର୍ବେNuapada Road Safety Committee : ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୫ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୫ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୂଆପଡ଼ା ମାଲକାନଗିରି ଖୋର୍ଦ୍ଧା କେନ୍ଦୁଝର ବରଗଡ଼

ସ୍କୁଲ ଯିବାକୁ ଘରୁ ବାହାରି ନାବାଳକ ନିଖୋଜ: ଚାନ୍ଦିପୋଷ ପୋଲିସ ଦ୍ଵାରା ଉଦ୍ଧାର!

ସ୍କୁଲ ଯିବାକୁ ଘରୁ ବାହାରି ନାବାଳକ ନିଖୋଜ: ଚାନ୍ଦିପୋଷ ପୋଲିସ ଦ୍ଵାରା ଉଦ୍ଧାର! – ସମୀକ୍ଷା ଖବର

ପ୍ରଦୀପ ଜିତ /ସମୀକ୍ଷା ନ୍ୟୁଜ /ବଣାଇ /ସୁନ୍ଦରଗଡ଼:

ବଣାଇ ଥାନା ଅଧୀନ କଲେଜ ପଛ ପାଖ କଲାନୀରୁ ଜଣେ 15 ବର୍ଷୀୟ ନାବାଳକ ନିଖୋଜ ହାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି!ନିଖୋଜ ନାବାଳକ ହେଲେ ଆରୀୟାନ ସାହୁ! ସୂଚନା ଅନୁଯାଇ ଆରୀୟାନ ମଙ୍ଗଳବାର ସକାଳ 7ଟା ରେ ସ୍କୁଲ ଯିବା ପାଇଁ ସ୍କୁଲ ପାଷାକ ପିନ୍ଧି ବାହାରିଥିଲେ ସ୍କୁଲ ଛୁଟି ହେବାପରେ ମଧ୍ୟ ସେ ଘରକୁ ଫେରିନଥିଲେ, ପରିବାର ଲୋକ ଖୋଜାଖୋଜି କରିବା ସହ ସ୍କୁଲ ରେ ପହଂଚି ତାଙ୍କ ବିଷୟରେ ପଚାରିଥିଲେ ତେବେ ଆରୀୟାନ ସ୍କୁଲ କୁ ଯାଇନଥିଲେ ପରେ ପରିବାର ଲୋକ ଆଖପାଖ ଅଂଚଳ ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ପତା ମିଳିନଥିଲା ଶେଷରେ ପରିବାର ପକ୍ଷରୁ ବଣାଇ ଥାନାରେ ନିଖୋଜ ନେଇ ଅଭିଯୋଗ ହୋଇଥିଲା! ଅଭିଯୋଗ ପାଇବା ପରେ ବଣାଇ ପୋଲିସ ନାବାଳକ କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା!ପରେ ରାତି 8ଟା ସମୟ ରେ କିଛି ଲୋକ ଚମ୍ପାଝରଣ ରାସ୍ତା ରେ ପିଲାଟି ବସିଥିବା ଦେଖି ଚାନ୍ଦିପୋଷ ପୋଲିସ କୁ ଖବର ଦେଇଥିଲ ଚାନ୍ଦିପୋଷ ପୋଲିସ ପିଲାଟିକୁ ଉଦ୍ଦାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ!

ସ୍କୁଲ ଯିବାକୁ ଘରୁ ବାହାରି ନାବାଳକ ନିଖୋଜ: ଚାନ୍ଦିପୋଷ ପୋଲିସ ଦ୍ଵାରା ଉଦ୍ଧାର! – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆନ୍ଧ୍ରରେ ମାଡ ହେଲା ଭୀଷଣ ବାତ୍ୟା ଅର୍ଣ୍ଣବ: କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ