ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୬ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ ୧୧ ମିନିଟ ପୂର୍ବେYoung Generation Online Gambling: ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି ୩୭ ମିନିଟ ପୂର୍ବେChild Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ୪୪ ମିନିଟ ପୂର୍ବେNuapada Road Safety Committee : ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୫ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୫ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୫ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୫ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ
ଚର୍ଚ୍ଚାରେ ମୟୂରଭଞ୍ଜ ନୂଆପଡ଼ା ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼

ବିକଶିତ ଭାରତ ବିକଶିତ ଓଡ଼ିଶାରେ ନାରା ହେଲେ ପାଟମାହାରେ କାହିଁକି ଅପଞ୍ଚ!

ବିକଶିତ ଭାରତ ବିକଶିତ ଓଡ଼ିଶାରେ ନାରା ହେଲେ ପାଟମାହାରେ କାହିଁକି ଅପଞ୍ଚ! – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ବିକଶିତ ଭାରତ ବିକଶିତ ସରକାରଙ୍କ ବିକାଶର ନାରା ଦେଉଛନ୍ତି, ଚାରିଆଡ଼େ ଗୁଞ୍ଜୋରିତ, ସଭା ସମିତିରେ ଚିତ୍ର, ଯୋଜନାର ଘୋଷଣା ଏବଂ ସମୃଦ୍ଧି ଓଡ଼ିଶାର ସ୍ୱପ୍ନ, କିନ୍ତୁ ଏହି ବିକାଶର ଆଲୋକ କଣ ପ୍ରତ୍ୟକ ଗରିବଙ୍କରେ ପହଞ୍ଚି ଅଛି ? କନ୍ଧମାଳ ଜିଲାର କ. ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଡ଼ିମାହା ପଞ୍ଚାୟତର ପାଟମାହା ଗ୍ରାମର ଆସିଛି ଏକ ଅଭାବନ୍ୟ ଦୃଶ୍ୟ, ଏକ ପ୍ରଶ୍ନ କରିଛି ଏଲିଅ ପରିବାରଙ୍କୁ ଉପରେ, ନା ଅଛି ରାସନ କାର୍ଡ଼, ନା ଅଛି ପୋଙ୍କାଘର, ନା ଅଛି ଜମିପଟା ସେ ଅସୁରକ୍ଷିତ ଭାବରେ ଦିନ କାଟୁଛନ୍ତି ଏଲିଅ ଦିଗାଲ ଓ ଚାରି ସନ୍ତାନ। ସ୍ଥାନୀୟ ଜନପ୍ରତିନିଧି ସରପଞ୍ଚ ବିଡ଼ିଓ, ତହସିଲଦାର ଓ ଜିଲାପାଳଙ୍କ ନିକଟରେ ଏ ସମସ୍ୟାର ସମାଧାନ ଅଛି କି? ଏହାର ପଦକ୍ଷେପ କେବେ ହେବ? ଏହି ଗରିବପରିବାରକୁ ଚିହ୍ନଟ କେବେ ହେବ? ଏହା ନିରପେକ୍ଷ ଯାଞ୍ଚ କେବେ ହେବ? ଏଲିଅଙ୍କୁ କେବେ ସାହାଯ୍ୟ ସୁବିଧା ମିଳିବ? ବର୍ତ୍ତମାନ ଏକ ଜନସ୍ୱାର୍ଥ ପ୍ରଶ୍ନ ମୁଣ୍ଡ ଉପରେ ପ୍ରଶ୍ନ ଉଠିଛି.

ବିକଶିତ ଭାରତ ବିକଶିତ ଓଡ଼ିଶାରେ ନାରା ହେଲେ ପାଟମାହାରେ କାହିଁକି ଅପଞ୍ଚ! – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସ୍କୁଲ ଯିବାକୁ ଘରୁ ବାହାରି ନାବାଳକ ନିଖୋଜ: ଚାନ୍ଦିପୋଷ ପୋଲିସ ଦ୍ଵାରା ଉଦ୍ଧାର!