ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୨ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Diwali State Bank presents valuable gift owner of Khushi Furniture: ଦୀପାବଳି ଉପଲକ୍ଷେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଖୁସି ଫର୍ନିଚର ମାଲିକଙ୍କୁ ମୂଲ୍ୟବାନ ଉପହାର ପ୍ରଦାନ

Diwali State Bank presents valuable gift owner of Khushi Furniture: ଦୀପାବଳି ଉପଲକ୍ଷେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଖୁସି ଫର୍ନିଚର ମାଲିକଙ୍କୁ ମୂଲ୍ୟବାନ ଉପହାର ପ୍ରଦାନ – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ/ସମୀକ୍ଷା ନ୍ୟୁଜ : 06/11/26

ପବିତ୍ର ଦୀପାବଳି ଅବସରରେ ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଖୁସି ଫର୍ନିଚର ଆଣ୍ଡ ହୋଲସେଲରମାଲିକ ଶ୍ରୀ ମହେଶ୍ୱର ଦିଗାଲଙ୍କୁ ଏକ ମୂଲ୍ୟବାନ ଦୀପାବଳି ଉପହାର ପ୍ରଦାନ କରାଯାଇଛି। ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ରୁଦ୍ର ପ୍ରସନ୍ନ ରଥ ବ୍ୟାଙ୍କ ପକ୍ଷରୁ ଏହି ଉପହାରକୁ ଆନୁଷ୍ଠାନିକ ଭାବେ ଶ୍ରୀ ମହେଶ୍ୱର ଦିଗାଲଙ୍କୁ ପ୍ରଦାନ କରିଥିଲେ। ଗ୍ରାହକଙ୍କ ପ୍ରତି ଭଲ ସମ୍ପର୍କ, ବିଶ୍ୱାସ ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ରୁଦ୍ର ପ୍ରସନ୍ନ ରଥଙ୍କ ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ବ୍ୟାଙ୍କ ପକ୍ଷରୁ ଏହିପରି ମୂଲ୍ୟବାନ ଗ୍ରାହକମାନଙ୍କୁ ସାକ୍ଷାତ୍ କରି ଉପହାର ପ୍ରଦାନ କରାଯାଉଛି। ଗ୍ରାହକଙ୍କ ସହ ସୁସମ୍ପର୍କ, ଆତ୍ମୀୟତା ଓ ବିଶ୍ୱାସ ବଜାୟ ରଖିବା ସହିତ ପାର୍ବଣର ଖୁସି ବାଣ୍ଟିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏହି ସମ୍ମାନଜନକ ଉପହାର ଗ୍ରହଣ କରି ଖୁସି ଫର୍ନିଚର ମାଲିକ ଶ୍ରୀ ମହେଶ୍ୱର ଦିଗାଲ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହିତ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ରୁଦ୍ର ପ୍ରସନ୍ନ ରଥ ଏବଂ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଏହିପରି ପଦକ୍ଷେପ ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ଆତ୍ମୀୟତା, ବିଶ୍ୱାସ ଓ ସୁସମ୍ପର୍କକୁ ଆହୁରି ମଜବୁତ କରିବା ସହ ଦୀପାବଳିର ଖୁସିକୁ ଦ୍ୱିଗୁଣିତ କରିଛି।

Diwali State Bank presents valuable gift owner of Khushi Furniture: ଦୀପାବଳି ଉପଲକ୍ଷେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଖୁସି ଫର୍ନିଚର ମାଲିକଙ୍କୁ ମୂଲ୍ୟବାନ ଉପହାର ପ୍ରଦାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ORMAS Special Diwali Handicraft Stall: ଓରମାସ୍ ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ହସ୍ତଶିଳ୍ପ ଷ୍ଟଲ୍ ଉଦ୍‌ଘାଟିତ